ମକର ସଂକ୍ରାନ୍ତିରେ ଦାନ କରନ୍ତୁ ନାହିଁ ଏହି ଜିନିଷ ନହେଲେ ପରିବାର ହୋଇଯିବ କାଙ୍ଗାଳ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ହିନ୍ଦୁ ଧର୍ମର ପବିତ୍ର ପର୍ବ ମକର ସଂକ୍ରାନ୍ତି ଏହି ମାସ ୧୫ ତାରିଖରେ ପଡିବାକୁ ଯାଉଛି । ଏହି ଦିନ ଦାନ ଧର୍ମ ତଥା ଅନେକ ପୁଣ୍ୟ କାମ କରିଲେ ଆପଣଙ୍କ ଉପରେ ଶୁଭ ଫଳ ପ୍ରଭାବିତ ହୋଇଥାଏ । ଏହି ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ଭଲ ସମୟ ଆସିବ ଏବଂ ଧ୍ୟାନରେ ରଖିବେ ଏମିତି କିଛି କାମ କରିବେ ନାହିଁ ଯାହାଦ୍ବାରା ଆପଣଙ୍କର କ୍ଷତି ହେବ। 

 

ଏହିଦିନ ଆପଣ ଆପଣଙ୍କ ଘରେ ବ୍ୟବହୃତ ଧନ ତଥା କୌଣସି ଧାତୁ ଜିନିଷ କେବେ ହେଲେ ଦିଅନ୍ତୁ ନାହିଁ ନହେଲେ ଏହାର ଖରାପ ପ୍ରଭାବ ପଡିପାରେ । ସଙ୍କରାନ୍ତି ଦିନ ଭଗବାନ ମହାଦେବ ଙ୍କୁ ଉତ୍ସର୍ଗୀକୃତ ହୋଇଥାଏ । ଆପଣଙ୍କୁ ଧ୍ୟାନ ରଖିବାକୁ ହେବ ଏହିଦିନ କିପରି ମହାଦେବ ଙ୍କ ଦର୍ଶନ କଲେ ଭଲ ଫଳ ମିଳିବ । ଏହିଦିନ ଯଦି ଯିବ ଜନ୍ତୁ ଙ୍କୁ ଖାଇବାକୁ ଦେଲେ ଆପଣଙ୍କୁ ଶୁଭ ଫଳ ମିଳିବ । ଏହିଦିନ ଯଦି ମାଙ୍କଡ଼ ମାନଙ୍କୁ ଦେଖନ୍ତି ତେବେ ଚଣା ଖାଇବାକୁ ଆବଶ୍ୟକ ଦିଅନ୍ତୁ। ଏହାଦ୍ବାରା ଆପଣଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିବ । 

 

ଏହା ଛଡା ଏହି ଦିନ ଯଦି ଆପଣ ଦୁଃଖି ରଙ୍କି ମାନଙ୍କୁ ଖାଦ୍ୟ ଦାନ କରନ୍ତି ତେବେ ଅନେକ ମାତ୍ରରେ ଶୁଭ ଫଳ ମିଳିବ । ଆପଣ ଜୀବନରେ ଆଗକୁ ବଢ଼ିବାକୁ ଲକ୍ଷ ସ୍ଥିର କରିଥିଲେ ଆପଣ ଚାହିଁଲେ ଭଗବାନ ଶନିଦେବ ଙ୍କୁ ଆରାଧନା କରିବେ । ଏହାଦ୍ବାରା ଆପଣଙ୍କ ମନ ସ୍ଥିର ହେବ । ଏହି ଦିନ ଆପଣ ପିନ୍ଧା ବସ୍ତ୍ର ଦାନ କାହାକୁ କରନ୍ତୁ ନାହିଁ । ଯଦି ଦାନ କରିବାକୁ ଚାହିଁବେ ତେବେ ନୂଆ ବସ୍ତ୍ର ଦାନ କରିବେ । 

 

ଯଦି ଆପଣ ଚାହିଁବେ ମହାଦେବ ଙ୍କ ପାଖରେ ରୁଦ୍ରାଭିଶେକ କରିପାରିବେ ଏହା କରିବା ଦ୍ୱାରା ଆପଣଙ୍କ ସମୟ ଖୁବ୍ ଭଲରେ କଟିବା ସହ ମନ ପ୍ରସନ୍ନ ରହିବ । ଗୁପ୍ତ ଭାବେ ଏହିଦିନ କିଛି ଦାନ କଲେ ଆପଣଙ୍କୁ ଶୁଭ ଫଳ ମିଳିବ । ଧ୍ୟାନ ରଖିବେ ଦାନ କରିବା ସମସ୍ତ ସମୟରେ ଗୁପ୍ତ ରଖିବା ହିଁ ଭଲ ହୋଇଥାଏ । ଏହାଦ୍ବାରା ଭଗବାନ ମଧ୍ୟ ପ୍ରସନ୍ନ ହୋଇଥାନ୍ତି। ଆପଣ କେଉଁ କେଉଁ ଭଲ କାମ କରୁଛନ୍ତି ତାହା କେବଳ ଆପଣ ଏବଂ ଆପଣଙ୍କ ଇଷ୍ଟ ଦେବତା ଜାଣିବା ଦରକାର ଅନ୍ୟ କେହି ତୃତୀୟ ଲୋକେ ନୁହେଁ । 

 

ଏହିଦିନ ଯଦି ଚାହିଁବେ ଆପଣ ମନ୍ଦିର ପାଇଁ  ମଧ୍ୟ କିଛି ଦାନ କରିପାରିବେ । ଯାହା ଭଗବାନ ଙ୍କ କାର୍ଯ୍ୟରେ ନିୟୋଜିତ ହୋଇ ପାରୁଥିବ । ଆପଣ କିଛି ପିତଳ ଜିନିଷ ଚାହିଁଲେ ଦାନ କରିପାରିବେ । ମନ୍ଦିର ପରିସର ଯଦି ଆପଣଙ୍କ ହାତରେ ସଫା ହୁଏ ତେବେ ଏହା ମଧ୍ୟ ଶୁଭ ପ୍ରଭାବ ପକାଇବ ଆପଣଙ୍କ ଉପରେ ।  ଏପରି କରିବାଦ୍ୱାରା ଆପଣ ମକର ସଂକ୍ରାନ୍ତି ରେ ବିଶେଷ ଲାଭ ପାଇ ପାରିବେ । 

Leave a Reply

Your email address will not be published. Required fields are marked *