ରାତି ଅଧରେ ବୋହୂ କଲେ ରାସଲୀଳା ଧରିଦେଲେ ଶଶୁର ଦେଖନ୍ତୁ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବର୍ତ୍ତମାନ ପରିସ୍ଥିତି ରେ ପରକୀୟା ପ୍ରୀତି ବଢ଼ିବାକୁ ଲାଗିଲାଣି । ଅନେକ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେଉଁଥିରେ ସ୍ତ୍ରୀ ସ୍ୱାମୀକୁ ଏବଂ ସ୍ଵାମୀ ସ୍ତ୍ରୀ କୁ ଛାଡି ଅନ୍ୟତ୍ର ସମ୍ବନ୍ଧ ରଖୁଛନ୍ତି । ତେବେ ବର୍ତ୍ତମାନ ସମାଜରେ ପରକିୟା ପ୍ରୀତି ଲୋକମାନଙ୍କ ମଧ୍ୟରେ ବହୁତ୍ ଅଧିକ ଦେଖିବାକୁ ମିଳୁଛି । ଆପଣ ଯେଉଁ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହୁଛନ୍ତି ତେବେ ଆପଣ ଜାଣି ପାରୁଥିବେ ଏପରି ଖବର ଆଜିକାଲି କେତେ ଦେଖିବାକୁ ମିଳିଲାଣି ।

 

ତେବେ ପ୍ରତ୍ୟେକ ଦିନ ଏମିତି ଭିଡିଓ ଭାଇରାଲ ହେଉଥିବା ବେଳେ ଆଜିବି ଭାଇରାଲ ହୋଇଛି ଏକ ଭିଡିଓ ଯେଉଁଥିରେ ବୋହୂର ରାସଲୀଳା ଧରିଛନ୍ତି ନିଜେ ଶଶୁର । ସ୍ଵାମୀ ନଥିବା ବେଳେ ସ୍ତ୍ରୀ ଅନ୍ୟ ପୁରୁଷ ଙ୍କୁ ଡାକି ଘରେ ରାସଲୀଳା କରୁଥିଲେ ଏବଂ ସନ୍ଦେହ କରି ଘରେ ପଶିଥିଲେ ଶଶୁର ଏବଂ ଅନ୍ୟାନ୍ୟ ଲୋକମାନେ । ସେଠାରେ ବୋହୂ ଙ୍କୁ ପର ପୁରୁଷ ସହ ସମ୍ପର୍କ ରଖିଥିବାର ଦେଖି ରାଗି ଯାଇଥିଲେ ଶଶୁର ଏବଂ ପ୍ରତିବାଦ କରିଥିଲେ ଏହି କଥାକୁ । ଶେଷରେ ରାଗି ଯାଇ ବାରମ୍ବାର ପ୍ରଶ୍ନ କରିଥିଲେ ସହବାସ କରିଛୁ ନା ନାହିଁ । ଏବଂ କେତେଥର କରିଛୁ । 

 

ତେବେ ଶଶୁର ମହାଶୟଙ୍କ ଏପରି ପ୍ରଶ୍ନ ଦେଖି ବୋହୂ ଏବଂ ଯୁବକ ଆବା କାବା । ବୋହୂ ଏହି ଘଟଣାରେ ସମ୍ପୂର୍ଣ ଚୁପ୍ ଥିବାର ଦେଖିବାକୁ ମିଳିଥିଲା । ଶଶୁର ଙ୍କ ସହ ଅନ୍ୟାୟ ଲୋକମାନେ ମଧ୍ୟ ବୋହୂ ଏବଂ ସେ ଯୁବକ ଙ୍କୁ ଅନେକ ପ୍ରକାର କଥା କହିଥିଲେ । ତେବେ ସ୍ଵାମୀ ନଥିବା ବେଳେ ସ୍ତ୍ରୀ ସ୍ଵାମୀଙ୍କ ବିନା ଅନୁପସ୍ଥିତି ରେ ତାଙ୍କ ସହ ଏମିତି ସାଙ୍ଘାତିକ ପ୍ରତାରଣା କରିବା ଆଦୌ ଠିକ୍ ନୁହେଁ ବୋଲି ଦର୍ଶାଇଥିଲେ । ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ ବିଶ୍ୱାସ ରେ ହିଁ ଚାଲିଥାଏ । 

 

ଯଦି ଜଣଙ୍କ ପକ୍ଷରୁ ପ୍ରତାରଣା ହୁଏ ତେବେ ଅନ୍ୟ ପକ୍ଷରୁ ମଧ୍ୟ ବିଶ୍ଵାସ ଧୀରେ ଧୀରେ କମିଯାଏ । ଏବଂ ପରେ ଏହି ବିଶ୍ୱାସ ଭାଙ୍ଗିଯାଏ। ତେବେ ଏହି ଭାଇରଲ ଭିଡିଓ ରେ ଦେଖିବାକୁ ମିଳିଛି ଠିକ୍ ଏହିପରି ଘଟଣା । ସ୍ତ୍ରୀ ଙ୍କ ସ୍ଵାମୀ ଥାଉ ଥାଉ ଅନ୍ୟତ୍ର ସମ୍ବନ୍ଧ ସମସ୍ତଙ୍କୁ ଆଶ୍ଚର୍ୟ୍ଯ କରିଦେଇଥିଲା । ଧରା ପଡ଼ିବା ପରେ ଦୁହେଁ ଚୁପ୍ ଥିଲେ ଅବଶ୍ୟ ମାତ୍ର ଏହାର ଭିଡିଓ ଅନେକ ମୋବାଇଲ ରେ କରିଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  

ଏହି ଭିଡିଓ ଦେଖିବା ପରେ ଅନେକ ମତାମତ ଦେବା ସହ ଏପରି କରିବା ଆଦୌ ଠିକ୍ ନୁହେଁ ବୋଲି ଦର୍ଶାଇଥିଲେ । ତେବେ ଅନେକ ଲୋକ ଏହି ଭିଡିଓ ସମ୍ପର୍କରେ କମେଣ୍ଟ ମାଧ୍ୟମରେ ମତାମତ ଦେଇଥିଲେ ଯାହାକି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । 

Leave a Reply

Your email address will not be published. Required fields are marked *