ମକର ସଂକ୍ରାନ୍ତି ରେ ଖାଆନ୍ତୁ ଏହି ଗୋଟିଏ ଜିନିଷ ବର୍ଷ ସାରା ପାଆନ୍ତୁ ଧନ ଲାଭ…

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ ଜିନିଷ ଯାହାକୁ ଯଦି ଆପଣ ମକର ସଂକ୍ରାନ୍ତି ରେ ଖାଆନ୍ତି ତେବେ ଆପଣଙ୍କ ଜୀବନରେ ଧନର ବର୍ଷା ହେବାକୁ ଲାଗିବା ସହ ଚାଲିଥିବା ସମସ୍ତ ପ୍ରକାର ସମସ୍ୟାରୁ ମଧ୍ୟ ମୁକ୍ତି ମିଳିବ ।ମା ଲକ୍ଷ୍ମୀଙ୍କ ପ୍ରତିମା ମକର ସଂକ୍ରାନ୍ତି ରେ ଯଦି ଆପଣ ଘରକୁ ଆଣନ୍ତି ତେବେ ଆପଣଙ୍କ ଜୀବନରେ ଆପଣ ଧୀରେ ଧୀରେ ଉନ୍ନତି କରିବା ସହ ସମସ୍ତ ପ୍ରକାର ଆର୍ଥିକ ସ୍ତୁତି ରୁ ଆପଣ ଦୂରେଇ ଯିବେ ଏବଂ ଅନେକାଂଶରେ ଆପଣଙ୍କ ନିକଟରେ ଧନ ପ୍ରାପ୍ତିର ଯୋଗ ଖୋଲିଯିବ । ଧ୍ୟାନ ରଖିବେ ଏହି ଦିନ ଯଦି ଆପଣ ମା ଲକ୍ଷ୍ମୀଙ୍କ ପ୍ରତିମା ଆଣୁଛନ୍ତି ତେବେ ମା ଲକ୍ଷ୍ମୀଙ୍କୁ ଅବଶ୍ୟ ଏକ ପଦ୍ମଫୁଲ ଅର୍ପଣ କରନ୍ତୁ ଆପଣଙ୍କର ଶୁଭ ହେବ।  

 

ଯଦି ଆପଣ ମକର ସଂକ୍ରାନ୍ତିରେ ରାଶି ଏବଂ ଗୁଡ ମିଶ୍ରଣରେ ଲଡୁ ତିଆରି କରିବେ ଏବଂ ଭଗବାନ ଙ୍କ ନିକଟରେ ଭୋଗ କରି ପରିବାର ତଥା ସମସ୍ତଙ୍କୁ ବାଣ୍ଟି ଦେବେ ତେବେ ଏହା ଅତ୍ୟନ୍ତ ଲାଭ ଦାୟକ ହେବା ସହ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ । 

 

ଏହିଦିନ ଆପଣ ଯଦି ଚାହିଁବେ ଖେଚେଡ଼ି ତିଆରି କରିପାରିବେ ବିରି ଡାଲି ରେ । ଏହିଦିନ ଖେଚେଡ଼ି ଦାନ କରିବା ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହୋଇଥାଏ । ତେଣୁକରି ଚେଷ୍ଟା କରନ୍ତୁ ଏହିଦିନ ଖେଚେଡ଼ି ତିଆରି କରି ନିଜେ ଖାଇବାକୁ ତଥା ଅନ୍ୟାନ୍ୟ ଲୋକମାନଙ୍କୁ ମଧ୍ୟ ଖୁଆଇବା ପାଇଁ ।  ଏହି ଖେଚେଡ଼ି କୁ ଭଗବାନ ସୂର୍ଯ୍ୟ ଙ୍କୁ ଅର୍ପଣ କରି ଆପଣ ଯାହାକୁ ଚାହିଁବେ ଖାଇବାକୁ ଦେଇ ପାରିବେ ଯାହାଦ୍ବାରା ଆପଣଙ୍କର ସଫଳତା ମାର୍ଗ ଖୋଲାଯିବ।  

 

ମକର ସଂକ୍ରାନ୍ତି ଦିନ ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଆପଣ କଦଳୀ ଏବଂ ଅଙ୍ଗୁର ଭୋଗ ଲଗାଇ ପାରିବେ । ଯଦି ପରିବାର ରେ ଆପଣଙ୍କର କେହି ଦୀର୍ଘ ଦିନ ଧରି ବେମାର ରେ ପୀଡ଼ିତ ଅଛନ୍ତି ତେବେ ତାଙ୍କୁ ଏହି ପ୍ରସାଦ ଖାଇବାକୁ ଦିଅନ୍ତୁ ଦେଖିବେ ଆପଣଙ୍କର ପରିବର୍ତ୍ତନ ଆସିବ । 

 

ଏହି ଦିନ ମୁଗ ଏବଂ କନ୍ଦମୂଳ ର ସେବନ ମଧ୍ୟ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ । ଏହି ଦିନ ଆପଣ ଏହି ସବୁ ଜିନିଷ ଭୋଗ ଲଗାଇ ନିଜେ ଭକ୍ଷଣ କଲେ ଆପଣଙ୍କୁ ଅନେକ ମାତ୍ରାରେ ଶୁଭ ଫଳ ମିଳିବା ଆରମ୍ଭ ହୋଇଯାଏ । ଏହା ଛଡା ଆପଣ ଚାହିଁଲେ ଏହି ଦିନ ଦୁଃଖୀ ରଙ୍କୀ ମାନଙ୍କର ସେବା କରିପାରିବେ । ଏପରି କରିବା ଦ୍ବାରା ଆପଣଙ୍କ ଗ୍ରହ ରିଷ୍ଟ୍ ଖଣ୍ଡନ ହେବା ସହ ଆପଣଙ୍କୁ ଅନେକ ଆର୍ଥିକ ସ୍ତରରେ ଲାଭ ମିଳିବ । 

Leave a Reply

Your email address will not be published. Required fields are marked *