ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମକର ସଂକ୍ରାନ୍ତି ଏହି ଗୋଟେ ଜିନିଷ ଖାଆନ୍ତୁ,ଧନର ବର୍ଷ ହେବ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଭାଗ୍ୟ ଭବିଷ୍ୟ ଓ କର୍ମଫଳ ମନୁଷ୍ୟ ଜୀବନ ଉପରେ ଆଧାରିତ । ମନୁଷ୍ୟ ଜନ୍ମରୁ ମୃ-ତ୍ୟୁ ପର୍ଯ୍ୟନ୍ତ ନିଜ କର୍ମଫଳ ଦ୍ଵାରା ପରିଚାଳିତ ହୋଇଥାଏ । ଏହି ସଂସାରରେ ବାର ଗୋଟି ରାଶି ଉପରେ ମଣିଷର ଭାଗ୍ୟ ଭବିଷ୍ୟ ନିର୍ଦ୍ଧାରିତ । ନିଜର ପୂର୍ବଜନ୍ମର କର୍ମଫଳ ଦ୍ଵାରା ମନୁଷ୍ୟ ନିଜ ଜୀବନକୁ ଭୋଗ କରିଥାଏ । ପୂର୍ବଜନ୍ମ କର୍ମଫଳ ଦ୍ଵାରା ମନୁଷ୍ୟ ଏହି ଜନ୍ମରେ ସୁଖ ତଥା ଦୁଃଖ ଭୋଗ କରିଥାଏ । ମନୁଷ୍ୟ ଜୀବନ ଚକ୍ରରେ ଅନେକ ବିଡମ୍ବନା ମଧ୍ୟ ଦେଖିବାକୁ ମିଳିଥାଏ । ଏହିସବୁ ବାଧା ବିଘ୍ନ ବିଡମ୍ବନା ରୁ ନିସ୍ତାର ପାଇବା ପାଇଁ ମଣିଷ ଅନେକ ପୂଜା ଅର୍ଚ୍ଚନା କରିଥାଏ । ଏଥି ସହ ଜ୍ୟୋତିଷ ଆଦିର ସହାୟତା ମଧ୍ୟ ଲୋଡ଼ିଥାନ୍ତି ।
ହିନ୍ଦୁ ଶାସ୍ତ୍ର ପରମ୍ପରାରେ ଜ୍ୟୋତିଷ ଶାସ୍ତ୍ର ର ଅନେକ ପ୍ରାଧାନ୍ୟ ମାନ୍ୟତା ରହିଥାଏ । ଗ୍ରହମାନଙ୍କ ଚଳନ ବିଧିକୁ ଲକ୍ଷ୍ୟ କରି ରାଶି ମାନଙ୍କୁ ସ୍ଥିତିକୁ ଲକ୍ଷ୍ୟ କରାଯାଇଥାଏ । ଆପଣ ମାନେ ଜାଣିଲେ ଖୁସି ହେବେ କାରଣ ଆଗକୁ ଆସୁଛି ମକର ସଂକ୍ରାନ୍ତି ଯାହା ଓଡ଼ିଆ ମାନଙ୍କ ପାଇଁ ବଡ଼ ପର୍ବ ।ଏହି ଦିନରେ ଅନେକ ଲୋକ ଶୁଭ କାର୍ଯ୍ୟ ଆରମ୍ଭ କରିଥାନ୍ତି।କହିବାକୁ ଗଲେ ଏହି ଦିନଟି ବହୁତ ଭଲ ଦିନ ଏବଂ ଆପଣ ମାନେ ଏହି ଦିନରେ ଏହି ସବୁ କାର୍ଯ୍ୟ କଲେ ଆପଣଙ୍କୁ ଖୁସି ,ଧନ ସମ୍ପତି ରେ ଆପଣଙ୍କ ଘର ପରିପୂର୍ଣ୍ଣ ହୋଇଯିବ ।ପ୍ରତି ବର୍ଷ ପୌଷ ମାସରେ ସୂର୍ଯ୍ୟ ମକର ରାଶିରେ ଗୁଜୟ କରିବା ଦିନକୁ ମକର ରାଶି ରୂପେ ମାନିଥାଉ।
ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥାଏ କି ମକର ସଂକ୍ରାନ୍ତି ଜାନୁଆରୀ ମାସରେ ୧୪ ତାରିଖରେ ପଡେ ନା ୧୫ ରେ।ଚଳିତ ବର୍ଷ ଏହା ୧୪ ତାରିଖ ଦିନ ସନ୍ଧ୍ୟା ୬ .୫୪ ମିନିଟ୍ ରେ ହେବ ଏବଂ ୧୪ ତାରିଖକୁ ମକର ସଂକ୍ରାନ୍ତି ରୂପେ ସମସ୍ତେ ମାନିବେ।ଆଜି ଆମେ ଆପଣକ ମାନଙ୍କୁ ଏମିତି କିଛି କହିବୁ ଯାହାଦ୍ଵାରା ଆପଣଙ୍କର ଧନ ,ସମ୍ପତି,ପ୍ରତିପତ୍ତି,ସୁଖ,ଶାନ୍ତି ଏବଂ ମାଆ ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିବ ।ଚଳିତ ବର୍ଷ ରୋହିଣୀ ନକ୍ଷତ୍ର ଜାନୁଆରୀ ୧୪ ତାରିଖରେ ରହିବେ ଯାହା ସମସ୍ତଙ୍କ ପାଇଁ ଶୁଭ ହୋଇଥାଏ।ଏହି ଦିନରେ କିଛି ଦାନଧର୍ମ ଏବଂ ପୂଜା ପାଠ କରିବା ଦ୍ୱାରା ଆପଣଙ୍କ ଜୀବନ ଧନଧାନ୍ୟରେ ପରିପୂର୍ଣ୍ଣ ହୋଇଥାଏ।
ଏହି ଦିନଟି ପୂଜାପାଠ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।
ଏହି ଦିନରେ ସୁନା, ଚାନ୍ଦି,ର ଗହଣା କିଣିଲେ ତାହା ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ ।ଏହି ଦିନରେ ଘରକୁ ଝାଡୁ ଆଣିବ ଶୁଭ ହୋଇଥାଏ ଏବଂ ଗଣେଶ ଙ୍କ ପ୍ରତିମା ତଥା ମୟୂର ପାଂଖୁ ଆଣିଲେ ଏହା ଶୁଭ ଫଳ ପ୍ରଦାନ କରିଥାଏ।ଏହି ଦିନରେ ରାଶି ଏବଂ ଗୁଡ଼ କୁ ବ୍ୟବହାର କରି ଲଡ଼ୁ ପ୍ରସ୍ତୁତ କରାଯାଇଥାଏ ଏବଂ ଏହ କୁ ଦେବୀଙ୍କ ପାଖରେ ଭୋଗ ସ୍ବରୂପ ଲଗାଯାଇଥାଏ।ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ହୋଇଥାଏ।ଏହି ଲଡୁ କୁ ପରେ ଘର ଲୋକ ଏବଂ ସମ୍ପର୍କୀୟଙ୍କୁ ଦିଅନ୍ତୁ।
ଏହାଦ୍ବାରା ଆପଣଙ୍କ ଚାକିରି ଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ।ଏହି ଦିନରେ ଚାଉଳ ଏବଂ ଡାଲି ଦ୍ଵାରା ପ୍ରସ୍ତୁତ ଖେଚୁଡ଼ି କୁ ସମସ୍ତଙ୍କୁ ଦାନ କରନ୍ତୁ ଏହାଦ୍ବାରା ଆପଣଙ୍କ ପରିବାରରେ ଖୁସିର ଲହରୀ ଖେଳି ଉଠିବ।ଏହି ଦିନ କଦଳୀ ଏବଂ ଅଙ୍ଗୁର ଅର୍ପଣ କଲେ ଆପଣଙ୍କ ପରିବାରରେ ଥିବା ସମସ୍ୟା ଦୂରୀଭୂତ ହୋଇଥାଏ ଏବଂ ଏହି ଦିନରେ ଗରିବଙ୍କୁ କିଛି ଅର୍ଥ ଦାନ କରିବା ସହ ଗାଈ ଗୋରୁଙ୍କୁ କିଛି ଖାଇବାକୁ ଦେଲେ ଏହି ବର୍ଷ ଆପଣଙ୍କ ପାଇଁ ବହୁତ ଶୁଭ ଫଳ ଆଣିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।