ଜାଣନ୍ତୁ ଟୋକାମାନଙ୍କ ପାଖରୁ କେତେ ଟଙ୍କା ନେଉଥିଲେ ନିଶା ମହାରଣା…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସୋସିଆଲ ମିଡିଆରେ ଏଭଳି ମନ୍ତବ୍ୟ ଦେଲେ ନିଶା ମହାରଣା,କହିଲେ ରାତିରେ ବହୁତ ଟୋକା ମୋତେ କରିବାକୁ ଆସନ୍ତି ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି । ସମାଜ ମଣିଷ କୁ ନେଇ ଗଠିତ । କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ । ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି । ବନ୍ଧୁଗଣ ଆଜିକାଲିର ଦୁନିଆରେ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି । 

 

ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରlରେ ଲୋକ ପ୍ରିୟ ହୋଇଛି ଯେ ସୋସିଆଲ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ନିଶା ମହାରଣା ଙ୍କ ବିଷୟରେ।ହଁ ଆଜ୍ଞା ନିଶା ମହାରଣା ଏବେ ପୁଣି ବିବାଦ ଘେରରେ । କିଛି ଦିନ ପୂର୍ବରୁ ସେ କହିଥିଲେ ଖରାପ ଭିଡ଼ିଓ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । କିଛିଦିନ ତଳେ ବି-ବା-ଦୀ-ୟ ମନ୍ତବ୍ୟ ଦେଇ ବିବାଦଘେରକୁ ଆସିଥିଲେ ନିଶା ମହାରଣା । 

 

ସେ ନିଜକୁ ଓଡ଼ିଶାର ସୋନିଲିଅନି ବୋଲି ମଧ୍ୟ କହିଥିଲେ । ଏବଂ ସେ ନିଜକୁ ଓଡ଼ିଶାର ମସଲାମର୍କା ଝିଅ ବୋଲି ମଧ୍ୟ କହିଥିଲେ । ଖାଲି ଏତିକି ନୁହଁ ସେ ବହୁତ ଅଶାଳୀନ ମନ୍ତବ୍ୟ ମଧ୍ୟ ଦେଇଥିଲେ । ଯାହାକୁ ନେଇ କେତେଜଣ ନିଶାଙ୍କ ବି-ରୁ-ଦ୍ଧ-ରେ ମଧ୍ୟା କେ-ଶ୍ କରିଥିଲେ । ତେଣେ ବର୍ତ୍ତମାନ ସମୟରେ ନିଶା ମହାରଣାଙ୍କ ଏକ କଲ୍ ରେକର୍ଡର ଅଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ମହିଳା, ଯିଏକି ନିଶାକୁ ପାୟେଲ ଦିଦି ବୋଲି ପରିଚୟ ଦେଲେ ସେ ନିଶାଙ୍କୁ ଫୋନ୍ କରି କହୁଛନ୍ତି ଯେ, “ଆରେ ନିଶା ତୁ ଏସବୁ କାମ କଣ ପାଇଁ କରୁଛୁ । 

 

ଆରେ ଦେଖ ମା ନିଶା ତୁ ମୋତେ ଜାଣିଛୁ ତୁ ମୋ ପାଖକୁ ଆସିଥିଲୁ ଆମେ କଥା ହୋଇଥିଲୁ । ଆଉ ତୁ ଯୋଉ ଏବେ କାମ ସବୁ କରୁଛୁ ଏଗୁଡା କଣ ଠିକ୍ କଥା । ତୋତେ ଲୋକ ଫସାଇବାକୁ ବସିଛନ୍ତି । ତୁ ନିଜ ଇଜ୍ଜତକୁ ନିଜେ ଜଗିକି ରହ । ଗୋଟେ ବଡ଼ ଭଉଣୀ ହିସାବରେ କହୁଛି ଏଇଟା କଣ ଠିକ୍ କଥା କରୁଛୁ” । ଏହାର ଉତ୍ତରରେ ନିଶା କହିଥିଲେ ଏଇଟା ମୋ ପର୍ଶନାଲ ଲାଇଫ ମୋ ଇଛା ମୁଁ ଯାହା କରିବି ତୁ କିଏ ମୋତେ କହିବାକୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *