ପୋଲିସ ପ୍ରଶ୍ନ ବାଣରେ ଝାଳ ନାଳ ହେଲେ ହ୍ୟୁମାନ ସାଗର |

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନିଜ ପତ୍ନୀଙ୍କ ଅଭିଯୋଗ ପରେ ଥା-ନାରେ ହାଜର ହେଲେ ହ୍ୟୁମାନସାଗର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି।ସମାଜ ମଣିଷ କୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।

 

ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରlରେ ଲୋକ ପ୍ରିୟ ହୋଇଛି ଯେ ସୋସିଆଲ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ଓଡ଼ିଆ ସିଙ୍ଗର ହ୍ୟୁମାନସାଗରଙ୍କ କଥା।ମହିଳା ଥାନାରେ ଓଡ଼ିଆ ସିଙ୍ଗର ହ୍ୟୁମାନସାଗର। ଆରକ୍ଷୀ ଅଧିକାରୀଙ୍କ ନିର୍ଦ୍ଦେଶ ପରେ ମହିଳା ଥା-ନାରେ ପହଂଚିଛନ୍ତି ହ୍ୟୁମାନସାଗର। 

 

ହ୍ୟୁମାନସାଗରଙ୍କ ନାଁରେ ରହିଛି ସାଙ୍ଘାତିକ ଅଭିଯୋଗ।ସେ ତାଙ୍କ ସ୍ତ୍ରୀ ଶ୍ରିଆ ମିଶ୍ରଙ୍କୁ ଦେଉଥିଲେ ମାନସିକ ଏବଂ ଶାରିରୀକ ନି-ର୍ଯ୍ୟା-ତ-ନା।ଘରକୁ ଆସିଲେ ମାଡ ମା-ରୁଥିଲେ,ଯେତେ ଅନୁରୋଧ କଲେ ମଧ୍ୟ କିଛି ଶୁଣୁନଥିଲେ।ଭଲପାଇ ଯାହାକୁ ବହାହେଇଥିଲେ ତାଙ୍କୁ ଦେଉଥିଲେ ଅକଥନୀୟ ନି-ର୍ଯା-ତ-ନା।ପ୍ରତିଦିନ ମ-ଦ ପିଇ ଘରକୁ ଆସୁଥିଲେ ଏବଂ ଘରକୁ ଆସିଲେ ମାଡ ମା-ରୁଥିଲେ।

 

ଯାହାକୁ ସହିନପାରି କଟକ ଡିସିପିଙ୍କ ପାଖରେ ଅଭିଯୋଗ କରିଥିଲେ ସ୍ତ୍ରୀ ଶ୍ରୀୟା।ବ୍ଳୁ କଲର୍ ସାର୍ଟ ପିନ୍ଧି ଥା-ନା ଭିତରେ ବସି ରହିଛନ୍ତି ହ୍ୟୁମାନସାଗର।ମହିଳା ଥା-ନାରେ ଆରକ୍ଷୀ ଅଧିକାରୀଙ୍କ ସବୁ ପ୍ରଶ୍ନର ଶିକାର ହେଉଛନ୍ତି ହ୍ୟୁମାନସାଗର।ତାଙ୍କସହ ସ୍ତ୍ରୀ ଶ୍ରିଆ ମଧ୍ୟ ସେଠାରେ ଉପସ୍ଥିତ ରହୁଛନ୍ତି।ତେବେ ସ୍ତ୍ରୀ ଶ୍ରିଆଙ୍କ ଅଭିଯୋଗ ସତ କି ମିଛ ତାହା ପଚରା ଓଚରା କରୁଛି ଆରକ୍ଷୀ ଅଧିକାରୀ। ଯଦି ସେହି ନି-ର୍ଯା-ତ-ନା ସତ ହେଇଥାଏ ତେବେ ତାକୁ ନେଇ ପୋଚରା ଓଚରା କରିବ ମହିଳା ଥା-ନା ଆରକ୍ଷୀ ଅଧିକାରୀ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *