ସାଙ୍ଗ ହେଇ ମୋ ସ୍ତ୍ରୀ ସହ ଚାରି ଥର ସମ୍ପର୍କ ରଖିଲୁ…

ସମାଜ ଦିନକୁ ଦିନ ନିମ୍ନଗାମୀ ହେବାକୁ ବସିଛି,ଏବଂ ମଣିଷ ଯେଉଁ ମାନଙ୍କ ଉପରେ ଅଧିକ ବିଶ୍ୱାସ କରୁଛି ପରମୁହୁର୍ତ୍ତରେ  ସେହି ଲୋକ ତାର ବିଶ୍ୱାସକୁ ଭାଙ୍ଗିଦେଉଛି ।ଏମିତି ଏକ ଘଟଣା ଶୁଣିବାକୁ ମିଳୁଛି ଯେଉଁଠି ଜଣେ ନିବିଡ଼ ବନ୍ଧୁ ର ସ୍ତ୍ରୀ ସହ ସମ୍ପର୍କ ରଖିଛି ଜଣେ ବନ୍ଧୁ ତାହା ପୁଣି ନିଜ ବନ୍ଧୁ ଘରେ ଉପସ୍ଥିତ ଥିବା ସମୟରେ।ବାସ୍ତବରେ ମଣିଷ କେତେ ତଳକୁ ଖସିଯାଉଛି ଯାହାଦ୍ଵାରା କଣ ଠିକ୍ ଆଉ କଣ ଭୁଲ ତାହା ନଜାଣି କାମନା ଅନ୍ଧାରେ ଅନେକ ଭୁଲ କାର୍ଯ୍ୟ କରିବସୁଛି।

 

ଏମିତି ଏକ ଘଟଣା ଘଟିଯାଇଛି ଯାହାପରଠୁ କୌଣସି ବନ୍ଧୁର ନିଜ ବନ୍ଧୁ ଉପରେ ବିଶ୍ୱାସ ଉଠିଯିବ। ବନ୍ଧୁତା ସାଜିଲା ସ୍ବାମୀ ସ୍ତ୍ରୀ ମଧ୍ୟରେ ଫାଟକ କାରଣ ନିଜ ବନ୍ଧୁର ସ୍ତ୍ରୀକୁ ବନ୍ଧୁ ନଥିବା ସମୟରେ  ତା ଘରକୁ ଆସି ତା ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ଏଥିରେ ତାଙ୍କ ସ୍ତ୍ରୀର ସମ୍ମତି ରହିବା ସମାଜ ଆଖିରେ ଭଲ ପରିଦୃଷ୍ୟା ହେଉନାହିଁ।ଶୁଣିବାକୁ ମିଳିଛି କି ଦୁଇ ବନ୍ଧୁଙ୍କ ମଧ୍ୟରୁ ଜଣେ ବିବାହିତ ।ବିବାହିତ ବନ୍ଧୁଙ୍କ ଘରକୁ ଆଉ ଜଣେ ବନ୍ଧୁ ଯାତାୟାତ କରୁଥାଏ,କିନ୍ତୁ ତାର ବନ୍ଧୁ ଘରେ ନଥିବା ସମୟରେ ବାରମ୍ବାର ଯିବା ଦ୍ଵାରା ଦୁହିଁଙ୍କ ମଧ୍ୟରେ ଭଲ ପାଇବା ଗଢିଉଠିଥିଲା ଏବଂ ଏହା  ଲୁଚି ଲୁଚି ଦେଖାଶୁଣା ରୁ ମୋବାଇଲ ମାଧ୍ୟମରେ ସ୍ବାମୀ ବା ବନ୍ଧୁ ର ଅଜାଣତରେ ଚାଲିଥିଲା ଏବଂ ଏହା ପରେ ସ୍ବାମୀ ନଥିବା ଅବସ୍ଥାରେ ଶାରୀରିକ ସଂପର୍କ ମଧ୍ୟ ସ୍ଥାପନା ହେଲା ।ଏହି କଥା ସ୍ବାମୀ ଜାଣିବା ପରେ ସେ ନିଜ ବନ୍ଧୁଙ୍କୁ ଏହି ବିଷୟରେ ପଚାରି ବୁଝିବାରୁ ଏହା ସତ ବୋଲି ଜଣାପଡିଥିଲା।

 

ଏହା ବହୁଦିନ ଧରି ଚାଲିଥିବା ତାଙ୍କ ସ୍ବାମୀ କହିଛନ୍ତି ।ସେ ଘରେ ନଥିବା ସମୟରେ ତାଙ୍କ ବନ୍ଧୁ ଦେଖା କରିବା ପାଇଁ  ଆସି ତାଙ୍କ ସହ ୩ ଥର ଶାରୀରିକ ସମ୍ପର୍କ ରଖିଥିବା କହିଛନ୍ତି ଏବଂ ତାଙ୍କ ସହ ମୋବାଇଲରେ କଲ ମାଧ୍ୟମରେ ମଧ୍ୟ  କଥା ହୋଇଥାନ୍ତି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଦୁଇ ବନ୍ଧୁ ଘରେ ଥିବା ସମୟରେ ବିବାହିତ ବନ୍ଧୁ ଘରେ ଉପସ୍ଥିତ ଥିବା ସମୟରେ ,ଯେତେବେଳେ ସେ ସୋଇଯାଇଥିଲେ ସେତେବେଳେ ଦୁହେଁ ଶାରୀରିକ ସଂପର୍କ ରଖିଥିଲେ ଏବଂ ତାହାର ଫଟୋ ମଧ୍ୟ ଉଠାଇଥିଲେ।ବାସ୍ତବରେ ଏହା କେତେ ଲଜ୍ୟାଜନକ  ଘଟଣା ।ଏବେ କହିବାକୁ ଗଲେ ବନ୍ଧୁଙ୍କ ମଧ୍ୟରେ ଏବେ ଏମିତି ବିଶ୍ୱାସ ବୃଦ୍ଧି ପାଉଛି ଯାହାଦ୍ଵାରା କାହାକୁ ବିଶ୍ୱାସ କରିବା ଉଚିତ ମନେ ହେଉନାହିଁ।

 

ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢିଉଠିଥିଲା ଏବଂ ଏହା ପରେ ବାହାଘରରେ ପରିଣତ ହୋଇଥିଲା ତାହା ପୁଣି ଘର ବିନାନୁମତିରେ ତାଙ୍କୁ ଲଭ୍ ମେରେଜ କରିଥିଲେ ଏବଂ ତାଙ୍କୁ ବାହାଘରର ୭ ମାସ ପରେ ଭୁବନେଶ୍ବର ନେଇଆସିଥିଲେ ।ସେ ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ସେଠାରେ ଆଉ କାହାକୁ ଭଲ ପାଇବସିଲେ।ଏକଥା ତାଙ୍କ ସ୍ଵାମୀ ଜାଣିବା ପରେ ସେ ତାଙ୍କୁ ପୁଣିଥରେ ଗାଁକୁ ନେଇଯାଇଥିଲେ ।କିନ୍ତୁ ସେଠାରେ ଏହିଭଳି ଘଟଣା ଆଉ ଥରେ ଘଟିବାରୁ ସେ ବାଧ୍ୟ ହୋଇ ଶେଷରେ ତାଙ୍କୁ ପୁଣିଥରେ ଭୁବନେଶ୍ୱର ନେଇଆଶିଥିଲେ।ସେ ପରେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ର ଅନେକ ପୁଅଙ୍କ ସହ ସମ୍ପର୍କ ଥିଲା ଏବଂ ସେ ଅନେକ ପିଲାକୁ ମଧ୍ୟ ଭଲ ପାଇ ପରେ ଛାଡିଦେଇଥିଲେ।

ଏହି ବିଷୟରେ ସମସ୍ତ ଘଟଣା ତାର ବନ୍ଧୁ ଜାଣିବା ପରେ ତାକୁ ଫୋନ ମାଧ୍ୟମରେ ସଂଯୋଗ କରିଥିଲା ଏବଂ ସେ ଦୁହିଁଙ୍କ ମଧ୍ୟରେ କଣ କଥା ଏଵଂ ସଂପର୍କ ଥିଲା,କେବେଠାରୁ ଏହା ଚାଲିଥିଲା,ତା ବନ୍ଧୁ କେତେଥର ତା ସ୍ତ୍ରୀ ସହ ସମ୍ପର୍କ ରଖିଥିଲା ।ନିଜ ବନ୍ଧୁ ଏବଂ ନିଜ ସ୍ତ୍ରୀ ସହ ଶାରୀରିକ ସଂପର୍କ ଚାଲୁଥିବା ସମୟରେ ନିଜ ସ୍ତ୍ରୀ ତା ସ୍ବାମୀ ଫୋନରେ ସେହି ସମୟର ଦୃଶ୍ୟକୁ ମୋବାଇଲ ରେ ଫଟୋ ମାଧ୍ୟମରେ ଉଠାଇଥିଲେ ଯାହା ପରେ ନିଜ ବନ୍ଧୁ ଦେଖିବାରୁ ଏହା ସମସ୍ତଙ୍କ ସାମନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *