ଶେଷରେ ଅନୁଭବ ମହାନ୍ତିଙ୍କ ସହ ସମ୍ପର୍କ ସମ୍ବନ୍ଧରେ ମୁଁହ ଖୋଲିଲେ ଜାଗୃତି ଶୁକ୍ଳା । କହିଲେ ଦୁହିଁଙ୍କ ପରିବାର ସବୁ ଜାଣିଛନ୍ତି । 

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶେଷରେ ଅନୁଭବ ମହାନ୍ତିଙ୍କ ସହ ସମ୍ପର୍କ ସମ୍ବନ୍ଧରେ ମୁଁହ ଖୋଲିଲେ ଜାଗୃତି ଶୁକ୍ଳା । କହିଲେ ଦୁହିଁଙ୍କ ପରିବାର ସବୁ ଜାଣିଛନ୍ତି ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବନ୍ଧୁଗଣ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଳା ଜଣେ ସାମ୍ବାଦିକା ବୋଲି ଜାଣିଥିବେ ନିଶ୍ଚୟ । ଏବେ ସେ ଲୋକସଭା ଟିଭିରେ ଉପସ୍ଥାପିକା ଭାବେ କାମ କରୁଛନ୍ତି । ବର୍ଷାଙ୍କ ସହିତ ଅନୁଭବଙ୍କ ବିବାଦରେ ସାମ୍ନାକୁ ଆସିବା ପରେ ଜାଗୃତିଙ୍କ ନାଁ ସାମ୍ନାକୁ ଆସିଥିଲା । ବର୍ଷା ଓ ଅନୁଭବଙ୍କ ସମ୍ପର୍କରେ ଫାଟ ସୃଷ୍ଟିର କାରଣ ଜାଗୃତି ବୋଲି ଲୋକେ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ । ବନ୍ଧୁଗଣ ଆପଣ ଜାଣିଥିବେ ବର୍ତ୍ତମାନ ନିକଟରେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ଙ୍କୁ ଏକାଠି ଦେଖା ଯାଇଥିଲା ବସନ୍ତ ନାୟକ ଜନ୍ମ ଉତ୍ସବ ରେ । 

 

ତେବେ ଜାଗୃତି ଙ୍କ ସହ ଭଲ ଭାବେ କଥା ହେଇଥିଲେ ଅନୁଭବ ମହାନ୍ତି । ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଟ ଅଭିନେତା ତଥା ଅଭିନେତ୍ରୀ ମାନେ ଯୋଗ ଦେଇଥିଲେ । ତେବେ ଏଠାରେ ବସନ୍ତ ନାୟକ ଙ୍କ ଅଭୁଲା ସ୍ମୃତି କୁ ମନେ ପକାଇ ସମସ୍ତେ ଭାବ ବିହ୍ୱଳ ହୋଇ ପଡ଼ିଥଲେ । ସେଠାରେ ଅନୁଭବ ମହାନ୍ତି ଏବଂ ଜାଗୃତି ଶୁକ୍ଳା ଙ୍କୁ ଏକାଠି ଦେଖି ସମସ୍ତେ ଏହା ନେଇ ପଡ଼ିଥିବା ବେଳେ ଅନୁଭବ ମହାନ୍ତି ଏବଂ ଜାଗୃତି ଙ୍କ ମଧ୍ୟରେ କିଛି ଅଛି ବୋଲି ଅନୁମାନ କରିଥିଲେ । ତେବେ ସମସ୍ତଙ୍କ ସନ୍ଦେହକୁ ନିଜେ ଦୂର କରିଦେଇଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଳା । 

 

ଆପଣ ଜାଣିଥିବେ ଅନୁଭବ ମହାନ୍ତିଙ୍କ ବିବାଦ ସମୟରେ ଜାଗୃତି ଭଲ ବନ୍ଧୁ ଭାବେ ତାଙ୍କ ସହ ଠିଆ ହୋଇଥିଲେ । ଅନୁଭବ ମହାନ୍ତିଙ୍କୁ ସପୋର୍ଟ କରିବା ସହ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଉପରେ ସ୍ୱର୍ ଉଠାଇଥିଲେ । ତେବେ ଅନେକ ସମୟରେ ଜାଗୃତି ଶୁକ୍ଳା ଏବଂ ଅନୁଭବ ମହାନ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳେ । ଦୁହେଁ ଦୁହିଁଙ୍କ ସହ ସମୟ ବିତାଇବା ସହ ପରସ୍ପର ସହ ବିତାଇଥିବା ସମୟର ମୁହୂର୍ତ୍ତର ଫଟୋ ନିଜ ଫ୍ୟାନ ମାନଙ୍କୁ ସେଆର କରନ୍ତି । ଅନୁଭବ ମହାନ୍ତି ଙ୍କ ଯେମିତି ଫ୍ୟାନ ଫଲୋଇଂ ଅଛନ୍ତି ଠିକ୍ ସେମିତି ଜାଗୃତି ଶୁକ୍ଳା ଙ୍କ ମଧ୍ୟ ଅନେକ ଫ୍ୟାନ ଫଲୋଇଂ ଅଛନ୍ତି । 

 

ଅନୁଭବ ମହାନ୍ତି ଅଭିନେତା ତଥା ସାଂସଦ ହୋଇଥିବା ବେଳେ ଜାଗୃତି ଜଣେ ସାମ୍ବାଦିକତା ଭାବେ ସାମ୍ନାକୁ ଆସନ୍ତି । ତେବେ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କ ବିବାଦ ମଧ୍ୟରେ ନୁହେଁ ମୁଁହ ଖୋଲି କହିଲେ ଜାଗୃତି ଶୁକ୍ଳା । ଜାଗୃତି ଶୁକ୍ଳାଙ୍କ କହିବା ଅନୁଯାୟୀ ଅନୁଭବ ମହାନ୍ତି ତାଙ୍କର ସବୁଠୁ ଭଲ ବନ୍ଧୁ । ସେ ଓଡ଼ିଶାବାସୀଙ୍କୁ ଖୁବ୍ ଭଲ ପାଆନ୍ତି ଏବଂ ଓଡ଼ିଶାବାସୀ ମଧ୍ୟ ତାଙ୍କୁ ଭଲ ପାଆନ୍ତି । ଅନୁଭବ ମହାନ୍ତି ଏବଂ ସେ ଗୋଟିଏ ପରିବାରର ଅଟନ୍ତି । ତେବେ ଯେଉଁମାନେ ଅଧିକ କିଛି ଭାବୁଛନ୍ତି ସେପରି ଆଦୌ ନୁହେଁ ବୋଲି ଦର୍ଶାଇଥିଲେ ଜାଗୃତି ଶୁକ୍ଳା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *