କ୍ରିକେଟ ପ୍ରେମୀଙ୍କୁ ଝଟକା । ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ରେ ରୋହିତ ଶର୍ମା ଙ୍କୁ ଦଳରୁ ବାଦ ! ଆସନ୍ତୁ ଜାଣିବା କଣ ପାଇଁ ବାଦ ପଡିବେ ରୋହିତ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ରୋହିତ ଶର୍ମାଙ୍କୁ ନେଇ ଆଉ ଏକ ଆ-ଶ୍ଚ-ର୍ଯ୍ୟ-ଜ-ନ-କ ଖବର, ଆଗକୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବି-ପ-କ୍ଷ ସିରିଜ୍ ରେ ଖେଳିବେନି ରୋହିତ ଶର୍ମା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଟି-୨୦ ବିଶ୍ୱକପ୍ ରେ ଇଣ୍ଡିଆର ଖ-ରା-ପ ପ୍ରଦର୍ଶନ ପରେ ଆଗକୁ ହେବାକୁ ଥିବା ନ୍ୟୁଜିଲାଣ୍ଡ ବି-ପ-କ୍ଷ ସିରିଜ୍ ରେ ଅଧିନାୟକ କୋହଲି ଖେଳିବେ ନାହିଁ। ଶୁଣିବାକୁ ମିଳୁଥିଲା କି କୋହଲି କିଛି ଦିନ ପାଇଁ ସେ ବିଶ୍ରାମ ନେବେ ଏବଂ ଖେଳ ଠାରୁ ଦୂରେଇ ରହିବେ। ତେବେ ତାଙ୍କ ବଦଳରେ ରୋହିତ ଶର୍ମା ଟିମ୍ ର ଅଧିନାୟକ ହୋଇ ଥାଆନ୍ତେ ଓ କେଏଲ୍ ରହୁଲ୍ ଉପ ଅଧିନାୟକ। ହେଲେ ଏକ ଆଉ ଏକ କଥା ଶୁଣିବାକୁ ମିଳୁଛି, ଏହି ମ୍ୟାଚ୍ ରୁ ବାଦ୍ ପଡି ପାରନ୍ତି ହିଟମ୍ୟାନ୍ ରୋହିତ ଶର୍ମା। ଆଗକୁ ହେବାକୁ ଯାଉଥିବା ଦୁଇଟି ଯାକ ମ୍ୟାଚ୍ ରେ ରୋହିତ ଶର୍ମା ନ ଖେଳିବା ନେଇ ସ-ନ୍ଦେ-ହ ଉପୁଜିଛି। 

 

ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି ଲମ୍ବା ଛୁଟିରେ ଯାଇଛନ୍ତି । ନ୍ୟୁଜିଲ୍ୟାଣ୍ଡ ବି-ପ-କ୍ଷ ଟି-ଟ୍ୱେଣ୍ଟି ସିରିଜ୍‌ ଏବଂ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇସାରିଛି । କିନ୍ତୁ ଏବେ ଦ୍ୱିତୀୟ ଟେଷ୍ଟରେ ମଇଦାନକୁ ଓହ୍ଲାଇବେ ବୋଲି କୁହାଯାଉଥିବା ବେଳେ ସେନେଇ ମଧ୍ୟ ସ-ନ୍ଦେ-ହ ଉପୁଜିଛି । ତେବେ ଟେଷ୍ଟ ସିରିଜ୍‌ରେ କିଏ ଧରିବ ମଙ୍ଗ ସେନେଇ ପ୍ରଶ୍ନ ।ସବୁଠାରୁ ବଡ଼ ପ୍ରଶ୍ନ ହେଲା ରୋହିତ ଶର୍ମା କାହିଁକି ଖେଳିବେନି ଟେଷ୍ଟ ସିରିଜ୍‌ ? ମିଳିଥିବା ସୂଚନା ଅନୁଯାୟୀ ରୋହିତଙ୍କୁ ଦଳରୁ ବଦ୍‌ ଦିଆଯାଇନି କିନ୍ତୁ ସେ ନିଜେ ଦଳରେ ସାମିଲ ହେବାକୁ ଚାହୁଁନାହାନ୍ତି । ସେ ବିସିସିଆଇଠାରୁ ବିଶ୍ରାମ ନେବା ପାଇଁ ଅନୁମତି ମାଗିଛନ୍ତି।

 

ଯଦି ବିସିସିଆଇ ରୋହିତ ଶର୍ମାଙ୍କୁ ବିଶ୍ରାମ ପାଇଁ ଅନୁମତି ଦେବ । ତେବେ ଅଜିଙ୍କ୍ୟ ରାହାଣେ ଦଳର ଅଧିନାୟକ ହେବାର ଯଥେଷ୍ଟ ସମ୍ଭାବନା ରହିଛି । କାରଣ ଆଜିଙ୍କ୍ୟ ରାହାଣେଙ୍କର, ପୂର୍ବରୁ ଟେଷ୍ଟ ଟିମ୍‌ର ଅଧିନାୟକ ଦାୟିତ୍ୱ ତୁଲାଇବାର ଅଭିଜ୍ଞତା ରହିଛି । ଏହାସହ ଗତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ରାହାଣେ ଦଳକୁ ବିଜୟୀ କରାଇଥିଲେ । କିନ୍ତୁ ସବୁଠାରୁ ବଡ଼ କଥା ହେଲା ଏହି ଅଷ୍ଟ୍ରେଲିଆ ସିରିଜ୍‌ ପରଠାରୁ ରାହାଣେଙ୍କ ବ୍ୟାଟ୍‌ ନୀରବ ହୋଇଯାଇଛି । ତେଣୁ ତାଙ୍କୁ ୧୧ ଜଣିଆ ତାଲିକାରେ ସାମିଲ କରିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।

 

ଇଂଲଣ୍ଡ ବି-ପ-କ୍ଷ ସିରିଜ୍‌ରେ ଅଜିଙ୍କ୍ୟ ରାହାଣେ ମୋଟ ୭ଟି ଇନିଂସ ଖେଳିଥିବା ବେଳେ ମାତ୍ର ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ । ଲର୍ଡସରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ୬୧ ରନ୍ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ସେ ୬ଟି ଇନିଂସରେ ଯଥାକ୍ରମେ ୧୪,୦, ୧୮,୧୦, ୧ ଏବଂ ୫ ରନ୍ କରିଥିଲେ । ତେବେ ତାଙ୍କର ଏଭଳି ନୈ-ରା-ଶ୍ୟ-ଜ-ନ-କ ପ୍ରଦର୍ଶନ ଯୋଗୁଁ ଚୟନକର୍ତ୍ତା ମଧ୍ୟ ଦ୍ୱନ୍ଦ୍ୱରେ । ଯେଉଁଥି ପାଇଁ କିଏ ଧରିବ ଟେଷ୍ଟ ସିରିଜ୍‌ର ମଙ୍ଗ ସେନେଇ ଉଠିଛି ପ୍ରଶ୍ନ । ଯଦି ବିରାଟ କୋହଲି ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ମଇଦାନକୁ ଓହ୍ଲାନ୍ତି ତେବେ ସେ ଅଧିନାୟକ ଦୟିତ୍ୱ ତୁଲାଇବେ । କିନ୍ତୁ ପ୍ରଥମ ମ୍ୟାଚ୍‌ରେ କିଏ ହେବ ଅଧିନାୟକ ? ଏହା ଏବେ ସବୁ କ୍ରିକେଟ ପ୍ରେମୀଙ୍କ ମନରେ ପ୍ରଶ୍ନ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *