ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାଲନ୍ତୁ ଗୋଟିଏ ଭଉଣୀ ପୁଅ ମାନଙ୍କ ବିଷୟରେ କଣ କହିଛନ୍ତି ଶୁଣିବା । ଯାହା ଶୁଣିବା ପରେ ଆପଣଙ୍କ ଚିନ୍ତା ଧାରା ରେ ପରିବର୍ତନ ଆସିଯିବ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ନାରୀ ଓ ପୁରୁଷ ଉଭୟ ସୃଷ୍ଠି ର ବିଚିତ୍ର ରୂପ । ଯଦି ସଂସାର ରେ କେବଳ ହିଁ କେବଳ ପୁରୁଷ ରହିଥାନ୍ତେ ତା ହେଲେ ଭି ସଂସାର ଚାଲି ପାରନ୍ତା ନାହିଁ । ଯଦି କେବଳ ମହିଳା ରହିଥାନ୍ତି ତା ହେଲେ ଭି ସଂସାର ଆଗକୁ ବଢ଼ାନ୍ତା ନାହିଁ । ଜୀବନ ରେ ଆମେ ସଦା ସର୍ବଦା ଗୋଟିଏ କଥା ଭାବିଥାଇ କି ଆମେ ହିଁ ସବୁ ଠାରୁ ଶ୍ରେଷ୍ଠ । ଆମ ଠାରୁ କେହି ଭି ଅଧିକ ପରିଶ୍ରମ କରୁନାହାନ୍ତି । ମୋ ଭଳି କେହି ନୁହଁ ମୁଁ ହିଁ ସବୁ ଠାରୁ ଅଧିକ ପରିଶ୍ରମୀ ଏହି ସବୁ କହିବା ସମ୍ପୂର୍ଣ ରୂପେ ଭୁଲ ।
କାରଣ ଜେ ଯାହା କୁ ନେଇ ନିଜ ହିସାବ ରେ କାର୍ଯ୍ୟ ସମ୍ପାଦନ କରିଥାଆନ୍ତି । ଏମିତି ଭି ବହୁତ୍ ସମୟ ଅଛି ପୁରୁଷ ମାନେ ନାରୀ ଙ୍କୁ ଛୋଟ ବୋଲି ଭାବି ଥାଆନ୍ତି ଓ କହିଥାନ୍ତି କି ତୁମେ କଣ ଏମିତି କରୁଛ କୁ କେବଳ ତ ଘର କାମ କିନ୍ତୁ ସେହି କାର୍ଯ୍ୟ ଭି ତାଙ୍କ ପାଇଁ କ-ଷ୍ଟ-କ-ର ହୋଇଥାଏ । ବହୁତ୍ ନାରୀ ମାନେ ଭି ଅଛନ୍ତି ଯେଉଁମାନେ ପୁରୁଷ ଙ୍କୁ ନିମ୍ନ କୁ ଟାଣି ଥାଆନ୍ତି ।କିନ୍ତୁ ଆମେ ସଦା ସର୍ବଦା ନାରୀ ର ସୁରକ୍ଷା ,ନାରୀ ଟି କେମିତି ସୁବିଧା ରେ ଖୁସି ରେ ରହିବ ଓ ନାରୀ ଟି କେମିତି ପରିଶ୍ରମ କରୁଛି ତାହା ଦେଖିଥାଉ ।
ହେଲେ କେବେ ଭି ଗୋଟିଏ ପୁରୁଷ କଣ କରୁଛି ତାହା ଲକ୍ଷ କରିଥାଉ କି ନାଁ ଆଜ୍ଞା ଏହା ଆମେ କେବେ ଭି ଭାବି ବି ନଥାଉ । ଆଜ୍ଞା ଥରେ ଭାବି ଦେଖିଲେ ଗୋଟିଏ ପୁରୁଷ କିପରି ଭାବରେ ନିଜକୁ ସ-ମ-ର୍ପ-ଣ କରିଦେଇଥାଏ । କିପରି ନିଜେ ଜଳି ଜଳି ନିଜ ଘରକୁ ଖୁସି ରେ ରଖିବା ପାଇଁ କିଛି ବିଚାର ନ କରି ଖଟି ଚାଲିଥାଏ । ଆଜ୍ଞା ଯେଉଁମାନେ ବାହାରେ ଖଟୁଛନ୍ତି ତାଙ୍କ ପାଇଁ ଏକ ଭଉଣୀ ଏମିତି କିଛି କଥା କହିଛନ୍ତି ଯାହା ଆପଣ ମାନେ କେବେ ଭି ଭାବି ନଥିବେ ।ଯେଉଁ ଭି ମାନେ ଘରୁ ବାହାରେ ରୁହନ୍ତି ଘର ର ଖୁସି ଦେଖିବା ପାଇଁ ସେହି ଭାଇ ମାନେ କେତିକି ପରିମାଣ ରେ ଖଟୁଛନ୍ତି ତାହା ଆମେ କେବେ ଭି ଭାବିନୁ ।
ହୃଦୟ କୁ କଷ୍ଟ ହେଲେ ଭି ମାଆ ବାପା ଓ ଘର ଲୋକ ଙ୍କ ଖୁସି ପାଇଁ ୧୨ ଘଣ୍ଟା ଡ୍ୟୁଟି କରିବା ବଦଳ ରୁ ଅଧିକ ସମୟ ଡ୍ୟୁଟି କରନ୍ତି । ନିଜ ଖାଇବା ନିଜେ ରୋଷେଇ କରି ଖାଆନ୍ତି । କିନ୍ତୁ ଯେ ଛୁଆ ଘରେ ଥିବା ବେଳେ ପାଣି ଗ୍ଲାସ୍ ଭି ଉଠେଇ ନଥାଏ । ସତରେ ଆଜ୍ଞା ଭଉଣୀ ଜଣଙ୍କ କଥା ର ତାତ୍ପର୍ଯ୍ୟ ରହିଛି । ସେ ମଧ୍ୟ ନିଜ ଘରଠୁ ବାହାରେ ରହୁଥିବା ଭାଇ ମାନଙ୍କୁ ସଲାମ କରିଛନ୍ତି ଓ ଉତ୍ସାହିତ ଭି ଦେଇଛନ୍ତି । ଯେଉଁ ଭି ମାନେ ଦେହ ଖରାପ ହେଲେ ମାଆ ଙ୍କୁ କହୁଥିଲେ କି ମାଆ ଟି ମୋ ପାଖରୁ ଯଆନା ଆଜି ମାଆ କୁ କ-ଷ୍ଟ ହେବ ବୋଲି ମାଆ ଙ୍କୁ କିଛି କହୁନି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।