ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କଣ ଏହି ଖୁସି ଖବର ଅରିନ୍ଦମ ଙ୍କ ଆରପାରିକୁ ଯିବା ଯନ୍ତ୍ରଣା କୁ ଲାଘବ କରି ପାରିବ?ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମୟ ବିତିଯାଇଛି ଚଉଦ ଦିନର ପୂର୍ବରୁ କଥା , ବର୍ଷା ସମୟ ସେହି ବର୍ଷା ଯେ ଶେଷ ବର୍ଷା ହେବ ଅରିନ୍ଦମ ଙ୍କ ପାଇଁ ତାହା କୁ ଜଣା ଥିଲା ଓଡ଼ିଶା ବାସୀଙ୍କୁ।ଏକ ସାହାସ ପୂର୍ଣ୍ଣ ଜୀବନ ସା-ହ-ସି-କ-ତା ପଦର୍ଶନ କରିଛନ୍ତି ସେ।ଲୋକ ମାନଙ୍କ ପାଖରେ ସମାଚାର ପହଞ୍ଚାଇବାକୁ ଯାଇ ସେ ନିଜେ ସମାଚାର ହୋଇଯାଇଛନ୍ତି।ବନ୍ଧୁଗଣ ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଚାଲିଯିବାକୁ ଚଉଦ ଦିନ ହୋଇ ସାରିଛି । ଅ-ପ-ରେ-ସ-ନ ଗଜରାଜରେ ଅରିନ୍ଦମ ଏକ ହାତୀ କୁ କେମିତି ବଞ୍ଚାଇବାକୁ ହେବା ସେହି ବିଷୟରେ ନ୍ୟୁଜ ସଂଗ୍ରହ କରିବା ପାଇଁ ଯାଇଥିଲେ । ଅରିନ୍ଦମ ଏକ ଓଡ୍ରାଫ ଟିମ ସହ ମହାନଦୀ ଭିତରକୁ ହାତୀକୁ ବଞ୍ଚାଇବା ପାଇଁ ଯାଇଥିଲେ । ହେଲେ ହଠାତ ମହାନଦୀ ଜଳ ସ୍ରୋ-ତ ବଢିଯିବାରୁ ବୋଟଟି ଓ-ଲୋ-ଟି ଯାଇଥିଲା ଯାହା ଫଳରେ ଅରିନ୍ଦମ ମହାନଦୀ ପାଣିରେ ବୁଡି ଆରପାରିକୁ ଚାଲିଗଲେ ।
ଅରିନ୍ଦମ ଆରପାରିକୁ ଯିବା ପରେ ସାରା ଓଡିଶାରେ ଶୋ-କ-କୁ-ଳ ପରିବେଶ ସୃଷ୍ଟି ହୋଇଥିଲା । ଅରିନ୍ଦମଙ୍କ ପରେ ତାଙ୍କ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଥିଲେ ଓଡିଶାର କିଛି ଜଣାଶୁଣା ବ୍ୟକ୍ତି । ହେଲେ ବନ୍ଧୁଗଣ ତାଙ୍କ ଆର ପାରି କୁ ୧୪ ଦିନ ପରେ ଏକ ବଡ ଖୁସି ଖବର ସାମ୍ନାକୁ ଆସିଛି।ମି-ଡି-ଆ ରିପୋର୍ଟ ଅନୁସାରେ ଅରିନ୍ଦମଙ୍କ ପରିବାର ଲୋକ ବହୁତ ଦୁଃ-ଖ ରେ ଅଛନ୍ତି । ତେଣୁ ଅରିନ୍ଦମଙ୍କୁ ମନେ ରଖିବା ପାଇଁ ଓଟିଭିର ଏମଡି ଜାଗି ମଙ୍ଗତ ପଣ୍ଡା ଭଲ ପାଠ ପଢୁଥିବା ସାମ୍ବାଦିକ ଷ୍ଟୁଡେଣ୍ଟ ମାନଙ୍କୁ ଅରିନ୍ଦମ ଦାସଙ୍କ ନାମରେ ସ୍କଲାରସିପ ଦେବାର ଘୋଷଣା କରିଛନ୍ତି । ଏହି ସ୍କଲାରସିପ ଜରିଆରେ ସବୁଦିନ ପାଇଁ ଅରିନ୍ଦମ ଲୋକ ମାନଙ୍କ ମନରେ ରହିଯିବେ ।
ଓଟିଭିର ସା-ହ-ସୀ ସାମ୍ବାଦିକ ଅରିନ୍ଦମ ଦାସ ବାତ୍ୟା ହେଉ ବା ବନ୍ୟା ହେଉ ଲୋକ ମାନଙ୍କୁ ନ୍ୟୁଜ ଦେବା ପାଇଁ ସବୁବେଳେ ନିଜ ଜୀବନକୁ ବା-ଜି-ରେ ପକାଇ ନିଜ ଦାୟିତ୍ଵକୁ ଗୁରୁତ୍ଵ ଦିଅନ୍ତି । ହେଲେ ଗତ ୨୪ ତାରିଖରେ ଅରିନ୍ଦମଙ୍କ ଚାଲିଯିବା ପରେ ସାରା ଓଡିଶାରେ ଦୁଃ-ଖର ଲହରୀ ଖେଳି ଯାଇଥିଲ।ଯାଉ ଯାଉ ସେ ବହୁ ଦୁଃ-ଖ ଦେଇଗଲେ ଓଡ଼ିଶା ବାସୀଙ୍କୁ। ହେଲେ ତାଙ୍କୁ କେହି କେବେ ଭୁଲି ପାରିବେ ନାହିଁ।ଏକ ନୂତନ ପରିଚୟ ନେଇ ବଞ୍ଚିବେ ସେ ଓଡ଼ିଶା ବାସୀଙ୍କ ହୃଦୟରେ।ବାସ୍ତବରେ ସେ ଆରପାରିରେ ସତ କିନ୍ତୁ ସେ ଚିର ଦିନ ଓଡ଼ିଶା ବାସୀଙ୍କ ହୃଦୟରେ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।