ବର୍ଷା ପ୍ରିୟଦର୍ଶିନୀ ଦେଲେ ବଡ ଖୁସି ଖବର ଦେଖନ୍ତୁ କଣ ସେହି ଖୁସି ଖବର…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଭଲ ଭାବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ । ଆଗରୁ ପାରିବାରିକ ବିବାଦ ପାଇଁ ଚର୍ଚ୍ଚାରେ ରହୁଥିବା ବର୍ଷା ପ୍ରିୟଦର୍ଶିନୀ ବର୍ତ୍ତମାନ ତାଙ୍କ ଜୀବନରେ ଆଗକୁ ବଢ଼ି ସାରିଛନ୍ତି । କୋର୍ଟ ରେ ବର୍ଷା ପ୍ରିୟଦର୍ଶିନୀ ଏବଂ ଅନୁଭବ ମହାନ୍ତି ଙ୍କ ବିବାଦ ସମ୍ପର୍କରେ କେସ ଲାଗି ରହିଥିବା ବେଳେ ବର୍ତ୍ତମାନ ଛାଡପତ୍ର ମାମଲାରେ ଶୁଣାଣି ବାକି ରହିଛି । ବାକି ଏହି କ୍ଷେତ୍ରରେ ଅନୁଭବ ମହାନ୍ତି ଶୀଘ୍ର ଛାଡପତ୍ର ହେଇଗଲେ ହିଁ ଭଲ ହେବ ବୋଲି ଅନେକ ଥର ଗଣ ମାଧ୍ୟମରେ ମତ ଦେଇଛନ୍ତି । 

 

ଏବଂ ଛାଡପତ୍ର ହେଇ ସରିଲା ପରେ ହିଁ ଆଗାମୀ ଜୀବନ ସମ୍ପର୍କରେ କିଛି ଚିନ୍ତା କରିବେ ବୋଲି ଦର୍ଶାଇଛନ୍ତି ଅନୁଭବ ମହାନ୍ତି।  ଅନୁଭବ ମହାନ୍ତି ବିବାଦ ପରେ ତାଙ୍କ ଆଗାମୀ ଫିଲ୍ମ Love In London କ୍ଷେତ୍ରରେ ବ୍ୟସ୍ତ ରହିବା ଦେଖିବାକୁ ମିଳିଥିଲା ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ମଧ୍ୟ ନିର୍ବାଚନ କ୍ଷେତ୍ରରେ ଦେଖା ଯାଇଥିଲା ଯାହାଦ୍ବାରା ଦୁହେଁ ଦୁହିଁଙ୍କ ଜୀବନରେ ଆଗକୁ ବଢ଼ି ଯାଇଥିବାର ଦେଖା ଯାଇଥିଲା । ବର୍ଷା ପ୍ରିୟଦର୍ଶିନୀ ଅନେକ ପ୍ରକାର ସମାଜସେବା କରନ୍ତି ଏବଂ ସୋସିଆଲ ମିଡିଆରେ ତାଙ୍କ ସମାଜସେବା ପାଇଁ ଚର୍ଚ୍ଚାରେ ଥାଆନ୍ତି । 

 

ତାଙ୍କର ନିଜର ଏକ ସମାଜସେବା ସଂଗଠନ ମଧ୍ୟ ରହିଛି ଯାହାକୁ ପରିଚାଳନା କରନ୍ତି ନିଜେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ତେବେ ଏହି କାରଣରୁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଲୋକମାନେ ହୃଦୟରୁ ଖୁବ୍ ଭଲ ପାଇବା ଦିଅନ୍ତି । ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଲୋକମାନେ ଭଲ ପାଇବା ଦେବା ସହ ସୋସିଆଲ ମିଡିଆରେ ତାଙ୍କୁ ଅନୁସରଣ କରନ୍ତି । ସୋସିଆଲ ମିଡିଆରେ ବର୍ଷା ପ୍ରିୟଦର୍ଶିନୀ ଖୁବ୍ ସକ୍ରିୟ ଅଟନ୍ତି । ତେବେ ଅନେକ ବିବାଦ ପରେ ବର୍ଷା ପ୍ରିୟଦର୍ଶିନୀ ଆଗକୁ ବଢ଼ିବାରେ ବିଶ୍ୱାସ ରଖିଛନ୍ତି ।

 

ଯାହାକି ବର୍ତ୍ତମାନ ସମୟରେ ବହୁତ୍ ବଡ ଖୁସି ଖବର । ଆଗାମୀ ସମୟରେ ଅନେକ ଭଲ କାମ କରି ଲୋକମାନଙ୍କ ହୃଦୟ କିଣିବେ ବୋଲି ବର୍ଷା ପ୍ରିୟଦର୍ଶିନୀ ମତ ଦେଇଛନ୍ତି । ଏବଂ କଣ ସବୁ କରିବେ ତାହା ଦର୍ଶାଇ ନାହାନ୍ତି ବର୍ଷା ମାତ୍ର ଲୋକମାନେ ତାଙ୍କଠାରୁ ବହୁତ୍ କିଛି ଆଶା ରଖିଛନ୍ତି । ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ତାଙ୍କ ପାଇଁ କିଛି ଭଲ କରିବେ ବୋଲି ବିଶ୍ୱାସ ରଖିଛନ୍ତି ।

Leave a Reply

Your email address will not be published. Required fields are marked *