ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ। ଆପଣ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ଲୋକପ୍ରିୟ କଳାକାର ଅନୁଭବ ମହାନ୍ତି ଙ୍କୁ ତ ବେଶ ଭଲଭାବେ ଜାଣିଥିବେ । ନିଜ ଅଭିନୟ ଦୁନିଆରେ ପାଦ ଦେବା ପରେ ଖୁବ୍ ଲୋକପ୍ରିୟ ହୋଇ ପାରିଥିଲେ ଅନୁଭବ ମହାନ୍ତି । ଦର୍ଶକ ମାନଙ୍କୁ ବହୁତ୍ ଭଲ ପାଇବା ଅନୁଭବ ମହାନ୍ତି ଙ୍କୁ ମିଳିବା ପରେ ଅନୁଭବ ମହାନ୍ତି ରାଜନୀତି ରେ ମଧ୍ୟ ପାଦ ଦେଇଥିଲେ ଏବଂ ସାଂସଦ ମଧ୍ୟ ହେବାରେ ସଫଳତା ଲାଭ କରିଥିଲେ ।
ଅବଶ୍ୟ ପାରିବାରିକ ବିବାଦ ପାଇଁ ଅନେକ ଥର ସାମ୍ନାକୁ ଆସନ୍ତି ଅନୁଭବ ମହାନ୍ତି ବର୍ତ୍ତମାନ ସୁଦ୍ଧା ତାଙ୍କ ଛାଡପତ୍ର ମାମଲା କୋର୍ଟ ରେ ପେଣ୍ଡିଙ୍ଗ ହୋଇ ରହିଛି ।ତେବେ ଅନୁଭବ ମହାନ୍ତି ଙ୍କ ନୂଆ ନୁଆ ପାରିବାରିକ ବିବାଦ ବେଳେ ତାଙ୍କୁ ସପୋର୍ଟ ଦେଇଥିଲେ ବନ୍ଧୁ ଜାଗୃତି ଶୁକ୍ଳା ଯାହାକି ଖୁବ୍ ଚର୍ଚ୍ଚାର ବିଷୟ ପାଲଟି ଥିଲା । ସେହି ସମୟରେ ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତି ଙ୍କ ଏକାଠି ଖୁବ୍ ସମୟ ହେବା ସୋସିଆଲ ମିଡିଆରେ ଦେଖା ଯାଇଥିଲା।
ତେବେ ବର୍ତ୍ତମାନ ଏକ ସଭାରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସମସ୍ତ କଳାକାର ତଥା ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାର ଦେଖା ଯାଇଥିଲା । ଅନୁଭବ ମହାନ୍ତି ମଧ୍ୟ ସେହି ସଭାରେ ଉପସ୍ଥିତ ଥିବା ବେଳେ ବନ୍ଧୁ ଜାଗୃତି ଶୁକ୍ଳା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ତେବେ ଏହି ସମସ୍ତଙ୍କ ଥିବା ଅବସ୍ଥାରେ ଅନୁଭବ ମହାନ୍ତି କହିଲେ ଏମିତି ଏକ କଥା ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ଙ୍କ ଛାଡପତ୍ର ମାମଲା ବର୍ତ୍ତମାନ କୋର୍ଟ ରେ ବିଚାରଧୀନ ଅବସରରେ ଥିବାବେଳେ ଅନୁଭବ ବର୍ଷା ଙ୍କୁ ଗଣ ମାଧ୍ୟମ ସାମ୍ନାରେ ନୀଚା ଦେଖିବାକୁ କୌଣସି କ୍ଷେତ୍ରରେ ପଛଉ ନାହାନ୍ତି । ସେହି ସଭାରେ ଅନୁଭବ ମହାନ୍ତି ଜାଗୃତି ଶୁକ୍ଳା ଙ୍କ ଆଗରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିଷୟରେ କିଛି ବୟାନ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ।
ଅନୁଭବ ମହାନ୍ତି ହିରୋ ବୁଦ୍ଧାଦିତ୍ୟ ଙ୍କ କଥା କାଟି ଦେଇ କହିଥିଲେ ଆପଣ ଜାଣିଛନ୍ତି ତ ଅନୁଭବ ହେବାକୁ ହେଲେ ଆପଣଙ୍କୁ କଣ କରିବାକୁ ହେବ । ତେବେ ବୁଦ୍ଧାଦିତ୍ୟ ବର୍ଷା ଙ୍କ ସମ୍ପର୍କରେ କିଛି କହୁଥିବା ବେଳେ ଅନୁଭବ କଥା କାଟି ନିଜର ମତାମତ ଦେଇଥିଲେ କିଛି ଏହି ଭଳି । ତେବେ ସେଠାରେ ଜାଗୃତି ଶୁକ୍ଳା ଉପସ୍ଥିତ ଥିବା ବେଳେ ଅନ୍ୟାନ୍ୟ ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ ।
ତେବେ ସମସ୍ତଙ୍କ ଆଗରେ ଅନୁଭବ ମହାନ୍ତି ଏମିତି ମତାମତ କାହିଁକି ଦେଲେ ତାହା ବର୍ତମାନ ଗଣମାଧ୍ୟମ ସାମ୍ନାରେ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ଅନୁଭବ ଦେଇଥିବା ଏହି ବାଇଟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଦେଖିବା ପରେ ଅନେକ ଲୋକ ଅନେକ ପ୍ରକାର ମତ ଦେଇଛନ୍ତି ।