ଧରା ପଡିଲା ହୁମାନ ସାଗର ଙ୍କ କଳା କାରନାମା | ଜାଣନ୍ତୁ କାହିଁକି ବାଡ଼ଉଥିଲେ ସ୍ତ୍ରୀ ଙ୍କୁ…!

 

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରୁଥିଲେ ହ୍ୟୁମାନ ସାଗର,ଅଭିଯୋଗ ଆଣିଛନ୍ତି ଶ୍ରୀୟାଙ୍କ ବାପା ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ସମୟରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପ ହ୍ୟୁମାନ ସାଗରଙ୍କ ନାଁ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହାକି ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କୁ ନିର୍ଯ୍ୟାତନା ଦେଉ ଥିବାର ଅଭିଯୋଗ ନିଜେ ତାଙ୍କ ପତ୍ନୀ ଆଣିଛନ୍ତି । ଶ୍ରୀୟା ହେଉଛନ୍ତି ଜଣେ ବ୍ରାହ୍ମଣ ଘରର ଝିଅ ଆଉ ହ୍ୟୁମାନ ହେଉଛନ୍ତି ଜଣେ ଖ୍ରୀଷ୍ଟିଆନ ପରିବାରର । ଦୁହେଁ ଦୁହିଁଙ୍କୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇ ଥିଲେ । ହେଲେ ବାହାଘରର କିଛି ଦିନ ପରେ ହ୍ୟୁମାନ ସାଗର ତାଙ୍କ ସ୍ତ୍ରୀ ଶ୍ରୀୟାଙ୍କୁ ବାରମ୍ବାର ଧମକ ଦେଉ ଥିଲେ ଆଉ କହୁ ଥିଲେ କି ତୁ ଧର୍ମ ପରିବର୍ତ୍ତନ କର ଆଉ ମୋ ଧର୍ମ କୁ ଚାଲି ଆସେ । 

 

ଆଉ ଯଦି ତୁ ଧର୍ମ ପରିବର୍ତ୍ତନ କରି ପାରିବୁ ନାହିଁ ତେବେ ତୁ ମୋ ସହିତ ବି ରହି ପାରିବୁ ନାହିଁ । ତୁ ଧର୍ମ ପରିବର୍ତ୍ତନ କଲେ ଯାଇଁ ଆମେ ସ୍ୱାମୀ ସ୍ତ୍ରୀ ହୋଇ ରହି ପାରିବା ନହେଲେ ଆମେ କେବେ ହେଲେ ସ୍ୱାମୀ ସ୍ତ୍ରୀର ସମ୍ପର୍କରେ ରହି ପାରିବା ନାହିଁ । ଏମିତି କଥା କହି ହ୍ୟୁମାନ ତାଙ୍କ ସ୍ତ୍ରୀ ଶ୍ରୀୟା ଙ୍କର ତଣ୍ଟି ଚିପି ମା-ରି-ବା ପାଇଁ ମଧ୍ୟ ଚେଷ୍ଟା କରି ଥିଲେ ହେଲେ ପ୍ରତି ଥର ଶ୍ରୀୟା ବଞ୍ଚି ଯାଉଥିଲେ ।ଏମିତି କିଛି ଗୁମର ସେତିକି ବେଳେ ଖୋଲି ଥିଲା ଯେତିକି ବେଳେ ମହିଳା ଥା-ନାରେ ଉପସ୍ଥିତ ହୋଇଥିଲେ ହ୍ୟୁମାନ ସାଗର ଏବଂ ଶ୍ରୀୟା ଉଭୟଙ୍କ ପରିବାର । 

 

ତେବେ ଏଭଳି କିଛି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଏବେ ଶ୍ରୀୟାଙ୍କର ପରିବାର ଲୋକ । ଆଉ ବିଶେଷ ଭାବରେ ଗଣ ମାଧ୍ୟମ ସାମ୍ନାରେ ଏଭଳି କିଛି କହିଛନ୍ତି ଶ୍ରିୟାଙ୍କ ବାପା । ଶ୍ରୀୟାଙ୍କର ବାପା ଜ୍ବାଇଁ ହ୍ୟୁମାନଙ୍କୁ ନେଇ ଅନେକ କିଛି କଥା କହିଛନ୍ତି ସେ କହିଛନ୍ତି କି ହ୍ୟୁମାନ ସବୁବେଳେ ମୋ ଝିଅକୁ ମାନସିକ ଏବଂ ଶାରୀରିକ ନି-ର୍ଯ୍ୟା-ତ-ନା ଦେଉ ଥିଲେ । ଘରକୁ ମ-ଦ ପିଇ ଆସି ଛୋଟ ଛୁଆ ସାମ୍ନାରେ ବେଲ୍ଟ ଖୋଲି ପିଟୁ ଥିଲେ ଆଉ ଶ୍ରୀୟା ଯେତେ ଗୁହାରି କରି ତାଙ୍କୁ କହୁ ଥିଲେ ବି ସେ କିଛି ଶୁଣୁ ନଥିଲେ । 

 

ଏହି ଘଟଣାକୁ ନେଇ ଅନେକ ଥର ଶ୍ରୀୟା ତାଙ୍କ ବାପା ମାଙ୍କୁ କାନ୍ଦି କାନ୍ଦି କହିଛନ୍ତି ଯାହାକି ଧର୍ମ ପରିବର୍ତ୍ତନକୁ ନେଇ ତାଙ୍କ ଉପରେ ନି-ର୍ଯ୍ୟା-ତ-ନା ଦିଆ ଯାଉଥିଲା ବୋଲି କହିଥିଲେ । ତାପରେ ଶ୍ରୀୟାଙ୍କର ବାପା କଟକ ଆସି ତାଙ୍କୁ ନିଜ ଘର ବାଲେଶ୍ୱରକୁ ନେଇ ଯାଇଥିଲେ ବୋଲି ତାଙ୍କ ବାପା ମିଡ଼ିଆ ସାମ୍ନାରେ ସୂଚନା ଦେଇଛନ୍ତି । ତେବେ ଏହି ଘଟଣାକୁ ନେଇ ମହିଳା ଥା-ନାରେ ଅଭିଯୋଗ ହେବା ପରେ ଆଜି ଉଭୟ ପରିବାର କଟକ ମହିଳା ଥା-ନାରେ ହାଜର ହୋଇଛନ୍ତି ଯାହା ପରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *