ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଲୁଚି ଲୁଚି କରୁଥିଲେ ରାସଲୀଳା, ସ୍ଵାମୀ ହାବୁଡ଼ରେ ପଡ଼ିଲା ପରେ ଘଟିଲା ଏପରି କିଛି ଘଟଣା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ପ୍ରେମ ସମସ୍ତ ଙ୍କୁ ହୋଇଥାଏ।ମାତ୍ର ଏହି ପ୍ରେମ କେତେ ବେଳେ କାହାକୁ ପରମ ସୁଖ ଦେଇଥାଏ ତ କେତେବେଳେ କାହାକୁ ବହୁତ ଦୁଃଖ ଦେଇଥାଏ। ଯଦି ପ୍ରେମ ଠିକ୍ ବାଟ ରେ ଥାଏ ତେବେ ତାହା ଗ୍ରହଣୀୟ।ମାତ୍ର ଯଦି ପ୍ରେମ ଅବାଟ ରେ ଯାଏ ତାହା ଅଧିକ ପୀଡ଼ା ଦେଇଥାଏ।ପ୍ରେମ ଶ୍ରୀକୃଷ୍ଣ, ରାଧା ଙ୍କୁ କରୁଥିଲେ ଆଉ ପ୍ରେମ ସୀତା ରାମ ଙ୍କୁ କରୁଥିଲେ। ମାତ୍ର ସୀତା କେବେ ବି ନିଜ ସ୍ବାମୀ ଙ୍କ ଛଡ଼ା ଆଉ କାହାକୁ ଭଲ ପାଇ ନଥିଲେ କି ତାଙ୍କ ହୃଦୟ ରେ ଆଉ କାହାକୁ ଜାଗା ଦେଇନଥିଲେ।
ମାତ୍ର ଆଜି ର ଯୁଗ ରେ ଏସବୁ କୁଆଡେ ଉଭେଇ ଗଲାନି। ଆଉ ଏହି ସଠିକ୍ ପ୍ରେମ ଦେଖିବାକୁ ମିଳୁନାହିଁ।ଘରେ ନିଜର ବିବାହିତ ସ୍ବାମୀ ନଥିବା ବେଳେ ତାର ନିଜ ବିବାହିତ ସ୍ତ୍ରୀ ଆଉ ଜଣେ ପର ପୁରୁଷକୁ ଭଲ ପାଈ ତା ସହ ରାସ ଲୀଳା କରୁଥିଲା। ଆଉ ଏହାକୁ ଧରିଛି ତାର ନିଜ ସ୍ବାମୀ ଓ ସେଠାକାର ପୋଡସିମାନେ।ସେମାନେ ଏହି ଦୁଇ ରାସଲୀଳା କାରୀଙ୍କୁ ଜବତ କରିଛନ୍ତି।ସ୍ବାମୀ ସ୍ତ୍ରୀକୁ ବିବାହିତ କରିଥାଏ। ଆଉ ସ୍ବାମୀ ଟି ନିଜ ପରିବାର ପୋଷଣ ପାଇଁ କାମ ଦାମ କରିବା ପାଇଁ ବାହାରକୁ ଯାଇଥାଏ।
ସେ ସବୁ ବେଳେ ଭାବେ କିପରି ତାର ସ୍ତ୍ରୀ,ପିଲା ମାନେ ଖୁସିରେ ରହିବେ। ମାତ୍ର ଯଦି ତାର ପିଠି ପଛରେ ତାର ନିଜର ସ୍ତ୍ରୀ ତାକୁ ଧୋକା ଦିଏ। ତାକୁ ଭଲ ନପାଇ ପର ପୁରୁଷ କୁ ଭଲ ପାଈ ବସେ।ଆଉ ତା ସହ ରାସ ଲୀଳା କରେ ତାକୁ କଣ କରାଯାଇପାରିବ।ସେହି ସ୍ତ୍ରୀ ଲୋକଟିର ତା ସ୍ୱାମୀ ତାର ରସିକିଆ ଘଟଣା ଜାଣି ତାଙ୍କୁ ଜବତ କରିଛି।ଆଉ ଏଥିରେ ତାର ପୋଡାସି ମାନେ ତାକୁ ସହାୟ ହୋଇଛନ୍ତି। ସେମାନେ ସବୁ ନିଷ୍ପତି ନେଇ ସେଇ ଦୁଇ ଜଣକୁ ବାହା କରାଇଦେଇଛନ୍ତି। ସେମାନେ ପରସ୍ପର ଫୁଲ ମାଳ ପକା ପକି ହୋଇଛନ୍ତି ଆଉ ସିନ୍ଦୂର ପିନ୍ଧାଉଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।