ନିଜକୁ ଓଡିଶା ର ସନି ଲିଓନ କହୁଥିବା ନିଶା ମହାରଣା ନୁହନ୍ତି ସେ ହେଉଛନ୍ତି ଝିଲ୍ଲୀ ମଳିକ ! ଶୁଣନ୍ତୁ ପୁରା ପରିଚୟ ଓ ଷ୍ଟୋରି !

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହାରଣା ନୁହେଁ ମଳିକ , ନିଶା ନୁହେଁ ସେ ଝିଲି । ନିଶାଙ୍କ ଭଲ ନାଁ ଝିଲି ମଲିକ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଭାରତ ଏକ ଦେଶ ନୁହଁ ଏହା ଏକ ସାଂସ୍କୃତିକ, ଆଧ୍ୟାତ୍ମିକ ଦେଶ ଅଟେ। ଭାରତ ବିଶ୍ଵ ଗୁରୁ ରୂପେ ପରିଚିତ। ସାରା ବିଶ୍ବ କୁ ଯେ ସଠିକ୍ ପାଠ ନେଇଥାଏ ସେ ହେଉଛି ଭାରତ। ଭାରତ ହେଉଛି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା ଙ୍କ ଦେଶ। ଏଠାରେ ଆମର ଭାଇ, ଭଉଣୀ, ଭାଉଜ, ବାପା,ମା ସଭିଙ୍କୁ କିପରି ସମ୍ମାନ ଦେବା ଆମକୁ ଶିକ୍ଷା ଯାଇଥାଏ।ଯେଉଁଠି ଦିନେ ସତୀ ସୀତା ନିଜର ସତୀତ୍ୱ ରକ୍ଷା ପାଇ ଅଗ୍ନି ସ୍ନାନ କରିଥିଲେ। 

 

ଯେଉଁଠି ରାଣୀ ପଦ୍ମାବତୀ ନିଜର ସତୀତ୍ୱ ପାଇଁ ନିଆଁ କୁ ଡେଇପଡ଼ିଥିଲେ ଆଜି ସେଇଠି ସେଇ ଦେଶର ନାରୀ ଏତେ ଅସଭ୍ୟ ଏବଂ ଅଶାଳୀନ ହୋଇପଡିଛି।ଆଗରୁ ନାରୀ ମାନେ ଘରର ଚାରି କାନ୍ଥ ମଧ୍ୟରେ ରହୁଥିଲା।ଆଜି ର ନାରୀମାନେ ଶିକ୍ଷିତ ଓ ରୋଜୋଗର କ୍ଷମ ହେଲା ତ ମାନେ ନୁହ ସେ ତାର ସବୁ ଚରିତ୍ର ଆଉ ଶାଳୀନତ। କୁ ଭୁଲି ଯାଇ ଅସଭ୍ୟ ହେଇଯିବ।ଓଡ଼ିଶାର ଝିଅ ଲିଶା ମହାରଣା ,ଯେ ସବୁ ପୁଅ ଜାତିକୁ ଖରାପ ବ୍ୟବହାର କରି ଖରାପ କଥା ସବୁ କହିଯାଉଛି। ସେ ଝିଅ ନିହାତି ଏକ ମେଣ୍ଟାଲ ହୋଇଥିବା ସୁନିଶ୍ଚିତ। 

 

କାରଣ ଏପରି କଡ଼ା କଥା କହିବା ଏକ ବୁଦ୍ଧି ଶୁଦ୍ଧି ଥିବା ନାରୀ କେବେ ବି କହିବପାରିବନି। ବେଶ୍ୟା ମାନେ ମଧ୍ୟ ଚାରି କାନ୍ଥ ମଧ୍ୟ ରେ ରହିଥାନ୍ତି। ବାହାରକୁ କିଛି ଖରାପ ଦେଖିଥାନ୍ତି ନାହିଁ। ଏ ଝଅଟି ସେ ସମସ୍ତ ଙ୍କୁ ଟପି ଗଲା। ୟାର ମାନ ମହତ କିଛି ନାହିଁ।ସେ ପୁରା ପୁରି ଫୁଲ ଅଲଜ୍ୟ। ରେ ପରିପୂର୍ଣ।ତେବେ ପ୍ରକୃତ କଥା ହେଉଛି ତା ର ସଠିକ୍ ନାମ ଲିସା ନୁହେଁ। ଆପଣ ଯାହାକୁ ନିଶା ମହାରଣା ବୋଲି ଭାବୁଥିଲେ ସେ ପ୍ରକୃତ ରେ ତାହା ନୁହନ୍ତି। 

 

ନିଜ ଓରିଜିନାଲ ନାମ ଲୁଚାଇ ନିଜକୁ ପୋର୍ଣ୍ଣ ଷ୍ଟାର କହୁଥିବା ଆଉ ସନି ଲିଅନି ସହ ତୁଳନା କରୁଥିବା ଝିଅ ନା ଝିଲ୍ଲି। ନିଶା ନୁହେଁ ଝିଲି ମଲିକ। ତାର ପ୍ରକୃତ ନାମ ଝିଲ୍ଲୀ ମଲିକ।ତାଙ୍କ ଘର କେନ୍ଦ୍ରପଡା ଜିଲ୍ଲା ଅଧୀନ ଓସ୍ତପୂର୍ ପଂଚାୟତ ର ନାଗପୁର ଗାଁ ରେ। ତାଙ୍କ ସାଥୀ ମାନେ ତାଙ୍କୁ ଝିଲ୍ଳୀ ବୋଲି ଜାଣିଛନ୍ତି। ନିକଟ ରେ ପାରାଦୀପ ର ଏକ ପାର୍ଟି ରେ ସେ ପାଟିତୁଣ୍ଡ କରି ଚର୍ଚ୍ଚା କୁ ଆସିଛନ୍ତି। ତାଙ୍କର ଏପରି ଅଶୀଳ କଥା ପାଇଁ ତାଙ୍କ ନାମ ରେ ଥାନା ରେ କେସ ହୋଇଛି। ତେବେ ଦେଖାଯାଉ ଆଗକୁ ଆଉ କଣ ହଉଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *