ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଫିଲିପାଇନ୍ସରେ କେଜି ପିଛା ପିଆଜ ମୂଲ୍ୟ ରୋଜରୁ 900 ଟଙ୍କା |ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।
ଆମେ ଖାଦ୍ୟ ଖାଇ ବଞ୍ଚି ଥାଉ। ଆଉ ଏହି ଖାଦ୍ୟ ନାନା ପ୍ରକାର ରେ ତିଆରି ହେଇଥାଏ। ସେ ଚିକେନ ହଉ କିବା ପନିର ତରକାରୀ ହେଉ। ସବୁଥିରେ ପିଆଜ ଟି ପଡ଼ିବା ଜରୁରୀ। ଜଣେ ସାଲାଡ଼ ବା ଚାଟ ଖାଇଲେ ମଧ୍ୟ ସେଥିରେ ପିଆଜ ପଡ଼ିବା ନିହାତି ଦରକାର।ଆଉ ଏହି ପିଆଜ ରେଟ୍ ଯଦି ବଜେଟ ବାହାର ହେଇଯାଏ ତାହାଲେ ତାହା ଖାଉଟି ମଥା ରେ ଚଡ଼କ ପକାଇଥାଏ।
ପିଆଜ ଆମ ନୀତିଦିନ ର ଖାଇବା ଅଟେ। ଆଉ ଏହି ପିଆଜ ରେଟ ଏବେ ଆକାଶ ଛୁଆଁ ହେଇଯାଇଛି। ଚିକେନ ଠାରୁ ମଧ୍ୟ ଏହା ଅଧିକ ଦାମୀ ହୋଇଛି।ଏହି ଘଟଣା ଟି ହେଉଛି ଫିଲିପାଇନ୍ସ ର ସେଠାରେ ପିଆଜ ଦର ଆକଶଛୁଆଁ ହେଉଛି। ସେଠାରେ ଚିକେନ ଦର କିଲୋ ପିଛା ୩୨୫ ଥିବା ବେଳେ ପିଆଜ କିଲୋ ପିଛା ୯୦୦ ଟଙ୍କା ହେIଇଯାଇଛି।
ମୂଲ୍ୟ ଆଉ ଚାହିଦା ବଢ଼ୁ ଥିବା ବେଳେ ତାର କଳାବଜାରୀ ମଧ୍ୟ ଆରମ୍ଭ ହୋଇ ଗଲାଣି। ଗଣମାଧ୍ୟମରେ ପ୍ରକାଶିତ ଅନୁସାରେ କଷ୍ଟମ ଅଧିକାରୀ ୩ କୋଟି ର ପିଆଜ ଜବତ କରିଥିଲେ। ଫିଲିପାଇନ୍ସ ର ପୂର୍ବତନ ରାଷ୍ଟ୍ରପତି କହିଛନ୍ତି ଯେ ପିଆଜ କଳା ବଜlରୀ ପାଇଁ ପିଆଜ ର ଏତେ ଦାମ ବଢୁଛି।ଫିଲିପାଇନ୍ସ ର ରାଷ୍ଟ୍ରପତି କହିଛନ୍ତି ସେ ସବୁ ପ୍ରକାରେ ଚେଷ୍ଟା କରୁଛନ୍ତି ଯେ ପିଆଜ ଦାମ କୁ ଆୟତ୍ତ କରିବା ପାଇଁ।
ସେ କହିଛନ୍ତି ଯେ ୨୧୦୦୦ ଟନ ପିଆଜ ଆମଦାନୀ କରାଯିବ ଆଉ ତାହା ଜାନୁଆରୀ ୨୭ ରେ ଫିଲିପାଇନ୍ସ ରେ ପହଞ୍ଚିବ।ଆଉ ଏହି ଆମଦାନୀ ପିଆଜ ଆସିଲା ପରେ ଯାଇ ପିଆଜ ର ଦାମ କମିପlରେ ବୋଲି ଆଶା କରାଯାଉଛି। ଫିଲିପାଇନ୍ସ ରେ ପ୍ରତି ବର୍ଷ ୨୦୦୦୦ ମେଟ୍ରିକ୍ ଟନ୍ ପିଆଜ ବିକ୍ରି ହୋଇଥାଏ। ଝଡ଼ ପାଇଁ ପିଆଜ ଚାଷ ରେ ଲସ ହୋଇଥିଲା। ଏହା ଫିଲିପାଇନ୍ସ ଦେଶର ମହଙ୍ଗା ଦର ର ୧୪ ବର୍ଷ ର ରେକର୍ଡ ଭାଙ୍ଗିଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।