ନିଜ ସ୍ତ୍ରୀର ଏହି ଗୋଟିଏ ଭୁଲ ପାଇଁ ଘରେ ସବୁ ବେଳେ ଅଭାବ ଲାଗି ରହିଥାଏ । ଏହାସହିତ ସ୍ୱାମୀ ଜୀବନରେ ମଧ୍ୟ ମାଡି ଆସିଥାଏ ଦୁଃଖର ବାଦଲ । 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ସ୍ତ୍ରୀର ଏହି ଗୋଟିଏ ଭୁଲ ପାଇଁ ଘରେ ସବୁ ବେଳେ ଅଭାବ ଲାଗି ରହିଥାଏ । ଏହାସହିତ ସ୍ୱାମୀ ଜୀବନରେ ମଧ୍ୟ ମାଡି ଆସିଥାଏ ଦୁଃଖର ବାଦଲ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ ସମୟରେ ହେଉ ବା ବିବାହ ପରେ, ପ୍ରତ୍ୟେକ ବିବାହିତା ସ୍ତ୍ରୀ ଗହଣାରେ ସଜେଇ ହୋଇଥାନ୍ତି । ଆପଣମାନେ ପ୍ରାୟତଃ ଦେଖିଥିବେ କି ବିବାହିତ ମହିଳାମାନେ ଗୋଡ ମୁଦି ପିନ୍ଧିଥାନ୍ତି । ଏହି ଗୋଡ ମୁଦିକୁ ଭୁଲ ଭାବରେ ପରିଧାନ କରିବା ଦ୍ୱାରା ସ୍ବାମୀ ଉପରେ ଅନେକ ବିପଦ ମାଡି ଆସିଥାଏ । ଘରେ ଛୋଟ ଛୋଟ କଥାରେ ବିବାଦ ସୃଷ୍ଟି ହୋଇଥାଏ । ସ୍ବାମୀ ମାନେ ସର୍ବଦା ଋଣର ଭାରରେ ଚିନ୍ତାଗ୍ରସ୍ତ ରହିଥାନ୍ତି । ଗୋଡ ମୁଦି ପିନ୍ଧିବାର ସଠିକ ଉପାୟ, ଆସନ୍ତୁ ସେହି ବିଷୟରେ ଜାଣିବା । ତେବେ ଜଣେ ମହିଳାଙ୍କର ଗର୍ଭାଶୟ ଉତ୍ତମ ରହିବା ସହିତ ରକ୍ତଚାପ ଏହି ଗୋଡ ମୁଦି ଦ୍ଵାରା ନିୟନ୍ତ୍ରଣ ହୋଇଥାଏ । ପ୍ରତ୍ୟେକ ମହିଳା ଗୋଡ ମୁଦି ପିନ୍ଧିବା ଉଚିତ । ଏହା ସର୍ବଦା ମନକୁ ଶାନ୍ତ ରଖିଥାଏ କିନ୍ତୁ ଏହି ଗୋଡ ମୁଦି ଭୁଲ ଭାବରେ ପିନ୍ଧିବା ଅନୁଚିତ ।

 

୧. କେବେବି ଗୋଡ ମୁଦି ଢିଲା ପିନ୍ଧିବା ଉଚିତ ନୁହେଁ । ଗୋଡ ମୁଦି ଗୋଡ଼ରୁ ବାହାରିବା ଅଶୁଭ ହୋଇଥାଏ । ଏହାଦ୍ବାରା ସ୍ଵାମୀଙ୍କ ଉପରେ ବିପଦ ମାଡି ଆସିଥାଏ । ଘରର ଆର୍ଥିକ ସଙ୍କଟ ଦେଖା ଦେଇଥାଏ । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିଥାଏ ଓ ସମ୍ପର୍କ ଖରାପ ହୋଇଥାଏ ।

 

୨. ମହିଳାମାନଙ୍କୁ ନିଜ ଗୋଡ ମୁଦି କାହାକୁ ଦେବା ଉଚିତ ନୁହେଁ । ଏପରି କରିବା ସ୍ଵାମୀଙ୍କ ପାଇଁ ହାନିକାରକ ସାବ୍ୟସ୍ତ ହୋଇଥାଏ । ଏହାସହିତ ରୋଗଗ୍ରସ୍ତ ହୋଇ ପାରନ୍ତି । ପରିବାରର ଲୋକଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହୋଇଥାଏ । ସାମାନ୍ୟ କଥାରେ ବିବାଦ ଉତ୍ପନ୍ନ ହୋଇଥାଏ । ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହୁଏ ।

 

୩. ମହିଳା ମାନଙ୍କୁ କେବେବି ତମ୍ବାର ଗୋଡ ମୁଦି ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ସନ୍ତାନ ହେବା ସମୟରେ ଋତୁସ୍ରାବ ହୋଇଥାଏ । ଯଦି ଆପଣଙ୍କ ଗୋଡ ମୁଦି ଫାଟି ଯାଇଛି, ତାହେଲେ ତାହାକୁ କାଢି ନୂଆ ଗୋଡ ମୁଦି ପରିଧାନ କରନ୍ତୁ । କିନ୍ତୁ କିଛି ମହିଳାମାନେ ଫାଟି ଯାଇଥିବା ଗୋଡ ମୁଦିକୁ ଆଉଥରେ ପିନ୍ଧି ଦେଇଥାନ୍ତି । କିନ୍ତୁ ଏଭଳି କରିବା ଉଚିତ ନୁହେଁ । କହିବାକୁ ଗଲେ ତମ୍ବାର କୌଣସି ଜିନିଷ ପରିଧାନ କରିବା ଉଚିତ ନୁହେଁ । ଏହା ଶରୀର ଉପରେ କୁ-ପ୍ରଭାବ ପକାଇଥାଏ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *