ଅନୁଭବ କହିଲେ ସେ ଦିନର ଅପମାନ ମତେ ବହୁତ ବଢିଥିଲା | ସେଇଥିପାଇଁ ମୁଁ ଆଜି ସୁପରଷ୍ଟାର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସେଦିନ ଅପମାନ କରି ମୋନବଳ କମାଇଥିଲେ, କିନ୍ତୁ ସେ ମୋତେ ବାଟ ଦେଖାଇଥିଲେ,କହିଲେ ଅନୁଭବ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ଅଛନ୍ତି ଯିଏ କି ଅନେକ ଚରିତ୍ର ରେ ଅଭିନୟ କରିବା ରେ ବେଶ୍ ପାରଙ୍ଗମ । ଆଉ ସେହିଭଳି ଜଣେ ଅଭିନେତା ହେଉଛନ୍ତି ଅନୁଭବ ମହାନ୍ତି।

 

ନିକଟରେ ଆୟୋଜିତ ହୋଇଥିବା ବସନ୍ତ ମହାନ୍ତି ଙ୍କ ଜୟନ୍ତୀ ଅବସରରେ ତାଙ୍କର ଘରଲୋକ ଏବଂ ନିର୍ଦ୍ଦେଶକ ଟୁଟୁ ଭାଇଙ୍କ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ଏବଂ ଏଥିରେ ଅନେକ କଳାକାର ମଧ୍ୟ ଯୋଗ ଦେଇଛନ୍ତି । ଯେଉଁମାନଙ୍କ  ଅଭିନୟ କ୍ଷେତ୍ରରେ କ୍ୟାରିଅର ଗଢିତୋଳିବାରେ ବସନ୍ତ ମହାନ୍ତିଙ୍କ  ହାତ ରହିଛି ସେମାନେ ତାଙ୍କ ଜୟନ୍ତୀରେ ତାଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି।ସେମାନଙ୍କ ମଧ୍ୟରୁ ଅନୁଭବ ମହାନ୍ତି ଜଣେ କଳାକାର ଅଟନ୍ତି। 

 

ଯାହାଙ୍କ କଳା କୁ ଅନୁଧ୍ୟାନ କରି ୨୦୦୪  ମସିହାରେ ବସନ୍ତ ମହାନ୍ତି ତାଙ୍କୁ ପ୍ରଥମ ଥର ପାଇଁ ତାଙ୍କ ଚଳଚ୍ଚିତ୍ର ” ଆଇ ଲଭ୍ ୟୁ” ରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ।ଯାହା ପରଠୁ ଅନୁଭବ ସଫଳତା ର ସିଡି ଚଢ଼ି ଚାଲିଥିଲେ। ଅନୁଭବ କହିଛନ୍ତି ଯେ ତାଙ୍କୁ ବସନ୍ତ ମହାନ୍ତି ବହୁତ ସାହାଯ୍ୟ କରିଛନ୍ତି । ତାଙ୍କର ପ୍ରଚେଷ୍ଟା ବଳରେ ସେ ଆଜି ଏହି ସ୍ଥାନରେ ପହଚି ପାରିଛନ୍ତି । ତାଙ୍କ ଜୟନ୍ତୀ ରେ ସେ ଉପସ୍ଥିତ ଥିବାରୁ ସେ ନିଜକୁ ଧନ୍ୟ ମନେ କରିବା ସହ ଯେଉଁମାନେ ଏହାକୁ ଆୟୋଜନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି।

 

ଅନୁଭବ ମହାନ୍ତି କହିଛନ୍ତି ଯେ ପ୍ରଥମେ ତାଙ୍କୁ ବସନ୍ତ ମହାନ୍ତି ନିରାଶ କରିଥିଲେ। କିନ୍ତୁ ପରେ ତାଙ୍କୁ ସୁଯୋଗ ଦେଇଥିଲେ ଏବଂ କହିଥିଲେ କି ବସନ୍ତ ମହାନ୍ତି ତାଙ୍କ ପରି ଆହୁରି ଅନେକ କଳାକାରଙ୍କୁ ସୁଯୋଗ ଦେଇ ତାଙ୍କ କ୍ୟାରିଅର ଗଢିବାରେ ମଧ୍ୟ ସକ୍ଷମ ହୋଇଛନ୍ତି।ଏହି ଜୟନ୍ତୀ ରେ ଅନେକ କଳାକାର ଉପସ୍ଥିତ ଥିଲେ । ଏହି ଜୟନ୍ତୀରେ ଯୋଗଦେବା ପରେ ତାଙ୍କ ସହ ବିତାଇଥିବା ସମସ୍ତ ସ୍ମୃତିକୁ ସତେଜ କରିଥିଲେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *