ପର ସ୍ତ୍ରୀ ସହ ଚୋରା ପୀରତି ବେଳେ ଧରା ପଡିଲେ ମହିଳା | ଦେଖନ୍ତୁ ତାପରେ କଣ ହେଲା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ସୋସିଆଲ ମିଡ଼ିଆ ହେଉଛି ଏମିତି ଏକ ପ୍ଲାଟଫର୍ମ ଯେଉଁଥିରେ ଅନେକ ପ୍ରକାର ଫଟୋ ଭିଡ଼ିଓ ଭାଇରାଲ ହୋଇଥାଏ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ ଦୂର ଦୁରନ୍ତର ସ୍ଥାନର ଖବର ଆମେ ପାଇ ପାରିଥାଉ । ତେବେ ସେହି ମଧ୍ୟରୁ ଏମିତି କିଛି ଭିଡିଓ ଭାଇରାଲ ହୋଇଥାଏ ଯାହା ଦେଖିବା ଉପଯୁକ୍ତ ମଧ୍ୟ ହୋଇ ନଥାଏ । ଅନେକ ଭଲ ଭିଡିଓ ଭାଇରାଲ ହୋଇଥାଏ ତ ଅନ୍ୟ କେତେକ ଲଜ୍ୟା ଜନକ ଭିଡିଓ ଭାଇରାଲ ହୋଇଥାଏ। 

 

ଆଜିର ଭିଡିଓ ଟି ଜଣେ ସ୍ତ୍ରୀ ଙ୍କ ବିବାହ ସମ୍ପର୍କରେ ଜଣା ପଡ଼ିଛି । ଜଣେ ସ୍ତ୍ରୀ ଏବଂ ଜଣେ ଯୁବକ ଙ୍କ ପ୍ରେମ କାହାଣୀ ସାମ୍ନାକୁ ଆସିବା ପରେ ତାଙ୍କୁ ବାହା କରିଦେଇଛନ୍ତି ସ୍ଥାନିତ ଲୋକମାନେ । ତେବେ ସ୍ଵାମୀ ସ୍ତ୍ରୀ ବନ୍ଧନ ହେଉଛି ପବିତ୍ର ସମ୍ପର୍କ । ସ୍ଵାମୀ ସ୍ତ୍ରୀ ମାମଲାରେ ବିଶ୍ୱାସ ହେଉଛି ସବୁଠାରୁ ଶ୍ରେଷ୍ଟ ଜିନିଷ । ମାତ୍ର ଥରେ ଏହି ବିଶ୍ୱାସ ଭାଙ୍ଗିଯାଏ ଯଦି ଆଉ କେବେ ସମ୍ପର୍କ ସୁଦୃଢ଼ ହୋଇପାରି ନଥାଏ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ଗୋଟିଏ ଜନ୍ମ ପାଇଁ ନୁହେଁ ବରଂ ୭ ଜନ୍ମ ପାଇଁ ହୋଇଥାଏ । 

 

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଅନେକ ତଥ୍ୟ ଏହା ସଂପର୍କରେ ଜଣା ପଡ଼ିଛି । ଭିଡିଓ ରେ ସ୍ତ୍ରୀ ଜଣଙ୍କ ଜଣଙ୍କ ସହ ପ୍ରେମ ସମ୍ବନ୍ଧରେ ଥିବାର ଚର୍ଚ୍ଚା ହେଉଥିଲା । ମାତ୍ର ଦୁହିଁଙ୍କୁ ଏକାଠି ହେବାର ଦେଖାଯାଇ ପାରୁନଥିଲା । ଆଉ ଯେତେବେଳେ ଦେଖା ଯାଇଥିଲା ଦୁହିଁଙ୍କୁ ଏକାଠି ତେବେ ତାଙ୍କୁ ଏକାଠି ଧରିଥିବା ଯୁବକ ଏବଂ ମହିଳା ମାନେ ଜୋର୍ ଜବରଦସ୍ତ ବିବାହ କରିଦେଇଥିଲେ । 

 

ଅବଶ୍ୟ ଯୁବକ କିମ୍ବା ମହିଳା ଜଣଙ୍କ ଏହି ବିବାହରେ ପ୍ରତିବାଦ କରିନଥିଲେ ସମସ୍ତଙ୍କ ସାମ୍ନାରେ ମହିଳାଙ୍କ ମଥାରେ ସିନ୍ଦୂର ଦେଇଥିଲେ ଯୁବକ ଜଣଙ୍କ । ଏବଂ ପରସ୍ପର ସହମତି ରେ ଦୁହେଁ ଦୁହିଁଙ୍କୁ ଫୁଲ ମାଳା ପିନ୍ଧାଇ ଦେଇଥିଲେ । ତେବେ କେତେକ ବ୍ୟକ୍ତିମାନେ ଏହି ଦୃଶ୍ୟ କୁ ନିଜ ନିଜ ମୋବାଇଲ ରେ ରେକର୍ଡ କରିଥିଲେ ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେଉଛି । 

ଦୁହେଁ ଏମିତି କେବେ ମଧ୍ୟ ଭାବି ନଥିଲେ ଲୋକ ତାଙ୍କ ଚୋରା ପ୍ରେମକୁ ଏମିତି ହଠାତ୍ ଧରିଦେବେ ଏବଂ ବାହାଘର କରାଇ ଦେବେ । କିନ୍ତୁ ଏହିପରି ହେଲା । ମହିଳା ଜଣଙ୍କ ଆଗରୁ ବିବାହିତ ଥାଇ ମଧ୍ୟ ଯୁବକଙ୍କ ସହ ସମ୍ପର୍କରେ ରହିଲେ ଯାହାଦ୍ବାରା ଏହିପରି ନିଷ୍ପତି ନେବାକୁ ବାଧ୍ୟ ହୋଇଥିଲେ କିଛି ବ୍ୟକ୍ତିମାନେ । ଦୁହିଁଙ୍କ ବାହାଘର କରାଇବା ସହ ବାହାଘର ପରେ ତାଙ୍କୁ ସ୍ଵାମୀ ସ୍ତ୍ରୀ ଙ୍କ ଆଖ୍ୟା ଦେଇଥିଲେ ଏବଂ ଏବେଠୁ ଯାହା କରିବା କଥା କର ବୋଲି କହିଥିଲେ । 

Leave a Reply

Your email address will not be published. Required fields are marked *