ପିଣ୍ଟୁ ରୂପା ଓଡିଶା ର ଚର୍ଚ୍ଚିତ ଯୋଡ଼ିଙ୍କ ଜୀବନ ଶୈଳୀ,ରୋଜଗାର, ଘର,ଗାଡି ଜାଣନ୍ତୁ ପ୍ରଥମ ଥର ପାଇଁ ସଠିକ ଖବର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାଲନ୍ତୁ ଜାଣିବା ରୂପା,ପିଣ୍ଟୁ ଓ ଖୁସି ଙ୍କ ର କଣ ରହିଛି ଜୀବନ ଶୈଳୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ସତ ରେ କାହାର ମନ ରେ ଇଚ୍ଛା ନଥାଏ ନୂଆ ଘର କରିବା ପାଇଁ ନୂଆ ପରିବେଶ ରେ ନିଜର କିଛି ସମୟ ଅତିବାହିତ କରିବା ପାଇଁ  ନିଜ ଜୀବନ କୁ ସରସ ସୁନ୍ଦର କରିବା ପାଇଁ  । ଆଜି କା ସମୟରେ ସମସ୍ତେ ବ୍ୟସ୍ତ ବହୁଳ ମଧ୍ୟରେ ନିଜର ଜୀବନ କାଟୁଛନ୍ତି ସମସ୍ତେ ବହୁତ୍ ପରିମାଣ ରେ ଖଟି ଚାଲିଛନ୍ତି ତ କେବଳ ହିଁ କେବଳ ନିଜର ଟିକିଏ ଖୁସି ପାଇଁ । ନିଜେ ନିଜ ସ୍ବପ୍ନ ର ଘର ଖଣ୍ଡେ କରିବେ ଆଉ ନିଜ ପରିବେଶ କୁ ଖୁବ୍ ସୁନ୍ଦର୍ ଭାବରେ ସଜାଡି ଦେବେ ଓ ନିଜ ପରିବାର ସହିତ ସେହିଠାରେ ବସ ବାସ କରିବେ କେବଳ ଯେ ସେତିକି ଆଶା ଥାଏ ତାହା ନୁହଁ ଆହୁରି ମଧ୍ୟ ନିଜ ଘର ପରିବାର କୁ ନେଇ କିଛି ପୂଜା ପାର୍ବଣ କୁ ଏନଜୟ୍ କରିବା । 

 

ସମସ୍ତେ ନିଜ ନିଜ ହିସାବ ରେ ଘର କରିଥାନ୍ତି । ହେଲେ ଗୋଟେ ଗରିବ ଲୋକ ମନ ରେ ଭି ଆଶା ଥାଏ ଘର ଟିଏ କରିବ ଓ ଧନୀ ଟିଏ ଯେତେ ଘର ଥିଲେ ଭି ଆଉ ନୂଆ କରି ଘର ଟିଏ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାଏ । ନିଜ ଘର ଲୋକ ଙ୍କୁ ସେମିତି ଖୁସି ରେ ଟିକେ ରଖିବେ । ନିଜର ଗୋଟିଏ ନୂଆ ପରିଚୟ ଗଢି ତୋଳିବେ ।ତେବେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଖବର କହିବୁ ଯାହା ଜାଣିବା ପାଇଁ ଆପଣ ନିଶ୍ଚିନ୍ତ ଭାବରେ ଚାହୁଁଥିବେ । ତେବେ ଆପଣ ମାନେ ରୂପା, ପିଣ୍ଟୁ ଓ ଖୁସି ଙ୍କୁ ନିହାତି ଭାବରେ ଜାଣିଥିବେ । 

 

ରୂପା ଓ ପିଣ୍ଟୁ ଉଭୟ ଟିକ୍ ଟକ୍ ନାମକ ଗୋଟିଏ ଆପ ରେ ଛୋଟ ଚିତ ଭିଡିଓ କରୁଥିବାର ଆପଣ ନିଶ୍ଚିନ୍ତ ଭାବରେ ଦେଖିଥିବେ ଓ ଜାଣିଥିବେ ମଧ୍ୟ । ଆପଣ ମାନେ ସେହି ଆପ ରେ ତାଙ୍କୁ ସେତିକି ପରିମାଣ ରେ ଭଲ ପାଇବା ମଧ୍ୟ ଦେଇଥିଲେ ଓ ତା ପରେ ପରେ ଏହି ଆପ ବନ୍ଦ ହୋଇଯିବା ପରେ ସେମାନେ ୟୁଟ୍ୟୁବ କୁ ନିଜର ଗୋଟିଏ ମାଧ୍ୟମ ବୋଲି ଭାବି ଆଗେଇ ଯାଇଥିଲେ ଓ ଓଡ଼ିଆ ଆଲବମ ଜଗତ କୁ ଓହ୍ଲାଇଥିଲେ । ସେହିଠାରେ ମଧ୍ୟ ତାଙ୍କୁ ସମସ୍ତେ ଖୁବ୍ ଭଲ ପାଇବା ଦେଇଥିଲେ ଯାହା ପାଇଁ ସେମାନେ ସେହିଠାରୁ ହିଁ  ନିଜର ଗୋଟିଏ ରୋଜଗାର କରି ପାରୁଛନ୍ତି । 

ତାଙ୍କ ପରିବାର ରେ ତାଙ୍କ ସ୍ତ୍ରୀ,ପିଲା ଙ୍କ ସହିତ ତାଙ୍କର ଗୋଟିଏ ଭାଇ ଓ ବାପା ଏବଂ ମାଆ ରହୁଥିଲେ । ଏବେ ଏବେ ସେହି ଟଙ୍କା ରୁ ସେମାନେ ଗୋଟିଏ ପକ୍କା ଘର କରିବା ଆରମ୍ଭ କରି ଦେଇଛନ୍ତି । ଆହୁରି ମଧ୍ୟ ତାଙ୍କର ଗ୍ରାମ ରେ ତାଙ୍କର ଗୋଟିଏ ଲୁଗା ଦୋକାନ ଥିଲା ଓ ଏହି ଦୋକାନ ଟି ଏବେ ସେ ବନ୍ଦ କରି ଦେଇ ୟୁଟ୍ୟୁବରେ ହିଁ ନିଜର ଅଧିକ ସମୟ ଦେଇ ରୋଜଗାର କରୁଛନ୍ତି । ଏହିଭଳି ଭାବରେ ତାଙ୍କର ଜୀବନ ଶୈଳୀ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *