ଭାରତ ପେ ଆପ୍‌ ଦେଉଛି ଗ୍ରାହକଙ୍କୁ ମାସକୁ ୧ହଜାର ଟଙ୍କା । ବାସ୍‌ କରିବାକୁ ପଡ଼ିବ ଏହି କାମ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତ ପେ ଆପ୍‌ ଦେଉଛି ଗ୍ରାହକଙ୍କୁ ମାସକୁ ୧ହଜାର ଟଙ୍କା । ବାସ୍‌ କରିବାକୁ ପଡ଼ିବ ଏହି କାମ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କ’ଣ ଆପଣ ଫୋନ ପେ,ଗୁଗଲ ପେ ୟୁଜ କରୁଛନ୍ତି କି? ସେଥିରେ ଆପଣଙ୍କୁ କ୍ୟାସବ୍ୟାକ ମିଳୁନି । ତେବେ ଆଉ ଚିନ୍ତା କରନ୍ତୁ ନି କାରଣ ଏବେ ଏହି ନୂଆ ଆପ୍‌ ଆପଣଙ୍କୁ ମାସିକ ୧୦୦୦ ଟଙ୍କାର କ୍ୟାସବ୍ୟାକ ଦେବ । ଏବେ ସ୍ମାର୍ଟ ଯୁଗରେ ସବୁ କାମ ସ୍ମାର୍ଟ ୱେରେ କରାଯାଉଛି । ଟଙ୍କା କୁ ଏବେ କ୍ୟାସ ଆକାରରେ ନୁହେଁ ବରଂ ଡିଜିଟାଲ ପେମେଣ୍ଟ ଆପ୍‌ ରେ ରଖାଯାଉଛି । ଯାହାକି ବିଲକୁଳ ସୁରକ୍ଷିତ । ଆଜିକା ସମୟରେ ୟୁପିଆଇର ଡ଼ିମାଣ୍ଡ ବହୁତ ବେଶି ହୋଇଯାଇଛି । ତେବେ ଅନେକ ଏହାକୁ ବ୍ୟବହାର କରନ୍ତି । 

 

ଆଉ ଏଥିରେ ମିଳୁଥିବା କ୍ୟାସବ୍ୟାକକୁ ନେଇ ଥାଏ ସମସ୍ତଙ୍କ ଅପେକ୍ଷା । ବଜାରକୁ ଆସିଛି ଏପରି ଏକ ଆପ୍, ଯେଉଁଥିରେ ଆପଣ ଅତି ସହଜରେ ମାସକୁ ୧ ହଜାର ଟଙ୍କା ପାଇପାରିବେ । ଏଥିପାଇଁ ଆପଣଙ୍କୁ ଏହି ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହି ଆପର ନାମ ହେଉଛି ଭାରତ ପେ’ । ଏହି କମ୍ପାନୀ ନିଜର ଗ୍ରାହକମାନଙ୍କୁ ବହୁତ ଆକର୍ଷଣୀୟ ଅଫର ଦେଉଛି । ଏଭଳି ପରିସ୍ଥିତିରେ ଆପଣ ମଧ୍ୟ ଏଠାରୁ ରୋଜଗାର କରିପାରିବେ । ତେବେ ମାସକୁ ୧ହଜାର ଟଙ୍କା କିପରି ରୋଜଗାର କରିପାରିବେ ଆସନ୍ତୁ ଜାଣିବା । ପ୍ରଥମେ କରିବାକୁ ପଡିବ ଏହି କାମ । 

 

ସର୍ବପ୍ରଥମେ ଆପଣଙ୍କୁ ଆପରେ କଣ୍ଟ୍ରିବ୍ୟୁଟ ମନି ଅପସନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏଠାରେ ଆପଣ ନିଜ ବ୍ୟାଙ୍କ ଆକାଉଣ୍ଟକୁ ଲିଙ୍କ୍ କରନ୍ତୁ । ଏହାପରେ ଲିଙ୍କ୍ ନାଓ ଉପରେ କ୍ଲିକ୍ କର ଏବଂ ସେଠାରେ ଥିବା ଡ୍ରପ୍ ଡାଉନ୍ ମେନୁକୁ ଯାଆନ୍ତୁ ଏବଂ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଚୟନ କରନ୍ତୁ । ପରେ ଆପଣ ନିଜର ଆଧାର ନମ୍ବର ଏଣ୍ଟର କରନ୍ତୁ ଓ ଏହାକୁ ଓଟିପି ସାହାଯ୍ୟରେ ଭାଲିଡେଟ କରନ୍ତୁ । ଏହିପରି ଭାବରେ ଆପଣଙ୍କର ଆଧାର କେ-ୱାଇ-ସି ସଂପୂର୍ଣ୍ଣ ହେବ ଏବଂ ଏହା ପରେ ସେଲଫି ନେଇ ଫର୍ମକୁ ସବମିଟ୍ କରନ୍ତୁ । 

 

ଏଠାରେ ଆପଣଙ୍କୁ ସମସ୍ତ ସର୍ତ୍ତାବଳୀ ଏବଂ ଚୁକ୍ତିନାମାକୁ ମାନିବାକୁ ପଡିବ, ତେଣୁ ଏହି ସମ୍ମତି ଦେବା ପରେ ଆପଣଙ୍କ ଆକାଉଣ୍ଟ ଆକ୍ଟିଭ୍ ହେବ । ବର୍ତ୍ତମାନ ଆପଣ ନିଜ ଆକାଉଣ୍ଟରେ ଟଙ୍କା ଜମା କରନ୍ତୁ ଏବଂ ଏହା ଉପରେ ୧୨% ସୁଧ ପାଇ ପାରିବ । ଭାରତ ପେ’ ବର୍ତ୍ତମାନ ଗ୍ରାହକଙ୍କୁ ବହୁତ ଭଲ ଅଫର ଦେଉଛି । ଏପରି ପରିସ୍ଥିତିରେ, ଆପଣ ଏଠାରେ ନିବେଶ କରିପାରିବେ । ମାର୍କେଟ ତୁଳନାରେ ଆପଣଙ୍କୁ ଏଠାରେ ଭଲ ସୁଧ ଦିଆଯାଉଛି । ଏହାର ସବୁଠାରୁ ବଡ଼ ଖାସ୍ କଥା ହେଉଛି କି, ଆପଣଙ୍କୁ ଏଠାରେ ପ୍ରତିଦିନ ସୁଧ ଦିଆଯାଉଛି । ଏହି ଉପାୟରେ ଆପଣ ଏକ ମାସରେ ୧୦୦୦ ଟଙ୍କା ରୋଜଗାର କରିପାରିବେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *