ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ସାଙ୍ଘାତିକ ଅଭିଯୋଗ | ମଦ ପିଇ ବହେ ବାଡ଼ଉଛନ୍ତି…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ  । ଆପଣ ଓଡ଼ିଆ ଇଣ୍ଡଷ୍ଟ୍ରି ଚର୍ଚ୍ଚିତ ଗୀତିକାର ହ୍ୟୁମାନ ସାଗର ଙ୍କୁ ବହୁତ୍ ଭଲ ଭାବେ ଜାଣିଥିବେ। ହ୍ୟୁମାନ ସାଗର ବର୍ତ୍ତମାନ ସୁଦ୍ଧା ବହୁତ୍ ଗୀତ ଗାଇ ସାରିଲେଣି । ହ୍ୟୁମାନ ସାଗର ଙ୍କ ଗୀତ ଲୋକମାନଙ୍କୁ ହୃଦୟକୁ ଛୁଇଁ ଯାଏ । ହ୍ୟୁମାନ ସାଗର ଅନେକ ଦୁଃଖଭରା ଗୀତ ଗାଇ ଲୋକମାନଙ୍କ ହୃଦୟରେ ରାଜ କରନ୍ତି । ଅନେକ ସମୟରେ ରୋମାଣ୍ଟିକ ଗୀତ ଗାଇ ମଧ୍ୟ ଚର୍ଚ୍ଚାରେ ରୁହନ୍ତି ହ୍ୟୁମାନ ସାଗର । 

 

ଗୀତ ଗାଇବା ସହ ଅନେକ ପ୍ରକାର ଷ୍ଟେଜ ପୋଗ୍ରାମ ମଧ୍ୟ କରନ୍ତି । ତେବେ ହ୍ୟୁମାନ ସାଗର ଙ୍କୁ ଲୋକମାନେ ଯେତିକି ଭଲ ପାଆନ୍ତି ତାଙ୍କ ଗୀତ ଙ୍କୁ ମଧ୍ୟ ଭଲ ପାଆନ୍ତି । ଧୀରେ ଧିରେ ଓଡ଼ିଆ ଇଣ୍ଡଷ୍ଟ୍ରି ସହ ଜଡ଼ିତ ହୋଇଥିଲେ ହ୍ୟୁମାନ ସାଗର । ତେବେ ଏହି ବରିଷ୍ଟ ଗୀତିକାର ହ୍ୟୁମାନ ସାଗର ଙ୍କ ନାଁ ରେ ଆସିଛି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ଆଉ କେହି ଆଣି ନାହାନ୍ତି ବରଂ ଆଣିଛନ୍ତି ନିଜେ ହ୍ୟୁମାନ ସାଗର ଙ୍କ ପତ୍ନୀ । 

 

ହ୍ୟୁମାନ ସାଗର ପତ୍ନୀ ଙ୍କ ଅଭିଯୋଗ ଅନୁଯାୟୀ ତାଙ୍କୁ ନିର୍ଯାତନା ଦିଅନ୍ତି ସ୍ଵାମୀ ହ୍ୟୁମାନ ସାଗର । ଅନେକ ସମୟରେ ତାଙ୍କୁ ମାଡ ମାରିବା ସହ ତାଙ୍କ ପ୍ରତି ଅତ୍ୟାଚାର କରନ୍ତି । ଯାହାର ଅଭିଯୋଗ କରିଛନ୍ତି ପତ୍ନୀ । ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ପତ୍ନୀ ଘରେ ନଥିବା ବେଳେ ନିଜ ବାପଘର କୁ ଚାଲି ଯାଇଛନ୍ତି । ବାପଘରକୁ ଗଲା ପରେ ହ୍ୟୁମାନ ସାଗର ଙ୍କ କିଛି ପ୍ରତିକ୍ରିୟା ନ ମିଳିବାରୁ ବାଧ୍ୟ ହୋଇ ଅଭିଯୋଗ ଆଣିଛନ୍ତି ପତ୍ନୀ । 

 

ତେବେ ଏହି ଅଭିଯୋଗ ରେ ହ୍ୟୁମାନ ସାଗର ଙ୍କ ଉପରେ ପଡ଼ିଛି ବଡ ପ୍ରଭାବ । ହ୍ୟୁମାନ ସାଗର ଙ୍କ ନାଁ ରେ ଏମିତି ଅଭିଯୋଗ ଆସିବ ବୋଲି କେହି କେବେ ବିଶ୍ୱାସ ମଧ୍ୟ କରିନଥିଲେ । ନିହାତି ଭାବେ ଏହି ଅଭିଯୋଗ ପରେ ହ୍ୟୁମାନ ସାଗର ଙ୍କ ଭାବମୂର୍ତ୍ତି ଉପରେ ଆଞ୍ଚ ଆସିବା ସହ ପତ୍ନୀ ଙ୍କ ଅଭିଯୋଗ ସତ ପ୍ରମାଣିତ ହେଲେ ତେବେ ଆଇନ୍ ଅନୁଯାୟୀ ହ୍ୟୁମାନ ସାଗର ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ନେଇ ସୂଚନା ରହିଛି । 

ତେବେ ପତ୍ନୀ ଙ୍କ ଏହି ଅଭିଯୋଗ କ୍ରମେ ହ୍ୟୁମାନ ସାଗର ଙ୍କ କ୍ଷେତ୍ରରେ ବର୍ତ୍ତମାନ ତଦନ୍ତ ଆବଶ୍ୟକ ବୋଲି ସୂଚନା ମିଳିଛି । ବର୍ତ୍ତମାନ ପତ୍ନୀ ଅଭିଯୋଗ ଆଣିଥିବା ବେଳେ ହ୍ୟୁମାନ ସାଗର ଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳିନାହିଁ ଆଗାମୀ ସମୟରେ ଏହି କ୍ଷେତ୍ରରେ ହ୍ୟୁମାନ ସାଗର ମୁଁହ ଖୋଲିବେ ବୋଲି ଆଲୋଚନା ଚାଲିଛି। 

Leave a Reply

Your email address will not be published. Required fields are marked *