Katrina ଙ୍କ ସହ ବିବାହ ପୂର୍ବରୁ Vicky Kaushal ଡେଇଁଲେ ସମୁଦ୍ରକୁ…ଜାଣନ୍ତୁ Vicky କଲେ ଏମିତି କଣ ରହିଛି କାରଣ….

 

ଦର୍ଶକ ବନ୍ଧୁ ଆପଣ ମାନେ ତ ବଲିଉଡ୍ ସିନେମା ଜଗତର ଜଣେ ଜଣଶୁଣା ଅଭିନେତା ବିକି କୌଶଲ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ସେହି ଅଭିନେତା ଜଣକ ବିବାହ ବନ୍ଧନ ରେ ବାନ୍ଧି ହେବେ ବୋଲି କିଛି ଦିନ ହେବ ଏହି କଥା ଟି ବେଶ୍ ଜୋର୍ ଧରିଥିଲା । ସୂଚନା ରୁ ଜଣା ପଡ଼ୁଛି ଯେ ବଲିଉଡ୍ ର ଜଣାଶୁଣା ହିରୋଇନ୍ କ୍ୟାଟ୍ରିନା କୈଫଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ  ବୋଲି ଫାଇନାଲ ହୋଇଥିଲା ଅଭିନେତା ବିକି କୌଶଲଙ୍କର । କାହିଁକି ସମୁଦ୍ର କୁ ଡେଇଁଲେ ଏବେ Vicky।

 

ଆଉ କିଛି ଦିନ ପରେ ବିକି ହାତ ରୁ ଦୁଇ ହାତ ହେବେ ଏବଂ ଏଥିମଧ୍ୟରେ  ବର୍ତ୍ତମାନ ବିକି ଙ୍କ ର ଏକ ଭି-ଡି-ଓ ସାମ୍ନା କୁ ଆସିଛି ଯାହାକି ଦର୍ଶକ ମାନଙ୍କୁ ଆ-ଶ୍ଚ-ର୍ଯ୍ୟ ଚ-କି-ତ କରିଦେଇଛି । ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ସେହି ଭି-ଡି-ଓ ରେ ଏମିତି କଣ ଅଛି ଯାହାକୁ ଦେଖି ଦର୍ଶକ ମାନେ ଆ-ଶ୍ଚ-ର୍ଯ୍ୟ ହୋଇ ଯାଇଛନ୍ତି ।ତେବେ ଦର୍ଶକ ବନ୍ଧୁ ସେହି ସେହି ଭି-ଡି-ଓ ରେ ବିକି ସମୁଦ୍ର କୁ ଡେଇଁବା ସହିତ ଜୀଅନ୍ତା କଙ୍କଡା ଖାଉଥିବା ନଜର ଆସିଛନ୍ତି କିନ୍ତୁ ସେ ଏମିତି କାହିଁକି କରୁଛନ୍ତି ଆସନ୍ତୁ  ଜାଣି ନେବା ପ୍ରକୃତ ଘଟଣା ।

 

ସୂତ୍ର ରୁ ଏହା ଜଣା ପଡ଼ିଛି ଯେ ନିକଟ ରେ ଆଡଭେଞ୍ଚର ଶୋ’ ‘ଇନ୍‌ଟୁ ଦ ୱାଇଲ୍ଡ ୱିଥ ବେଅର ଗ୍ରିଲ୍ସ’ ରେ ନଜର ଆସିଛନ୍ତି ବଲିଉଡ୍ ର ଅଭିନେତା ବିକି କୌଶଲ । ସେହି ଶୋ ରେ ସେ ବେଅର ଗ୍ରୀଲ୍ସ ଙ୍କ ସହିତ ଅନେକ ପ୍ରକାରର ଷ୍ଟଣ୍ଟ ଦେଖାଇ ଥିଲେ ଏବଂ ବର୍ତ୍ତମାନ ସମୟ ରେ ସେହି ଶୋ ର ସେହି ଭି-ଡି-ଓ ଟି ସାମ୍ନା କୁ ଆସିଛି । ଏହା ସହିତ ମଧ୍ୟ ବିକି ନିଜର ସୋସିଆଲ ମି-ଡ଼ି-ଆ ଆକାଉଣ୍ଟ ଅର୍ଥାତ୍ ନିଜର ଇନଷ୍ଟାଗ୍ରାମ ରେ ଏହି ଜ-ବ-ର-ଦ-ସ୍ତ ଭି-ଡି-ଓ ଟି କୁ ସେୟାର କରିଛନ୍ତି ଏବଂ କ୍ୟାପସନ ରେ ମଧ୍ୟ ଏହା ଲେଖିଛନ୍ତି କି  ‘ଜୀବନରେ ଥରୁଟିଏ କୌଣସି ଏକ ପ୍ରକାରର ଦୁଃ&ସା-ହ-ସି-କ କାମ କରି ରୋମାଞ୍ଚକର ଅନୁଭବ ନେବା ଉଚିତ୍ ।

 

ବିକି ନିଜର ଇନଷ୍ଟାଗ୍ରାମ ରେ ପୋଷ୍ଟ କରିଥିବା ସେହି ଭି-ଡି-ଓ ରେ ଏହା ଦେଖିବାକୁ ମିଳିଛି ଯେ , କେତେବେଳେ ବିକି ସମୁଦ୍ର ଭିତରକୁ ଡେଇଁ ଆଡଭେଞ୍ଚର ଦେଖାଉ ଥିବା ବେଳେ ଆଉ କେତେବେଳେ ଜୀବନ୍ତ ଥିବା କଙ୍କଡା କୁ ଖାଉଛନ୍ତି । ଖାଲି ଏତିକି ନୁହେଁ ଏହା ସହିତ ପାଣି ଭିତରେ ସାର୍କ ମାଛ ଠାରୁ ବଞ୍ଚିବା ପାଇଁ ପାଣି ଭିତରେ ଦୌଡି ପଳାଉଥିବାର ଦେଖିବାକୁ ମିଳିଛି ସେହି ଭିଡିଓ ରେ । ତେବେ ବର୍ତ୍ତମାନ ସମୟ ରେ ବିକ୍କି ଙ୍କ ର ଏହି ଭି-ଡି-ଓ ସୋସିଆଲ ମି-ଡ଼ି-ଆ ରେ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *