ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଅନୁଭବ ଓ ମୁଁ ହେଉଛୁ ଗୋଟିଏ ପରିବାର, ପ୍ରଭୁ ଜଗନ୍ନାଥ ଯାହା ଚାହିଁବେ ସେୟା ହେବ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ଓଡ଼ିଆର ଓଲିଉଡ ଷ୍ଟାର ଓ Mp ଅନୁଭବ ମହାନ୍ତି। ଯିଏ ନିକଟ ଅତୀତରେ ଅନେକ ଚର୍ଚ୍ଚା ର ସାମ୍ନା ହୋଇଛନ୍ତି। ତାଙ୍କର ଚର୍ଚ୍ଚାର କାରଣ ସେ ଜଣକୁ ଭଲ ପାଈ ବିବାହ କରିଥିଲେ।ଆଉ ଆଜି ସେ ତାଙ୍କୁ ଛା-ଡ-ପ-ତ୍ର ଦେବାକୁ ଯାଇ କୋର୍ଟ କେସ ମଧ୍ୟ ହୋଇଛି।ମାତ୍ର ଯେତେବେଳେ ଭଲ ପାଉଥିବା ଲୋକଟି ପ୍ରତାରଣା ପାଈ ଥାଏ ସେତବେଳେ ସେ ଆଉ ଭଲ ପାଇବା ଖୋଜି ନଥାଏ । ଆମ ଓଡ଼ିଆର ଓଲିଉଡ ଷ୍ଟାର ଓ Mp ଅନୁଭବ ମହାନ୍ତି। ଯିଏ ନିକଟ ଅତୀତରେ ଅନେକ ଚର୍ଚ୍ଚା ର ସାମ୍ନା ହୋଇଛନ୍ତି।
ତେବେ ଚର୍ଚ୍ଚା ତାଙ୍କ ନାମ ସହ ଜାଗୃତିଙ୍କ ନାମ ଯୋଡ଼ା ହେବା।ନିକଟରେ ଅନୁଭବ ମହାନ୍ତିଙ୍କ ସହ ଜାଗୃତି ଶୁକ୍ଳାଙ୍କ ସମ୍ପର୍କ ଯୋଡ଼ା ଯାଇଥିଲା। ବର୍ଷାଙ୍କ ସହ ଝାଡପତ୍ର ପରେ ଅନୁଭବ ଜାଗୃତି ଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହଉଛି।ଆଉ ଏହି ଚର୍ଚ୍ଚା ଉପରୁ ପରଦା ହଟେଇଛନ୍ତି ଜାଗୃତି । ନିକଟ ରେ ବସନ୍ତ ଙ୍କ ବାର୍ଷିକ ଜୟନ୍ତୀ ରେ ଯୋଗ ଦେଇ ଜାଗୃତି ତାଙ୍କ ବୟାନ ରଖିଛନ୍ତି।ସେ କହିଛନ୍ତି ସେ ଓଡ଼ିଶା କୁ ଭଲ ପାଆନ୍ତି ଆଉ ଓଡ଼ିଶା ତାଙ୍କୁ ମଧ୍ୟ ଭଲ ପାଏ।
ସେ ଆଉ ଅନୁଭବ ଗୋଟିଏ ପରିବାରର।ପ୍ରଭୁ ଜଗନ୍ନାଥ ଚାହିଁଲେ ସବୁ କିଛି ସମ୍ଭବ ହେଇ ପାରିବ। ଯେଁଉ ମାନେ ଅଯଥା ରେ ଅନୁଭବ ଆଉ ତାଙ୍କ ସମ୍ପର୍କ ଯୋଡୁଥିଲେ ସେମାନଙ୍କୁ ସେ କଡ଼ା ଜବାବ ଦେଇଛନ୍ତି।ସେ କହିଛନ୍ତି କି ଅନୁଭବ ଏବଂ ସେ ଏକ ଭଲ ସାଙ୍ଗ।ଆମେ ହେଉଛୁ ଗୋଟିଏ ପରିବାର ।ଆମେ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉ ଯେମିତି ଦୁଇ ଭଲ ସାଙ୍ଗ ପରସ୍ପର ଭଲ ପାଆନ୍ତି।
କିନ୍ତୁ ଯେଁଉ ବିବାଦ ଉଠିଛି ସେଥିରେ ଆମର କାହାରି ଦୋଷ ନାହିଁ ଆମକୁ ଏଥିରେ ଜବରଦସ୍ତ ଟଣା ଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ବିବାହିତ ଆଉ ମୋର ମଧ୍ୟ ଏକ ପରିବାର ଅଛି।ଜାଗୃତି ଡାଇରେକ୍ଟ ଟାରଗେଟ୍ କରିଛନ୍ତି ଯେଉଁମାନେ ଏକ ପବିତ୍ର ସାଙ୍ଗ ସମ୍ପର୍କ କୁ ଖରାପ କରୁଥିଲେ।ସେମାନଙ୍କୁ ସେ କଡ଼ା ଜବାବ ଦେଇ ସେମାନଙ୍କ ମୁଁହ ଚୁପ୍ କରିଦେଇଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।