ୟୁଟୁବର ପିଣ୍ଟୁ ଙ୍କ ସ୍ତ୍ରୀ ରୂପା ଙ୍କୁ ନେଇ ଆସିଲା ବଡ଼ ଦୁଃଖଦ ଖବର |

 

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ଓଡ଼ିଶାର ନମ୍ବର୍ ୱାନ ବ୍ଲଗର ଭାବେ ଜଣା ଯାଆନ୍ତି ରୂପା ଏବଂ ପିଣ୍ଟୁ । ସୋସିଆଲ ମିଡିଆରେ ନିଜ ସୁନ୍ଦର ଅଭିନୟ ବଳରେ ଆଗକୁ ବଢିବାରେ ସକ୍ଷମ ହୋଇଥିଲେ ଏହି ଯୋଡ଼ି । ଜଣ ସାଧାରଣ ମାନଙ୍କ ଖୁବ୍ ସପୋର୍ଟ ମିଳିଥିଲା ଏବଂ ଯାହା ଫଳରେ ତାଙ୍କର ଖୁବ୍ ଉନ୍ନତି ଉପରେ ଉନ୍ନତି ହେବାରେ ଲାଗିଥିଲା । Tik Tok ରେ ସର୍ଟ ଭିଡିଓ ରୁ ହିଁ ରୂପା ପିଣ୍ଟୁ ଙ୍କ କାହାଣୀ ଆରମ୍ଭ ହୋଇଥିଲା ।

 

ତାଙ୍କ କୁନି ଝିଅ ଖୁସି କୁ ନେଇ ମଧ୍ୟ ଅନେକ ସମୟରେ ରିଲ କରନ୍ତି । ରୂପା ପିଣ୍ଟୁ ଙ୍କ ଜୀବନଶୈଳୀ ଦର୍ଶକ ମାନଙ୍କୁ ଖୁବ ପସନ୍ଦ ଆସିବା ସହ ତାଙ୍କ ବିଷୟରେ ଅନେକ ଜାଣିବାକୁ ଚେଷ୍ଟା କରିଥିଲେ । ଧୀରେ ଧିରେ ସୋସିଆଲ ମିଡିଆରେ ତାଙ୍କର ଡିମାଣ୍ଡ ବଢ଼ିବାକୁ ଲାଗିଲା । ରୂପା ପିଣ୍ଟୁ ତାଙ୍କର ଏକ YouTube ଚ୍ୟାନେଲ ରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ବର୍ତ୍ତମାନ ବ୍ଲଗ୍ କରନ୍ତି । 

 

କାରଣ ତାଙ୍କ ଭିଡିଓ କୁ ଲୋକମାନେ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି ରୂପା ପିଣ୍ଟୁ tik tok ବ୍ୟାନ ହେବାପରେ ଏହି ପ୍ରୟାସ ଆରମ୍ଭ କରିଥିଲେ । ଲୋକମାନଙ୍କ ସହ ବାସ୍ତବ ଦୁନିଆରେ ଖୁବ୍ ଭଲ ଭାବେ ମିଶନ୍ତି ଏହି ଯୋଡ଼ି । ତେବେ ଧୀରେ ଧିରେ ସଫଳତା ପାହାଚରେ ଚଢ଼ି ଯାଇଥିଲେ ରୂପା ପିଣ୍ଟୁ ଏବଂ ଧୀରେ ଧିରେ ଅନେକ ଆଲବମ୍ ରେ ଏକାଠି ଆସି ସମସ୍ତଙ୍କ ମନ୍ କିଣିଥିଲେ । 

 

ତେବେ ରୂପା ଙ୍କୁ ନେଇ ଆସିଛି ବର୍ତ୍ତମାନ ଦୁଃଖ ଖବର । ରୂପା ବର୍ତ୍ତମାନ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଛନ୍ତି।  ରୂପା ଙ୍କୁ ବର୍ତ୍ତମାନ ପିଣ୍ଟୁ ଭୁବନେଶ୍ୱର କେୟାର ହସ୍ପିଟାଲରେ ଚିକିତ୍ସା କରୁଛନ୍ତି । ରୂପା ଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ତାଙ୍କୁ ନିଶ୍ବାସ ପ୍ରସ୍ୱାସ ନେବାରେ  ଅନେକ ଅସୁବିଧା ହେଉଛି । ଯାହାକୁ ଆଧାର ଜାରି ତାଙ୍କର ଅନେକ ପ୍ରକାର ଟେଷ୍ଟ କରିଛନ୍ତି ଡାକ୍ତର । 

 

ରୂପା ଙ୍କ ଶରୀର ରେ ଅଧିକ ରୁ ଅଧିକ ଥଣ୍ଡା ରହୁଥିବାରୁ ଏହିପରି ପରିସ୍ଥିତି ଦେଖିବାକୁ ମିଳୁଛି ବୋଲି ଡାକ୍ତର ଦର୍ଶାଇଥିଲେ । ତେବେ ରୂପା ଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଥିବା ବେଳେ ପିଣ୍ଟୁ ଏହାକୁ ଭିଡିଓ ମାଧ୍ୟମରେ ତାଙ୍କ ଫ୍ୟାନ ମାନଙ୍କୁ ଦେଖାଇଛନ୍ତି । ଆପଣ ତ ଭଲ ଭାବେ ଜାଣିଥିବେ ରୂପା ଙ୍କୁ ଫ୍ୟାନ ମାନେ ଖୁବ୍ ଭଲ ପାଆନ୍ତି ତେବେ ତାଙ୍କର ହଠାତ୍ ଏମିତି ସ୍ବାସ୍ଥ୍ୟାବସ୍ଥା ଖରାପ ହେବା କାରଣରୁ ଫ୍ୟାନ ମାନେ ଚିନ୍ତିତ ହୋଇ ପଡିଛନ୍ତି । ଏବଂ ରୂପା ଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । 

Leave a Reply

Your email address will not be published. Required fields are marked *