ସ୍ବାମୀ ମାନେ ହୋଇଯାଆନ୍ତୁ ସାବଧାନ । ଜେଲ ଯିବା ସହିତ ଗଣିବେ ମୋଟା ଅଙ୍କର ଜୋରିମାନା…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍ବାମୀ ମାନେ ହୋଇଯାଆନ୍ତୁ ସାବଧାନ । ଜେ-ଲ ଯିବା ସହିତ ଗଣିବେ ମୋଟା ଅଙ୍କର ଜୋରିମାନା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଏହା ଜୀବନ ର ଏକ ଆନନ୍ଦ ଏବଂ ରୋମଞ୍ଚକ ଘଟଣା।ଯାହା ମଣିଷ ଜୀବନ ରେ ଏକ ନୂଆ ଅଧ୍ୟାୟ ଲେଖିଥାଏ। ଦୁହେଁ ଦୁହିଁଙ୍କୁ ବିବାହ କରି ଦୁଇ ମନ ର ମିଳନ ଘଟେ। ଦୁଇ ଙ୍କ ହୃଦୟ ମିଶିଥାଏ। କିନ୍ତୁ ବର୍ତ୍ତମାନ ଅନେକ କ୍ଷେତ୍ର ରେ ଦେଖା ଯାଉଛି କୁ ସ୍ବାମୀ ମାନେ ନିଜ ସ୍ତ୍ରୀ କୁ ଛାଡ଼ି ଅନ୍ୟ ଝିଅ ସହ ସମ୍ପର୍କ ରଖୁଛନ୍ତି।ଏବେ ଯୁଗ ରେ ଯଉ ପ୍ରେମ ହେଉଛି ତାହାର କିଛି ମାନେ ନାହିଁ। 

 

ଜଣେ ଜଣକୁ ଖାଲି ଭଲ ପାଉନାହିଁ ସେ କେତେ ଜଣକୁ ଭଲ ପାଇଛି ତାହା ଭଗବାନ ଜାଣନ୍ତି। ଜଣେ ଜଣକୁ ଭଲ ପାଇ ଆଉ ଅନେକ ସହ ସମ୍ପର୍କ ରଖୁଛି।ତେବେ କୋର୍ଟ ଏହି ସବୁ ଘଟଣା କୁ ଲକ୍ଷ୍ୟ କରି ଏକ ଗୁରୁତ୍ଵ ପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଯଦି ନିଜ ସ୍ତ୍ରୀ ଥାଇ ସେଇ ପର ସ୍ତ୍ରୀ ସହ ସମ୍ପର୍କ ରଖେ ତେବେ ସେହି ପୁରୁଷକୁ ଦଣ୍ଡ ମିଳିବ। ତାକୁ ଜରିମାନା ଦେବା ଏବଂ ଜେ-ଲ୍ ମଧ୍ୟ ଯିବାକୁ ପଡ଼ିବ। 

 

ତେବେ ଗତ ବର୍ଷ ନଭେମ୍ବର ୧୧ ରେ ତୁରୁବନନାମଲାଇ ଜିଲ୍ଲାର ଏକ ଟ୍ରାଏଲ କୋର୍ଟ ର ଏମିତି ଏକ ମାମଲାର ଶୁଣାଣୀ କରି ମାଡ୍ରାସ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଏଥିପାଇଁ ଯଦି କୌଣସି ପୁରୁଷ ନିଜ ସ୍ତ୍ରୀ ଥାଇ ମଧ୍ୟ ପର ସ୍ତ୍ରୀ କୁ ପ୍ରେମ କରୁଛନ୍ତି କିମ୍ବା ତାଙ୍କ ସହ ସମ୍ପର୍କ ସ୍ଥାପନ କରୁଛନ୍ତି ତାହେଲେ ସାବଧାନ ହୋଇ ଯାଆନ୍ତୁ । ଯଦି ଲୁଚା ଛପା ରେ  ଗଢି ଉଠୁଛି ,ତାହେଲେ ସ୍ବାମୀ ମାନେ ହୋଇ ଯାଆନ୍ତୁ ସାବଧାନ । 

 

ଜାଣି ରଖନ୍ତୁ ଯେ କୋର୍ଟ ନିୟମ ଅନୁସାରେ,ଯଦି କୌଣସି ସ୍ବାମୀ ଏଭଳି ଭାବରେ ଲୁଚା ଛପା ରେ ପ୍ରେମ କରୁଥିବେ କିମ୍ବା ପର ସ୍ତ୍ରୀ ସହ ସମ୍ପର୍କ ସ୍ଥାପନ କରୁଥିବେ ,ଏଥର ଧରା ପଡ଼ିଲେ ସିଧା ଜେ-ଲ୍ ଦଣ୍ଡ ମିଳିବ ଏବଂ ମୋଟ ଅଙ୍କ ର ଜୋରିମାନା ଦେବେ ।ସ୍ବାମୀ ମାନେ ଆଉ ନିଜ ସ୍ତ୍ରୀ କୁ ଧୋକା ଦେବା କଥା ବିଚାର ମଧ୍ୟ କରନ୍ତୁ ନାହିଁ। ଆଉ ଏପରି କରିବାକୁ ଆପଣ ଙ୍କୁ ଆଇନ ମଧ୍ୟ ସୁଯୋଗ ଦେବନି। ଏପରି ଏକ ଛୋଟ କାମ କରିବା ଆପଣଙ୍କୁ ଏକ ବଡ଼ କ୍ଷତି ରେ ପକାଇବ। ଯାହା ପାଇଁ ଆପଣଙ୍କ ମାନ, ଧନ ଆଦି ହାନି ହେବ।ତେବେ ଆପଣ ଏବେ ସୁଧୁରି ଯାଆନ୍ତୁ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *