ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅଭିନେତାରୁ ଆର୍ମି ଅଫିସର ବନିଲେ ଆପଣଙ୍କର ପ୍ରିୟ ନେତା ସିଦ୍ଧାନ୍ତ ମହାପାତ୍ର,ଆଉ କହିଲେ ଏଭଳି…ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଚଳିତ ବର୍ଷ ଅଗଷ୍ଟ ମାସକୁ “ଆଜାଦି କା ଅମୃତ ମୋହତ୍ସବ” ବୋଲି କୁହାଯାଉଥିଲା ଏବଂ ” ହର ଘର ମେଁ ତ୍ରିରଙ୍ଗା ” ର ନାରା ସୁନ ବାକୁ ମିଳୁଥିଲା।ଅଗଷ୍ଟ ମାସର ସମସ୍ତ ଦିନକୁ ଲୋକମାନେ ଆଜାଦି ର ଅମୃତ ମୋହତ୍ସବ ଭାବରେ ପାଳୁଥିଲେ।ଜାହାପାଇଁ ଏକ କାର୍ଯ୍ୟ କ୍ରମ ର ଆୟୋଜନ କରାଯାଇଥିଲା ଯେଉଁଥିରେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଗେଷ୍ଟ ଭାବରେ ନିମନ୍ତ୍ରଣ କରାଯାଇଥିଲା। କହିବାକୁ ଗଲେ ସିଦ୍ଧାନ୍ତ ମହାପାତ୍ର ଅଭିନୟ ପାଇଁ ସମସ୍ତଙ୍କ ମନରେ ତାଙ୍କ ପ୍ରତି ଭଲପାଇବା ଓ ସମ୍ମାନ ଦିନକୁ ଦିନ ବଢିବାରେ ଲାଗିଛି।ସେ ଅଭିନୟରେ ଏତେ ନିପୂଣ ଯେ ତାଙ୍କ ମାଧ୍ୟମରେ ସମସ୍ତ ରୋଲ୍ କରାଯାଇପାରିବ।
ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ କିଛି କହିବୁ ଯେଉଁଠି ଜଣେ ଗେଷ୍ଟ ଅଛନ୍ତି ଆଉ ସେ ହଉଛନ୍ତି ଜିତୁ ସାର। ତ ଜିତୁ ସାରଙ୍କୁ ମୁଁ ଏବେ ଷ୍ଟେଜ ଉପରକୁ ଡାକିବି। ଜିତୁ ସାର ପ୍ଲିଜ ଆପଣ ଷ୍ଟେଜ ଉପରକୁ ଆସନ୍ତୁ ଆଉ ଆସିକି କିଛି କୁହନ୍ତୁ ଆଉ ଆମେ ତାଙ୍କ ହାତରୁ କିଛି ଉନ୍ମଚୋନ ମଧ୍ୟ କରିବୁ ଏବଂ ଜିତୁ ଭାଇନା ସହିତ ମୁଁ ଆଉ ଜଣଙ୍କୁ ମଧ୍ୟ ଏଠାକୁ ଆସିବାକୁ ଅନୁରୋଧ କରିବି।
ସ୍ଵେତାଙ୍କୁ ମଧ୍ୟ ମୁଁ ଅନୁରୋଧ କରିବି ଯେ ପ୍ଲିଜ ଆପଣ ମଧ୍ୟ ଆମ ପାଖରେ ଆସି ଉପସ୍ଥିତ ରୁହନ୍ତୁ ଆଉ ତା ସହିତ ମୁଁ ନେଚର ଗ୍ରୁପର ଜଣଙ୍କୁ ଇନଭାଇଟ କରିବି।ଡାଇରେକ୍ଟର ଅଫ ନେଚର ଗ୍ରୁପ ମାଡ଼ମଙ୍କୁ ମୁଁ ଅନୁରୋଧ କରିବି ସେ ମଧ୍ୟ ମଞ୍ଚ ଉପରକୁ ଆସି ଆମ ସହିତ ଉପସ୍ଥିତ ରୁହନ୍ତୁ। ତ ଚାଲନ୍ତୁ ଆମେ ଦେଖିବା
ସିଦ୍ଧାନ୍ତ ଭାଇ କଉ ଲୁକ ଆପଣେଇଛନ୍ତି ଆଉ ଆମେ ଅଗଷ୍ଟ ମାସ ପାଇଁ ବହୁତ ବହୁତ ଉତ୍ସାହିତ ଅଛୁ।ତେଣୁକରି ସ୍ମିତା ମାଡମଙ୍କୁ ମୁଁ ଧନ୍ୟବାଦ ଦେବି ତାଙ୍କର ସହଯୋଗ ପାଇଁ।ତ ଏବେ ସିଦ୍ଧାନ୍ତ ଭାଇଙ୍କୁ ମୁଁ ଅନୁରୋଧ କରିବି ଏବେ ଆମର କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ। ତେଣୁକରି କାଉଁଟ ଡ଼ାଉନ ଆରମ୍ଭ ୩, ୨, ୧ ଦେଖନ୍ତୁ କେମିତି ଦେଖା ଯାଉଛନ୍ତି ସିଦ୍ଧାନ୍ତ ସାର।ତ ଯେମିତିକି ଆପଣ ମାନେ ସମସ୍ତେ ଜାଣିଥିବେ ଆମେ ଏହି ବର୍ଷ ଆଜାଦିକା ଅମ୍ରିତ ମହୋତ୍ସବ ପାଳନ କରୁଛନ୍ତି।୭୫ ବର୍ଷର ସ୍ଵାଧୀନତା ଦିବସ ଆମେ ପାଳନ କରୁଛନ୍ତି। ତ ଏଠାରେ ମୁଁ କହି ପାରିବି ଯେ ସିଦ୍ଧାନ୍ତ ଭାଇଙ୍କ ଠାରୁ ଆଉ ଅଧିକ ଭଲ ଲୁକ କେହି କ୍ୟାରି କରୁ ନାହାନ୍ତି।
ସିଦ୍ଧାନ୍ତ ଭାଇଙ୍କୁ ଆମେ ଅନେକ ସମୟରେ ପୋଲିସ ବେଶରେ ଦେଖିଛନ୍ତି ଆଉ ମଧ୍ୟ ଅନେକ ଅନେକ ବେଶରେ ଦେଖିଛନ୍ତି ହେଲେ ଏବେ ଏଠାରେ ସେ ଫ୍ଲାଇଙ୍ଗ ଅଫିସର ଭାବରେ ଡ୍ରେସ ପରିଧ୍ୟାନ କରିଛନ୍ତି। ତ ଏହି ଜାଗାରେ ଆମେ ସିଦ୍ଧାନ୍ତ ଭାଇଙ୍କର ଭିଜନକୁ ରିଲେଟ କରି ପାରୁଛୁ। ଏମିତି କିଛି ସେ କହିଥିଲେ। ଏହି କାର୍ଯ୍ୟ କ୍ରମରେ ସିଦ୍ଧାନ୍ତ ମହାପାତ୍ର ଆର୍ମି ଗେଟ ଅପ୍ ରେ ଦେଖିବାକୁ ମିଳିଥିଲେ ଯାହା ଫଳରେ ଲୋକମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି କି ସତରେ କଣ ସିଦ୍ଧାନ୍ତ ମହାପାତ୍ର ଆର୍ମି ରେ ଯୋଗ ଦେଲେନା କଣ?
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।