Sura Raut କହିଲେ : କଙ୍ଗନା ପ୍ରେଗେନେଟ ମୋର ମୋଦି ଉପରେ ଭାରି ସନ୍ଦେହ । ଦେଖନ୍ତୁ ଏହି Video କଣ କହୁଛନ୍ତି ସୁର ରାଉତ….

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୁର ରାଉତରାୟ କହିଥିବା କିଛି କଥା ସୋସିଆଲ ମି-ଡ଼ି-ଆ ରେ ବେଶ୍ ଭା-ଇ-ରା-ଲ ହେବାରେ ଲାଗିଛି ।ତେବେ ସୁର ଏହା କହିଛନ୍ତି ଯେ , ଏବେ ଖବର ମିଳୁଛି ଯେ ବଲିଉଡ୍ ସିନେମା ଜଗତର ଜଣାଶୁଣା ଅଭିନେତ୍ରୀ କଙ୍ଗନା ଗର୍ଭବତୀ ଅଛନ୍ତି ଏବଂ ଏହା ପରେ କହିଛନ୍ତି ଯେ ମୋର କାଇଁ ମୋଦି ଆଉ କଙ୍ଗନା ଉପରେ ସ-ନ୍ଦେ-ହ ଆସୁଛି ।

 ତାହେଲେ କଣ ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ , ସୁବାଷ ବୋଷ, ମୌଲାନା ଆଜାଦ , ଗୋପବନ୍ଧୁ ଦାସ ଏମାନେ କଣ ସବୁ ଭିକାରୀ । ସେମାନେ ସମସ୍ତେ ଦେଶ ପାଇଁ ଲଢି ଲଢ଼ି ସ୍ଵାଧୀନତା ଦେଇଛନ୍ତି ଏ କଙ୍ଗନା କହୁଛି ସେ ସମସ୍ତେ ଭିକାରୀ ।୨୦୧୪ ପରେ କଣ ଏଇ କଙ୍ଗନା ଖାଲି ସ୍ଵାଧୀନତା ପାଇଛି । ଆଉ ମୋଦି କୁ ସେ କଣ ଭଗବାନ ବୋଲି ଭାବୁଛି କେଜାଣି ଏପରି କହିଛନ୍ତି ସୁର ରାଉତରାୟ । ଆଉ ବର୍ତ୍ତମାନ ସମୟ ରେ କଣ ଶୁଣିବାକୁ ମିଳୁଛି କଙ୍ଗନା ଗର୍ଭବତୀ ଆଉ ସେଥିପାଇଁ ସୁର ରାଉତରାୟ କହିଛନ୍ତି ଯେ ମୋର ତ କାଇଁ ମୋଦି ଆଉ କଙ୍ଗନା ଉପରେ ସନ୍ଦେହ ଆସିଲାଣି । 

ଏହା ପରେ ସୁର ବାବୁ କହିଛନ୍ତି ଯେ , ବିବାହ ନ ହେଉ କେମିତି ସେ ଗର୍ଭବତୀ ହେଲେ , କେଉଁ ସ୍ତର ରେ ହେଲେ , କେଉଁ ପରିସ୍ଥିତି ରେ ହେଲେ । ସେପଟେ ଏକ ମହିଳା ନିଶା ଖାଇ ସେ ବଡ ବଡ ମହାପୁରୁଷ ଯେଉଁ ମାନେ ଦେଶ କୁ ସ୍ଵାଧୀନତା ଆଣିଥିଲେ ସେମାନଙ୍କୁ ଭିକାରୀ ବୋଲି କହୁଛନ୍ତି । ଯଦି ସେ ମହାତ୍ମା ଗାନ୍ଧୀଙ୍କ ଭଳି ମହାନ୍ ଲୋକ ଙ୍କୁ ଏଭଳି କହି ପାରୁଛି ଏଭଳି ମହିଳା ଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନିଆଯାଉ ଏବଂ ଏହି ଅଭିନେତ୍ରୀ ଙ୍କୁ ଗି-ର-ଫ କରାଯାଉ ।

ଶେଷ ରେ ସୁର ରାଉତରାୟ କହିଛନ୍ତି ଏହି ସବୁ କଥା । କହିଛନ୍ତି କି ନରେନ୍ଦ୍ର ମୋଦି ନିଜ ଘରକୁ ଯାଉ ନାହାନ୍ତି ନିଜ ସ୍ତ୍ରୀ ଙ୍କ ପାଖକୁ ମଧ୍ୟ ଯାଉ ନାହାନ୍ତି । ଏମିତି ବାହାରେ ବୁଲୁଛନ୍ତି ଆଉ ଏ କଙ୍ଗନା କୁ ମଧ୍ୟ ଧରିଛନ୍ତି । ଯାହାକି ତାଙ୍କ ଜରିଆରେ କଙ୍ଗନା ଗର୍ଭବତୀ ହୋଇଛନ୍ତି । ମୋର ନରେନ୍ଦ୍ର ମୋଦି ଆଉ କଙ୍ଗନା ଉପରେ ସନ୍ଦେହ ଆସୁଛି । ଶେଷ ରେ କହିଛନ୍ତି ଯେ ଏପରି ଦେଶ ଦ୍ରୋ-ହି କଥା କହୁଥିବା ମହିଳା କୁ ଗି-ର-ଫ କରାଯାଉ ଏବଂ ତାଙ୍କଠୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନିଆଯାଉ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *