ସ୍ୱାମୀ ବଦଳରେ ଦିଅର ପକେଇଲା ଗିଅର | ଦେଖନ୍ତୁ କଣ ପୁରା କାହାଣୀ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଦିଅର ଚାହୁଁଥିଲା ଭାଉଜ ସହ ଶା-ରି-ରୀ-କ ସମ୍ପର୍କ ରଖିବା ପାଇଁ, ତାପରେ ଘଟିଲା ଏପରି କିଛି ଘଟଣା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପ୍ରେମ ସମସ୍ତ ଙ୍କୁ ହୋଇଥାଏ।ମାତ୍ର ଏହି ପ୍ରେମ କେତେ ବେଳେ କାହାକୁ ପରମ ସୁଖ ଦେଇଥାଏ ତ କେତେବେଳେ କାହାକୁ ବହୁତ ଦୁଃଖ ଦେଇଥାଏ। ଯଦି ପ୍ରେମ ଠିକ୍ ବାଟ ରେ ଥାଏ ତେବେ ତାହା ଗ୍ରହଣୀୟ।ମାତ୍ର ଯଦି ପ୍ରେମ ଅବାଟ ରେ ଯାଏ ତାହା ଅଧିକ ପୀଡ଼ା ଦେଇଥାଏ।ପ୍ରେମ ଶ୍ରୀକୃଷ୍ଣ, ରାଧା ଙ୍କୁ କରୁଥିଲେ ଆଉ ପ୍ରେମ ସୀତା ରାମ ଙ୍କୁ କରୁଥିଲେ। ମାତ୍ର ସୀତା କେବେ ବି ନିଜ ସ୍ବାମୀ ଙ୍କ ଛଡ଼ା ଆଉ କାହାକୁ ଭଲ ପାଇ ନଥିଲେ କି ତାଙ୍କ ହୃଦୟ ରେ ଆଉ କାହାକୁ ଜାଗା ଦେଇନଥିଲେ। 

 

ମାତ୍ର ଆଜି ର ଯୁଗ ରେ ଏସବୁ କୁଆଡେ ଉଭେଇ ଗଲାନି। ଆଉ ଏହି ସଠିକ୍ ପ୍ରେମ ଦେଖିବାକୁ ମିଳୁନାହିଁ।ଭାଉଜ ମା ସମାନ ହୋଇଥାନ୍ତି। ଝିଅ ଟିଏ ବାହା ହୋଇ ଶାଶୁ ଘର ଯାଏ ଓ ସେ ନିଜ ଘର ଛାଡ଼ି ଶାଶୁ ଘର କୁ ଯାଏ ଘର କରିବା ପାଇଁ। ଶାଶୁ ଘରେ ଶାଶୁ ଶଶୁର ଙ୍କୁ ନିଜ ବାପା,ମା ଆଉ ଦିଅର ,ନଣନ୍ଦ ତାର ପୁଅ ଝିଅ ଭାବିଥାଏ। ମାତ୍ର ସୈତାନ୍ ଦିଅର ନିଜ ଭାଉଜ ସହ ସମ୍ପର୍କ ରଖିବାକୁ ଚାହୁଁ ଥିଲା ଆଉ ଏଥିରେ ତାକୁ ତା ସ୍ବାମୀ ସାହାଯ୍ୟ କରୁଥିଲା। ସବୁ କିଛି ଜାଣି ଶୁଣି ଚୁପ୍ ରହୁଥିଲା।

 

ଏହି ଘଟଣା ଟି ଘଟିଛି ତିହିଡି ଥା-ନା ଅଧୀନରେ ସଦାନନ୍ଦ ପୁର ଗ୍ରାମ ରେ। ଭାଗିରଥି ସାହୁ ଙ୍କ ଝିଅ ସୋଭାବିନି ସହିତ। ତାଙ୍କ ବିବାହ ଭଦ୍ରକ ସାହାଡ଼ା ନିବାସୀ ନିରାକାର ପଣ୍ଡା ଙ୍କ ସହ ବାହାଘର ହୋଇଥିଲା। ପ୍ରଥମେ ହସ ଖୁସି ରେ ସଂସ୍କାର ଚାଲିଥିଲା।ପରେ ଶଶୁର ଘର ଲୋକେ ଯୌତୁକ ପାଇଁ ଶା-ରୀ-ରି-କ ଆଉ ମାନସିକ ନି-ର୍ଯା-ତ-ନା ଦେବା ଆରମ୍ଭ କରିଦେଇଥିଲେ। ଆଉ ଦିଅର ତାଙ୍କ ସହ ନି-ର୍ଯା-ତ-ନା କରୁଥିଲେ।ଗତ 16 ତାରିଖରେ ତାଙ୍କ ପେଟ ଦରଦ ହେଉଥିଲା। ସ୍ବାମୀ ଭୁନେଶ୍ବରସ୍ଥିତ ଏକ ହସ୍ପିଟାଲ ରେ ଚେକ୍ ଅପ୍ କରି ତାଙ୍କୁ ପାଗଳ ମେଡିସିନ ଦେଉଥିଲା। 

 

କାଲି ତାଙ୍କ ସ୍ବାମୀ ତାଙ୍କ ଘର ଲୋକ ଙ୍କୁ କହିଥିଲେ ତମ ଝିଅ କୁ ଆମେ ପାଉନୁ।ପରେ ବାପ ଘର ଲୋକେ ଖୋଜା ଖୋଜି ପରେ ଝିଅ ର ମ-ଲା ଶରୀର ପାଣି ରେ ଭାସୁଥିବା ଦେଖିବାକୁ ପାଇଲେ।ଝିଅ ର ବଡ଼ ଭଉଣୀ କହିଛନ୍ତି ଯେ ଦିଅର ତାଙ୍କ ଭଉଣୀ ସହ ସ୍ବାମୀ ପରି ବ୍ୟବହାର କରୁଥିଲେ ଏବଂ କହିଛନ୍ତି ତାଙ୍କ ଭଉଣୀ କୁ ତାଙ୍କ ଶାଶୁ ଘର ଲୋକ ମା-ରିଦେଇଛନ୍ତି। ଏ ନେଇ ଥା-ନା ରେ ଅଭିଯୋଗ ହୋଇଛି। ପୁଣି ଏକ ନବବଧୂ ଯୌତୁକ ପାଇଁ ବଳି ପଡ଼ିଯାଇଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *