ବିନା ହଟ୍ସପଟରେ ଏପରି ଉଠାନ୍ତୁ ମାଗଣା ଇଣ୍ଟରନେଟର ମଜା , ସିକ୍ରେଟ ଟିପ୍ପକୁ ଜାଣିନିଅନ୍ତୁ 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବିନା ହଟଟରେ ଏପରି ଉଠାନ୍ତୁ ମାଗଣା ଇଣ୍ଟରନେଟର ମଜା , ସିକ୍ରେଟ ଟିପ୍ପକୁ ଜାଣିନିଅନ୍ତୁ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିର ଯୁଗ ଇଣ୍ଟରନେଟ ର ଯୁଗ। ଦିନ ଥିଲା ଲୋକ ମାନେ ଖବର କାଗଜରୁ ନିଉଜ ପାଉଥିଲେ। ପୁଣି ଆଜିର ଖବର କାଲି ଜାଣିବାକୁ ପାଉଥିଲେ ମାତ୍ର ଇଣ୍ଟରନେଟ ଦ୍ଵାରା ତାହା ଏବେ ସଙ୍ଗେ ସଙ୍ଗେ ସମ୍ଭବ ହେଇପାରିଛି। ଇଣ୍ଟରନେଟ ଏବେ ସମସ୍ତଙ୍କ ଅତି ଜରୁରୀ ଜିନିଷ ହେଇଗଲାଣି।ଇଣ୍ଟରନେଟ ମାଧ୍ୟମରେ ଜଣେ ଆଉ ଜଣକ ସହ କନେକ୍ଟ ହୋଇପାରୁଛି।ଏହା ଦ୍ଵାରା ଟଙ୍କା ପଠାଇବା ସହଜ ହୋଇଛି। ପିଲା ମାନଙ୍କ ପାଠ ପଢାରେ ହଉକୁ ନୂଆ ନୂଆ ରୋଷେଇ ଶିଖି ବାରେ ଇଣ୍ଟରନେଟ୍ କରୁଛି।

 

ଲୋକ ମାନେ ନିଜର ମନ ରଞ୍ଜନ କରିପାରୁଛନ୍ତି ଏହି ଇଣ୍ଟରନେଟ୍ ଦ୍ଵାରା।ମାତ୍ର ଏହି ଇଣ୍ଟରନେଟ ଚାଲିଥାଏ ଡାଟା ଦ୍ଵାରା ।ଆଉ ଏହି ଡାଟା ଲିମିଟେଡ ହୋଇଥାଏ। ଡାଟା ସରିଯିବା ଦ୍ଵାରା ବ୍ୟକ୍ତି ବହୁ ଅସୁବଧାର ସାମ୍ନା ହୋଇଥାଏ। ଡାଟା ପାଇଁ ଲୋକେ ହଟ ସ୍ପଟ୍ ଖୋଜି ଥାନ୍ତି। ମାତ୍ର ଏମିତି ଏକ ଟ୍ରିକ୍ସ ଅଛି ଯାହା ବିନା ହିଟ ସ୍ପଟ୍ ରେ ଇଣ୍ଟରନେଟ ଯୋଗାଇଥାଏ।ଫେସବୁକ୍ ଦେଇଥାଏ ମାଗଣା ଡାଟା। 

 

ଫେସବୁକ୍ ତାର ଇଉଜର ମାନଙ୍କୁ ଦେଇଥାଏ ମାଗଣା ଡାଟା ବ୍ୟବହାର ପାଇଁ। ଫେସବୁକ୍ ର କହିବା କଥା ଲୋକାଲ ବଜାର ରେ ତାର ଡାଟା ହବ୍ ରହିଥାଏ।ଆଉ ଏହି ଫିଚର୍ ତାର ଏକ ସେକ୍ରେଟ ଟୁଲରେ ରହିଛି।ଏହା ଫେସବୁକ୍ ରେ ଲୁଚି ରହିଥାଏ।ଫାଷ୍ଟ ଆପଣଙ୍କୁ ଫେସବୁକ୍ ଖୋଲିବାକୁ ପଡ଼ିବ ଓ ତିନି ଲାଇନ ମେନୁ ଉପରେ କ୍ଲିକ୍ କରିବାକୁ ପଡ଼ିବ। ସେଟିଂ ସମୂହକୁ ଯାଇ ପ୍ରାଇଭେସିକୁ ଯାଇ ୱାଇଫାଇ ଖୋଜିବାକୁ ପଡ଼ିବ। ତାପରେ ଫେସବୁକ୍ ଆପଣଙ୍କୁ ନିକଟସ୍ଥ ବଜାର ରେ ଉପଲବ୍ଧ ଥିବା ୱାଇଫାଇ ସହ କନେକ୍ଟ କରିବ।

 

ସେଠାରେ ଅନେକ ୱାଇଫାଇ ସର୍ଭର ଦେଖାଇ ଥାଏ। ଯାହା କିଛି ପେଡ୍ ଆଉ କିଛି ମାଗଣା ହୋଇଥାଏ। ପ୍ରାୟତଃ କମ୍ପାନୀ ମାନେ ତାଙ୍କ ୟୁଜରଙ୍କୁ ମାଗଣା ଡାଟା ଦେଇଥାନ୍ତି।ଏୟାରଟେଲ ତାର ୟୁଜର ମାନଙ୍କୁ 369ରୁ ଅଧିକ ଉପରେ 1gb ର ଡାଟା ମାଗଣା ଦେଇଥାଏ ଓ ଦୁଇଟି କୁପନ ମଧ୍ୟ ଦେଇଥାଏ।ସେହିପରି ଜିଓ ତାର ୟୁଜର ମାନଙ୍କୁ ମଧ୍ୟ ଏପରି ଅଫର୍ ଦେଇଥାଏ। ଭୋଡ଼ାଫୋନ ଓ ଆଇଡିଆ ମଧ୍ୟ ସମାନ ଅଫର୍ ନିଜ ଗ୍ରାହକକୁ ଦେଇଥାନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ

 

Leave a Reply

Your email address will not be published. Required fields are marked *