ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶା ର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଉପରେ ଆସିଛି ନି-ର୍ଯା-ତ-ନା ର ଅଭିଯୋଗ।ଏବଂ ଏହି ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ନିଜେ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆଜି କାଲି ଏହି ଦୁନିଆ ରେ ବହୁତ କିଛି ଜିନିଷ ବଦଳିଗଲାଣି।ଆଗରୁ ଏହି ସମାଜରେ ଘଟୁଥିବା ଅନେକ ଘଟଣା ବିଷୟରେ ଲୋକମାନେ ଅବଗତ ହୋଇପାରୁ ନଥିଲେ କାରଣ ଆଗକାଳ ରେ ଏମିତି ସମୃଦ୍ଧ ଜରିଆ ନଥିଲା ଯାହା ଦ୍ଵାରା ସବୁ ଖବର ସମ୍ପର୍କରେ ସବୁ ଲୋକ ଜାଣିପାରିବେ।କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି,ଆଉ ଏହି ସମାଜ ରେ ଘଟୁଥିବା ଟିକି ନିଖି ଖବର ସମ୍ୱନ୍ଧ ରେ ଦୁନିଆର ପ୍ରତ୍ୟେକ ଲୋକ ଜାଣିପାରୁଛନ୍ତି।
ପ୍ରତିଦିନ ଆମେ କିଛି ଖରାପ ଘଟଣା ବିଷୟରେ ଜାଣିବାକୁ ପାଉ ତ କିଛି ଭଲ ଘଟଣା ସମ୍ପର୍କରେ ଜାଣିବାକୁ ପାଉ।ଆଗରୁ ସ୍ତ୍ରୀ ଲୋକ ଟିଏ ବହୁତ ନି-ର୍ଯା-ତ-ନା ସହି ମଧ୍ୟ ସେ ସମ୍ପର୍କରେ ବିରୋଧ କରୁନଥିଲେ,କାରଣ ସେତେବେଳେ ସ୍ତ୍ରୀ ଲୋକ ମାନେ ସଚେତନ ନଥିଲେ।କିନ୍ତୁ ଏବେ ନାରୀ ଏତେ ସଚେତନ ହୋଇଗଲାଣି ଯେ ଆଉ କେହି ସ୍ତ୍ରୀ ଲୋକ ନିର୍ଯାତନା ସହୁ ନାହାନ୍ତି।ସ୍ବାମୀ ଯେତେ ବଡ଼ କିମ୍ବା ଚର୍ଚ୍ଚିତ ଲୋକ ହୋଇଥାଉ ନା କାହିଁକି ସ୍ତ୍ରୀ ତାର ସ୍ବାମୀ ବିରୋଧ ରେ ଅଭିଯୋଗ କରିପାରୁଛି।
ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯେଉଁଠି ଓଡ଼ିଶାର ସୁପରିଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ଶାରୀରିକ ଏବଂ ମାନସିକ ନିର୍ଯାତନା ର ଅଭିଯୋଗ ଆଣିଛନ୍ତି।ନିଜ ଗୀତ ରେ ସମସ୍ତଙ୍କୁ ମତୁଆଲା କରାଉଥବା ହ୍ୟୁମାନ ବର୍ତ୍ତମାନ ନି-ର୍ଯା-ତ-ନା ଅଭିଯୋଗ ରେ ଫସିଯାଇଛନ୍ତି।ବଲାଙ୍ଗୀର ର ବାସିନ୍ଦା ହ୍ୟୁମାନ ବର୍ତ୍ତମାନ କଟକ ସହରରେ ରହୁଛନ୍ତି।ତେବେ ହ୍ୟୁମାନଙ୍କ ସ୍ତ୍ରୀ ଙ୍କ କହିବା ଅନୁଯାୟୀ ହ୍ୟୁମାନ ଆଗଭଳି ଆଉ ତାଙ୍କୁ ଭଲ ପାଉନାହାନ୍ତି।ତାଙ୍କୁ ଶାରୀରିକ ଏବଂ ମାନସିକ ଭାବରେ ନି-ର୍ଯା-ତ-ନା ଦେଉଛନ୍ତି।
ସେ ଆହୁରି କହିଛନ୍ତି କୁ ହ୍ୟୁମାନ ରାତି ରେ ଆସି ସବୁବେଳେ ତାଙ୍କୁ ମାରଧର କରୁଛନ୍ତି ଏବଂ ତାଙ୍କ ସହ ଖରାପ ବ୍ୟବହାର କରୁଛନ୍ତି।ଏଇ କିଛି ମାସ ହେବ ପାରିବାରିକ କ-ଳ-ହ ଯୋଗୁଁ ତାଙ୍କ ସ୍ତ୍ରୀ ବାଲେଶ୍ବର ରେ ଥିବା ତାଙ୍କ ବାପଘରକୁ ପଳେଇ ଆସିଥିଲେ।ତଥାପି ହ୍ୟୁମାନଙ୍କ ବ୍ୟବହାର ରେ କିଛି ପରିବର୍ତ୍ତନ ନା ହେବାରୁ ତାଙ୍କ ସ୍ତ୍ରୀ ମଙ୍ଗଳବାର ଦିନ କଟକ ର ଡିସିପି ପିନାକୀ ମିଶ୍ର ଙ୍କ ନିକଟ ରେ ଅଭିଯୋଗ କରିଥିଲେ।ଏହି ଅ-ଭି-ଯୋଗ ର ତଦନ୍ତ କରିବାକୁ ଡିସିପି ମହିଳା ଥା-ନା କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଉଭୟ ଙ୍କୁ ଏ ନେଇ ଥା-ନା କୁ ଡକାଯାଇଛି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।