ଖୁଡି ପୁତୁରାଙ୍କ ଅଡିଓ କଲ ପ୍ରେମଳାପ ହେଇଗଲା ଭାଇରଲ | ଶୁଣନ୍ତୁ କଲ ରେକର୍ଡ…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଦୁନିଆରେ ଅନେକ ପ୍ରକାର ପବିତ୍ର ସମ୍ପର୍କ ରହିଛି ସେହି ମଧ୍ୟରୁ ଖୁଡି ପୁତୁରା ସମ୍ପର୍କ ଅନ୍ୟତମ ଅଟେ । ଖୁଡି ପୁତୁରା ଙ୍କ ସମ୍ପର୍କ ମା ପୁଅଙ୍କ ଭଳି ମଧ୍ୟ ମାନ୍ୟତା ମିଳିଥାଏ । କିନ୍ତୁ ସେହି ସମ୍ପର୍କରେ ଯେତେବେଳେ କଳଙ୍କ ଲାଗେ ସେତେବେଳେ ଏମିତି ସମାଜରେ ପରିମାଣ ମିଳେ ଆପଣ ବିଶ୍ୱାସ କରିପାରିବେନି । ଅନେକ ଭିଡିଓ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ତାହା ମଧ୍ୟରୁ କିଛି ଭଲ ଏବଂ ଖରାପ ହୋଇଥାଏ । 

 

ତେବେ ସେହି ମଧ୍ୟରୁ ଆଜି ମଧ୍ୟ ଏକ ଅଡିଓ କଲ ରେକର୍ଡ ଗଣ ମାଧ୍ୟମ ସାମ୍ନାକୁ ଆସିଛି ଯାହାକି ଖୁବ୍ ଲଜ୍ୟା ଜନକ । ଏହି ରେକଡ଼ିଂ ଶୁଣିବା ପରେ ସମସ୍ତେ ନିଜ ନିଜ ମତାମତ ଦେବା ସହ ଏପରି କରିବା ଅନୁଚିତ୍ ବୋଲି ଦର୍ଶାଇଥିଲେ । ଖୁଡି ପୁତୁରା ଙ୍କ ସମ୍ପର୍କରେ କଳଙ୍କ ଲଗେଇ ଦେଇଛନ୍ତି ଏହି ଖୁଡି ପୁତୁରା ଜଣଙ୍କ । ଅଡିଓ ମଧ୍ୟରୁ ଯାହା ଜଣା ପଡ଼ିଛି ଖୁଡି ଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ବାଡେଇ ଛାଟି ହେଉଛନ୍ତି ପୁତୁରା ଜଣଙ୍କ ।

 

ଏବଂ ଖୁଡି ଙ୍କୁ କହୁଛନ୍ତି ତାଙ୍କଠାରୁ ସେ ଯେମିତି ଶାରୀରିକ ସୁଖ ପାଆନ୍ତି ତାଙ୍କୁ ଅନ୍ୟ କେହି ଶାନ୍ତି କରିପାରନ୍ତି ନାହିଁ । ତେବେ ଏହି ଭାଇରାଲ ଅଡିଓ ରେ ଖୁଡି ମଧ୍ୟ ତାଙ୍କ ସହ ଭଲ ଭାବେ ଜଡ଼ିତ ଅଛନ୍ତି ଯାହା ଶୁଣିବାକୁ ମିଳିଛି ଉଭୟଙ୍କ କଥାବାର୍ତ୍ତା ରେ । ଅଡିଓ କଲ ରେ ଖୁଡି ଙ୍କ ସହ ଦେଖା କରିବା ପାଇଁ ଜିଦି କରୁଥିବା ବେଳେ ପୁତୁରା ଙ୍କୁ ଅଟକେଇ ଦେଇଛନ୍ତି ଖୁଡି ଜଣଙ୍କ । ଖୁଡି କୁ ସ୍କୁଲ ରୁମ୍ କୁ ଡାକିଥିବ ବେଳେ ପୁତୁରା ଙ୍କୁ ମନା କରିଦେଇଥିଲେ ଖୁଡି ।

 

ହେଲେ ପୁତୁରା ଜଣଙ୍କ ଆଉ ଖୁଡି ଙ୍କୁ କଷ୍ଟ ନଦେବାପାଇଁ କହିଥିଲେ ଏବଂ ତାଙ୍କ ଇଛା ପୁରଣ କରିବାକୁ ନିବେଦନ କରିଥିଲେ । ମାତ୍ର ଖୁଡି ଜଣଙ୍କ ଉତ୍ତର ରେ କହିଥିଲେ ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି ଆଉ ନୁହେଁ । ତେବେ ଖୁଡିଙ୍କ ଏହିପରି କଥାବାର୍ତ୍ତା କୁ ଲକ୍ଷ କରି ସଫା ସଫା ଜାଣି ହେଉଥିଲା ଯେ ଖୁଡି କୌଣସି କାରଣ ପାଇଁ ପୁତୁରା ଙ୍କ ଉପରେ ଅଭିମାନ କରିଛନ୍ତି ଏବଂ ଯାହା ଦ୍ଵାରା ସେହି ମୁହୂର୍ତ୍ତରେ ତାଙ୍କ ଇଛା ପୂରଣ କରିବାକୁ ଚାହୁଁ ନାହାନ୍ତି । 

ଖୁଡି ଙ୍କୁ ବୁଝାଇବାକୁ ପୁତୁରା ଜଣଙ୍କ ସତ ଚେଷ୍ଟା କରିଥିଲେ ମଧ୍ୟ ଖୁଡି ଜଣଙ୍କ ଅରାଜି ହୋଇଥିଲେ । ପୁତୁରା ଏବଂ ଖୁଡି ଙ୍କ ମନ ମତାନ୍ତର ପାଇଁ ଏମିତି କଥା ହେଉଥିଲେ । ପୁତୁରା ଜଣଙ୍କ ଏହା ମଧ୍ୟ କହିଥିଲେ ଯେ ତାଙ୍କୁ ଅନେକ ସୁନ୍ଦର ସୁନ୍ଦର ଝିଅ ଅଫର ଦେଇଥିଲେ ମଧ୍ୟ ସେ କେବଳ ଖୁଡି ଙ୍କ ଭଲ ପାଆନ୍ତି ଅନ୍ତର ଆତ୍ମା ରୁ । ତେବେ ଏହି ଅଡିଓ କଲ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

Leave a Reply

Your email address will not be published. Required fields are marked *