ଆସିଲା ବଡ଼ ଖବର  T20 ପରେ ବିରାଟ କୋହଲି ଛାଡିଲେ ODI ର ଅଧିନାୟକ ପଦ – ଜାଣନ୍ତୁ କିଏ ହେବ ନୂଆ ଅଧିନାୟକ ।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ବିରାଟ କୋହଲି ଙ୍କ ପରେ ବର୍ତ୍ତମାନ Odi ଫର୍ମାଟ ରେ କିଏ ଅଧିନାୟକତ୍ୱ କରିବେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦର୍ଶକ ବନ୍ଧୁ ବର୍ତମାନ ସମୟ ରେ ଟିମ୍ ଇଣ୍ଡିଆ ରେ ଅନେକ ଗୁଡ଼ିଏ ପରିବର୍ତ୍ତନ ଦେଖିବାକୁ ମିଳିଛି ଆପଣ ମାନେ ମଧ୍ୟ ଏହି କଥା ବେଶ୍ ଭଲ ଭାବରେ ଜାଣିଛନ୍ତି । ଗତ କିଛି ଦିନ ତଳେ ଟିମ୍ ର ମୁଖ୍ୟ କୋଚ୍ ହୋଇଛନ୍ତି ରାହୁଲ ଦ୍ରାବିଡ  ଏବଂ ଭାରତୀୟ ଟିମ୍ ରେ ସେ କୋଚ୍ ହୋଇ ଆସିବା ପରେ ଭାରତୀୟ ଟିମ୍ ରେ ଦେଖା ଯାଇଛି ଅନେକ ପରିବର୍ତ୍ତନ ।ଟିମ୍ ଇଣ୍ଡିଆ ରେ କିଭଳି ପରିବର୍ତ୍ତନ ହେଲେ ଟିମ୍ ଇଂଡିଆ ଆହୁରି ଆଗକୁ ବଢି ପାରିବ ସେ ନେଇ ଚିନ୍ତା କରୁଛନ୍ତି ରାହୁଲ ଦ୍ରାବିଡ ।

 

ତେବେ ଗତ କିଛି ଦିନ ତଳେ ଏହା ସୂଚନା ମିଳିଥିଲା ଯେ ଟି -୨୦ ରୁ ବିରାଟ କୋହଲି ଅଧିନାୟକ ପଦ ଛାଡ଼ି ଦେବେ ବୋଲି ସେଥିପାଇଁ ଏହା ପରେ ପରେ ଟିମ୍ ର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ବିରାଟ ଙ୍କ ସ୍ଥାନ ରେ ରୋହିତ ଶର୍ମା ଟି – 20 ଫର୍ମାଟ ରେ ଅଧିନାୟକତ୍ବ କରିବେ ବୋଲି କହିଥିଲେ ଏବଂ ଟି -୨୦ ଫର୍ମାଟ ରେ ପରବର୍ତୀ ଅଧିନାୟକ ଙ୍କୁ ନେଇ ସେ କେ ଏଲ ରାହୁଲ ଙ୍କ ନାମ ନେଇଥିଲେ ।

 

କିନ୍ତୁ ବର୍ତ୍ତମାନ ସମୟ ରେ ପୁଣି ଏକ ବଡ ଖବର ସାମ୍ନା କୁ , ଖବର ରୁ ଏହା ଜଣା ପଡ଼ିଛି ଯେ ଟି 20 ପରେ ପରେ ବିରାଟ କୋହଲି ବର୍ତ୍ତମାନ Odi ରେ ଅଧିନାୟକ ପଦ କୁ ମଧ୍ୟ ଛାଡ଼ି ଦେଉଛନ୍ତି ଏବଂ ଏହା ପରେ Odi ରେ ଅଧିନାୟକ ଭାବରେ ଭାରତୀୟ ଟିମ୍ ର ଅଧିନାୟକତ୍ୱ କିଏ କରିବ ଏ ନେଇ ପ୍ରଶ୍ନ ଉଠିଥିଲା । ଏହା ପରେ ମଧ୍ୟ ସୂଚନା ରୁ ସ୍ପଷ୍ଟ ହୋଇଛି ଯେ Odi ଫର୍ମାଟ ରେ ମଧ୍ୟ ରୋହିତ ଶର୍ମା ହେବେ ଅଧିନାୟକ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *