ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ର ଲୋକପ୍ରିୟ କମେଡିଆନ ସୁମନ ମହାରଣା ଙ୍କୁ ଜାଣିଥିବେ । ସୁମନ ମହାରଣା ଙ୍କ କମେଡି ଓଡ଼ିଶା ବାସୀ ମାନଙ୍କୁ ବହୁତ୍ ପସନ୍ଦ ଅଟେ । ଦୀର୍ଘ ଦିନ ଧରି ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଥିବା ସୁମନ ମହାରଣା ନିଜ ଜୀବନଶୈଳୀ ଉପରେ ଏବଂ ଅଭିନୟ ଉପରେ ଖୁବ୍ ଚର୍ଚ୍ଚାରେ ଥାଆନ୍ତି । ସୁମନ ମହାରଣା ଅନେକ କ୍ଷେତ୍ରରେ ନିଜର ମତାମତ ଦେଇ ଚର୍ଚ୍ଚାରେ ଥାଆନ୍ତି । ଅନେକ ଚଳଚ୍ଚିତ୍ର ରେ ସୁନ୍ଦର ଅଭିନୟ କରି ପୁରସ୍କୃତ ମଧ୍ୟ ହୋଇଛନ୍ତି ।
ଓଡ଼ିଶାରେ ତାଙ୍କୁ ଖୁବ୍ ସମ୍ମାନ କରାଯାଏ ତାଙ୍କ କଳା ପାଇଁ । ଅନେକ ବର୍ଷ ହେବ ଅଭିନୟ ଦୁନିଆରେ ପାଦ ଦେଇ ନିଜକୁ ଶ୍ରେଷ୍ଟ ପ୍ରମାଣିତ କରିବାରେ ସକ୍ଷମ ହୋଇଛନ୍ତି କମେଡିଆନ ସୁମନ ମହାରଣା ବର୍ତ୍ତମାନ ଏକ ମତ ଦେଇ ଚର୍ଚ୍ଚାରେ ଅଛନ୍ତି। ଘଟଣା ଟି ସମ୍ପୂର୍ଣ ଲଜ୍ୟଜନକ ଅଟେ । ଆପଣ ଏହି ଘଟଣା ସଂପର୍କରେ ସୋସିଆଲ ମିଡିଆରେ କିଛି ନା କିଛି ଶୁଣିବାକୁ ବା ଦେଖିବାକୁ ପାଇଥିବେ । ସୁମନ ମହାରଣା ଆଜି ସେହି ଘଟଣା ସମ୍ପର୍କରେ ସାମ୍ନାକୁ ଆସି ମୁଁହ ଖୋଲିଛନ୍ତି ଏବଂ ଏହା କେତେ ଲଜ୍ୟା ଜନକ ଘଟଣା ତାହା ସମ୍ପର୍କରେ ନିଜର ମତ ରଖିଛନ୍ତି
ଏକ ଘଟଣା ସାମ୍ନାକୁ ଆସିଥିଲା ଯେଉଁଥିରେ ଅଜା ନିଜ ନାତୁଣୀ ସହ ଜବରଦସ୍ତ କରିଥିଲେ ଏବଂ ଆଇ ଏହାର ଭିଡିଓ କରିଥିଲେ । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ସମସ୍ତେ ଏହି ଘଟଣାରେ ନିନ୍ଦା କରି ଅଜା ଏବଂ ଆଇ ଙ୍କୁ ବହୁତ୍ ନିନ୍ଦା ଅପବାଦ ଦେଇଥିଲେ। ଅଜା ନାତୁଣୀ ସହ ଜବରଦସ୍ତ କରିବା ବେଳେ ଆଇ ଭିଡିଓ କରିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ । ସୁମନ ମହାରଣା ଏହି ଘଟଣା ସଂପର୍କରେ ନିଜର ମତାମତ ଦେଇଛନ୍ତି । ଏବଂ କହିଛନ୍ତି ତାଙ୍କର ପ୍ରତିକ୍ରିୟା ଏହି ଘଟଣାରେ ।
ସୁମନ ଙ୍କ କହିବା ଅନୁଯାୟୀ ଅଜା ହେଇ କେମିତି ଏମିତି ଘୃଣ୍ୟ କାମ କରିପାରିଲେ ଏବଂ ଆଇ ହୋଇ କେମିତି ଭିଡିଓ କରିବାକୁ ହାତ ଗଲା ବୋଲି ପ୍ରଶ୍ନ କରିଥିଲେ । ଏଟା କଳିଯୁଗ ବୋଲି ଏମିତି ହେଉଛି ଆଗାମୀ ଦିନରେ ସତ୍ୟଯୁଗ ଆସିଲେ ଏହି ଭଳି ପାପି ଲୋକଙ୍କ ଆଗ ସଂହାର ହେବ ଏବଂ ଏହିମାନେ ଦୁନିଆରୁ ଚାଲିଗଲେ ଭଲ ଲୋକମାନେ ରହି ଯିବେ । ବର୍ତ୍ତମାନ ସମୟରେ ଏହିପରି ଏହିପରି ଘଟଣା ଗୁଡ଼ିକ ଘଟିବାକୁ ଲାଗୁଛି ଯାହାକୁ ବିଶ୍ୱାସ କରିବା ମଧ୍ୟ କଷ୍ଟକର ହୋଇ ପଡ଼ୁଛି । ତେବେ ଏହି ଘଟଣା ଜାଣିବା ପରେ ସୁମନ ତାଙ୍କ ମୁଁହ ଖୋଲିବାକୁ ବାଧ୍ୟ ହୋଇଛନ୍ତି ଏବଂ ସେହି ଅଜା ଆଇ ଙ୍କୁ ଘୋର ନିନ୍ଦା କରିଛନ୍ତି ।