ମୋତେ 21 ବର୍ଷୀୟ ଟୋକାଙ୍କୁ କରିବାକୁ ଭଲ ଲାଗେ…! ଶୁଣନ୍ତୁ କଣ କହୁଛନ୍ତି ନିଶା…

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୋତେ ଖରାପ କହିବା ଆଗରୁ ଅନ୍ୟକୁ ଦେଖ । ମୋ ଭଳିଆ ହଜାର ହଜାର ଅଛନ୍ତି ଭୁବନେଶ୍ୱରରେ, ତାଙ୍କୁ ତ କିଛି କହୁନ ମତେ କାଇଁ କହୁଛ ଏଭଳି କହିଲେ ନିଶା ମହାରଣା । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ

 

ଯାହାଙ୍କୁ ଅନେକ ବର୍ତ୍ତମାନ ସମୟରେ ଚର୍ଚ୍ଚା , ଯାହାଙ୍କୁ ନେଇ ବର୍ତ୍ତମାନ ଏତେ ଆଲୋଚନା । ସେ ଆଉ କେହି ନୁହଁନ୍ତୁ , ସେ ହେଉଛନ୍ତି ନିଶା ମହାରଣା । ଯିଏ କିଛି ଦିନ ପୂର୍ବରୁ ନିଜକୁ ଓଡ଼ିଶାର ସନୀ ଲିଓନୀ ବୋଲି କହି ପକାଇ ଥିଲେ । ଯାହା ପରେ ଲୋକଙ୍କ ପାଟିରେ କେବଳ ଗୋଟିଏ ନାମ ଆଉ ତାହା ହେଉଛି ନିଶା । ନିଜର ଏପରି କଥାବାର୍ତା ପାଇଁ ବର୍ତ୍ତମାନ ସମୟରେ ଟ୍ରୋଲର ଶି-କା-ର ହେଉଛନ୍ତି ନିଶା ମହାରଣା । 

 

ଆପଣମାନେ ବେଶ ଭଲ ଭାବରେ ଜାଣିଥିବେ କି ବେଶ କିଛିଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି ତାହା ହେଉଛି ଓଡିଶାର ସନି ଲିଅନି ବୋଲି କହୁଥିବା ନିଶା ମହାରଣାଙ୍କ ବିଷୟରେ । ଆଉ ଯିଏ କହିଛନ୍ତି କି ତାଙ୍କର ଦେଖେଇକି ସେ ଟୋକା ମାନଙ୍କୁ ତାଙ୍କ ଆଡକୁ ଆକୃଷ୍ଟ କରେଇବେ ବୋଲି, ଆଉ ଓଡିଶା ପାଇଁ ତାଙ୍କ ନେଇକି ଲୋକ ବାହାରେ ଜାଣିବେ ବୋଲି । ଆଉ ନିଶାଙ୍କର ଏହି କଥାକୁ ନେଇକି ପ୍ରତିକ୍ରିୟା ରହିଛନ୍ତି ବ୍ୟକ୍ତି ଜଣଙ୍କ ଆଉ କଣ କହିଛନ୍ତି ନିଶାଙ୍କ ବିଷୟରେ ଆସନ୍ତୁ ତାହା ଉପରେ ନଜର ପକାଇବା ।

 

ଆପଣମାନେ ଜାଣିଥିବେ କି ଓଡିଶାର ସନି ଲିଅନି ୨ ଭାବରେ ନିଜକୁ ପରିଚୟ ଦେବାକୁ ଲାଗିଛନ୍ତି ଓଡ଼ିଆ ଝିଅ ନିଶା । ସେ ଯେଉଁ ଭଳି ଭାବରେ ଛୋଟ ଛୋଟ ଡ୍ରେସ୍ ପିନ୍ଧି ଅଭିନୟ କରିଥାନ୍ତି ଅନେକ ଦର୍ଶକ ମାନଙ୍କୁ ଭଲ ଲାଗେ ନାହିଁ । ତେବେ ବର୍ତ୍ତମାନ ନିଶା ଏକ ସାକ୍ଷାତକାରରେ କହିଛନ୍ତି ଯେ ଭୁବନେଶ୍ୱରରେ ଏବେ ପୁରୁଷ ବେ-ଶ୍ୟାଙ୍କ ଡିମାଣ୍ଡ ଅଧିକ । ଆଗ ଯୁଗରେ ଏସବୁ କିଛି ନଥିଲା । ବର୍ତ୍ତମାନ କିନ୍ତୁ ଲୋକମାନେ କିଏ ଛିଡ଼ା ହୋଇଥିଲେ ମଧ୍ୟ ଯାହାକୁ ଦେଖିବେ ସେମାନେ କିଶ୍ କରି ଦେଉଛନ୍ତି । ଏସବୁ ସେ ତାଙ୍କ ନିଜ ଆଖିରେ ଦେଖୁଛନ୍ତି । 

 

କିନ୍ତୁ ଏଭଳି କଥା ଯେତେବେଳେ ସେ କହୁଛନ୍ତି ଦର୍ଶକମାନେ ତାଙ୍କୁ ନାରୀ ଜାତି ପାଇଁ କଳଙ୍କ ବୋଲି କହୁଛନ୍ତି । ଯେଉଁ ନାରୀ ପାଟି ଫିଟାଇବେ, ଆଉ କହିବେ,ଯେଉଁ ନାରୀ ଦେଖିବେ ସେହି ନାରୀ ଦୁନିଆ ପାଇଁ ହେଉଛନ୍ତି ଖରାପ । ଯେଉଁ ଝିଅ ବୋହୁ ମାନେ ଦିବା ଆଲୋକରେ ସାଲୁଆର୍ କୁର୍ତୀ ପିନ୍ଧି ସତୀ ସାବିତ୍ରୀ ହୋଇ ରହୁଛନ୍ତି କିନ୍ତୁ ରାତିରେ ପର ପୁରୁଷଙ୍କ ପାଖରେ ଶୋଇ ତାଙ୍କ ରାତି ରଙ୍ଗୀନ କରୁଛନ୍ତି କଣ ଜଣାନାହିଁ । ବାଣୀ ବିହାରରେ ଦେଖିବେ ଯେଉଁ ସ୍ତ୍ରୀ ଲୋକ ମାନଙ୍କର ସ୍ଵାମୀ ବାହାରେ ଯାଇ କାମ କରୁଛନ୍ତି ସେହି ସ୍ତ୍ରୀ ଲୋକମାନେ ପର ପୁରୁଷଙ୍କୁ ଶୋଇବାକୁ ଡାକୁଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *