ମୁଁ ଲଭ ରେ ଅଛି ଖୁବ୍ ଶୀଘ୍ର ବାହା ହେବି : ଅନୁଭବ ମହାନ୍ତି | ଜାଣନ୍ତୁ କିଏ ଅନୁଭବ ଙ୍କ ଦ୍ୱିତୀୟ ପ୍ରେମ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଭଲ ଭାବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ବରିଷ୍ଟ ଅଭିନେତା ଙ୍କୁ ଜାଣିଥିବେ । ଅନୁଭବ ମହାନ୍ତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଖୁବ୍ ପ୍ରସିଦ୍ଧି ତଥା ଲୋକପ୍ରିୟ ହାସଲ କରିସାରିଛନ୍ତି । ଅନୁଭବ ମହାନ୍ତି ଅନେକ ଫିଲ୍ମ କରି ଓଡ଼ିଆ ଲୋକଙ୍କ ହୃଦୟରେ ରାଜ କରନ୍ତି । ଜଣେ ଅଭିନେତା ହେବା ସହ ଜଣେ ସାଂସଦ ମଧ୍ୟ ଅନୁଭବ ମହାନ୍ତି । ତେବେ ଏହି ଅଭିନେତା ଅନେକ ସମୟରେ ବିବାଦରେ ରୁହନ୍ତି ସୋସିଆଲ ମିଡିଆରେ ହାଇଲାଇଟ୍ ରୁହନ୍ତି । 

 

କିଛିଦିନ ତଳେ ପାରିବାରିକ ବିବାଦରେ ଅନୁଭବ ମହାନ୍ତି ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ଏହି ବିବାଦ ଥମି ଯାଇଛି । ଅନୁଭବ ମହାନ୍ତି ଙ୍କ ଛାଡପତ୍ର ମାମଲା ବର୍ତ୍ତମାନ କୋର୍ଟ ରେ ପେଣ୍ଡିଂ ଥିବାର ଜଣା ପଡ଼ିଛି । ଏହି ଘଟଣା ସଂପର୍କରେ ବର୍ତ୍ତମାନ ମୁଁହ ଖୋଲିଛନ୍ତି ଅନୁଭବ ମହାନ୍ତି । ଅନୁଭବ ମହାନ୍ତି ଗଣ ମାଧ୍ୟମ ଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କହିଛନ୍ତି ଭଗବାନ ଙ୍କୁ ଡାକନ୍ତୁ ପ୍ରଥମେ ଛାଡପତ୍ର ହେଇଯାଉ ପରେ ବାହାଘର କଥା ଚିନ୍ତା କରିବି । 

 

ତେବେ ଅନୁଭବ ମହାନ୍ତି ଙ୍କୁ ଦିତୀୟ ବିବାହ କଥା ପଚରା ଯିବା ବେଳେ ଏହି ଉତ୍ତର ଦେଇଥିଲେ ଅନୁଭବ ମହାନ୍ତି । ଅନୁଭବ ମହାନ୍ତି କାହା ସହ ପ୍ରେମରେ ଅଛନ୍ତି କି ନାହିଁ ଜାଣିବାପାଇଁ ଚାହିଁଥିଲେ ଗଣ ମାଧ୍ୟମ । ଏହାର ଉତ୍ତର ରେ ଅନୁଭବ ମହାନ୍ତି କହିଥିଲେ ହଁ ସେ ପ୍ରେମରେ ବର୍ତ୍ତମାନ ଅଛନ୍ତି । ଏହା ଶୁଣି ଅନେକ ଆଶ୍ଚର୍ୟ୍ଯ ହୋଇଯାଇଥିଲେ ଏବଂ ଅନୁଭବ ମହାନ୍ତି ପୁଣି ଥରେ ବେଦିରେ ବସିବେ ବୋଲି ବୋଲି କଳ୍ପନା କରିଥିଲେ । 

 

ପୁଣି ବର ବେଶରେ ସମସ୍ତଙ୍କ ସାମ୍ନାକୁ ଆସିବେ ବୋଲି ଚିନ୍ତା କରିଥିଲେ ଗଣ ମାଧ୍ୟମ । ମାତ୍ର ଠିକ୍ ସମୟରେ ନିଜ ଲଭର ପ୍ରକୃତ ମାନେ ଏବଂ କାହାକୁ ଲଭ କରନ୍ତି ଜଣାଇ ଦେଲେ ଅନୁଭବ ମହାନ୍ତି । ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ତାଙ୍କୁ ଏବଂ ତାଙ୍କ ବାପା ମା ଙ୍କୁ ତାଙ୍କ ସମସ୍ତ ଫ୍ୟାନ ମାନଙ୍କୁ ବହୁତ୍ ଭଲ ପାଆନ୍ତି ଅନୁଭବ ବୋଲି ଦର୍ଶାଇଥିଲେ । ଯେଉଁମାନେ ତାଙ୍କୁ ଭଲ ପାଉନାହାନ୍ତି ଏ ପ୍ରେମ ତାଙ୍କ ପାଇଁ ନାହିଁ ମାତ୍ର ଯେଉଁମାନେ ତାଙ୍କୁ ଭଲ ପାଉଛନ୍ତି ସେ ମଧ୍ୟ ତାଙ୍କୁ ଭଲ ପାଉଛନ୍ତି ।

 

ଅନୁଭବ ମହାନ୍ତି ଙ୍କ ପାଇଁ ତାଙ୍କ ପ୍ରେମ କେବଳ ବାପା ମା ଙ୍କ ପାଇଁ ଫ୍ୟାନ ମାନଙ୍କ ପାଇଁ ଏବଂ ତାଙ୍କ ଶୁଭ ଚିନ୍ତକ ମାନଙ୍କ ପାଇଁ । ତେବେ ଏହା ଦର୍ଶକ ମାନଙ୍କୁ ଖୁବ୍ ଆକର୍ଷିତ କରିବା ସହ ଅନୁଭବ ମହାନ୍ତି ସମସ୍ତ ଦର୍ଶକ ମାନଙ୍କୁ ଖୁବ୍ ଭଲ ପାଆନ୍ତି ଜାଣି ଖୁସି ହୋଇଛନ୍ତି ଫ୍ୟାନ ମାନେ । ଅନୁଭବ ମହାନ୍ତି ଙ୍କ ଏହି ସୁନ୍ଦର ପ୍ରତିକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  

Leave a Reply

Your email address will not be published. Required fields are marked *