ଏହି ଖରାପ କଥା କହି ଥିବାରୁ ଜେଲ ଗଲେ ନିଶା ମହାରଣା | ଶୁଣନ୍ତୁ କଣ କହିଥିଲେ…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଏହି  ଖରାପ କଥା କହି ଜେଲ ଗଲେ  ନିଶା ମହାରଣା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣ ମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରାରେ ଲୋକପ୍ରିୟ ହୋଇଛି ଯେ ସୋସିଆଲ ମିଡ଼ିଆ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ନିଶା ମହାରଣାଙ୍କ ବିଷୟରେ।ସୋସିଆଲ ମିଡିଆ ରେ ନିଶା  ମହାରଣା ଏବେ ବହୁତ୍ ଭାଇରାଲ।ସେ କେତେବେଳେ ଖୁସି ହେଇଯାଆନ୍ତି।

 

କେତେବେଳେ ଦୁଃଖୀ ହେଇଯାଆନ୍ତି ସେସବୁ ତାଙ୍କ ମୁଡ୍ ଅନୁସାରେ  ଚେଞ୍ ହୋଇଥାଏ।ସେ କହିଛନ୍ତି ଇମୋଷୋନାଲ ସଙ୍ଗ ଆସିଲେ ସେ ଟିକେ ଜଲଦି ଇମୋଷୋନାଲ ହେଇଯାଆନ୍ତି। ସେ ନିଜକୁ ସନି ଲିଓନ ବୋଲି କହିଛନ୍ତି ଏବଂ ସେ ଅନେକ ସମୟରେ କହିଛନ୍ତି ଯେ ସେ ସିନେମା ରେ ରୁଚି ରଖିଛନ୍ତି।ତାଙ୍କର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି। କାରଣ ସେ ଭିଡିଓ ରେ ନିଜର ଶରୀରର କିଛି ଅଂଶ ଯାହା ସମସ୍ତେ କପଡା ଭିତରେ ଘୋଡାଇ ରଖନ୍ତି ସେ ତାହାର କିଛି ଅଂଶ ତାଙ୍କ କପଡା ଉପର ଦେଇ ଦେଖା ଯାଉଛି। 

 

ଯାହାକୁ ନେଇ ଲୋକମାନେ ତାଙ୍କ ଉପରେ ଉତ୍ତେଜିତ ହୋଇଛନ୍ତି ।ସେ କହିଛନ୍ତି ଯେ ତାଙ୍କର ବ୍ଲୁ ଫିଲ୍ମ କରିବାକୁ ବହୁତ ଇଚ୍ଛା ଏବଂ ସେ ଏଥିପାଇଁ ସର୍ବଦା ପ୍ରସ୍ତୁତ ରହିଛନ୍ତି। ସୋସିଆଲ ମିଡିଆରେ ନିଶା ମହାରଣା ରଖିଥିବା ମନ୍ତବ୍ୟ କୁ ନେଇ ଏବେ ଲୋକମାନେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି କି ବର୍ତ୍ତମାନ ସମୟର ପିଲାମାନେ  ସୋସିଆଲ ମିଡିଆରେ ଅଧିକାଂଶ ସମୟ ବିତାଉଛନ୍ତି ।ସୋସିଆଲ ମିଡିଆରେ ଏମିତି ଭିଡିଓ ଏବଂ ମନ୍ତବ୍ୟ ଆସିବା ହେତୁ ସମାଜ ଏବଂ ପିଲାଙ୍କ ଉପରେ କଣ ପ୍ରଭାବ ପଡ଼ିବ ଏ ନେଇ ଲୋକମାନେ  ଥା-ନାରେ ଅଭିଯୋଗ କରିଛନ୍ତି। 

 

ଲୋକମାନଙ୍କ କହିବା ଅନୁସାରେ ପିଲାମାନେ ଯେଉଁମାନେ ଏବେ ସୋସିଆଲ ମିଡିଆରେ ସକ୍ରିୟ ରହିଛନ୍ତି ସେମାନଙ୍କ ର ଯୌ-ନ ପରିପକ୍ୱତା ଆସିନାହିଁ ସେମାନେ ଯେତେବେଳେ ଏହି ପ୍ରକାର ଭିଡିଓ ଦେଖିବେ ସେତେବେଳେ ସେମାନଙ୍କୁ ଉପରେ ଏହା ପ୍ରଭାବ ପକାଇବ।ତେଣୁ ଯେଉଁ ମାନେ ଏହି ଭିଡିଓ କୁ ପ୍ରଚାର ପ୍ରସାର କରୁଛନ୍ତି ଦୟାକରି ଏହାକୁ ବନ୍ଦ କରନ୍ତୁ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *