ଶାଶୁ ଫିଟେଇଲେ ବୋହୁ ର ଗୁମର ! କହିଲେ ବୋହୁ କରନାମା…

 

ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଭଲ ଭାବେ ଜାଣିଥିବେ ହ୍ୟୁମାନ ସାଗର ଙ୍କ ଘଟଣା ସମ୍ପର୍କରେ । ଗତ ଦୁଇ ଦିନ ହେବ ହ୍ୟୁମାନ ସାଗର ଏବଂ ପତ୍ନୀ ସ୍ତ୍ରୀ ଙ୍କ ମଧ୍ୟରେ ଦେଖିବାକୁ ସାରା ରାଜ୍ୟ ପାଇଛନ୍ତି ପାରିବାରିକ ବିବାଦ । ପତ୍ନୀ ଶ୍ରୀୟା ମିଶ୍ର ଅଭିଯୋଗ ଆଣିଥିବା ବେଳେ ବର୍ତ୍ତମାନ ମିଡ଼ିଆ ସାମ୍ନାରେ ଏହି ସବୁ ଅଭିଯୋଗ କୁ ମିଥ୍ୟା ଭାବେ ପରିଚିତ କରିଛନ୍ତି ବରିଷ୍ଟ ଗୀତିକାର ହ୍ୟୁମାନ ସାଗର । 

 

ହ୍ୟୁମାନ ସାଗର ଙ୍କ ନାଁ ରେ ପତ୍ନୀ ଅଭିଯୋଗ ଆଣିବା ପରେ ବର୍ତ୍ତମାନ ଘଟଣାରେ ଦେଖିବାକୁ ମିଳୁଛି ନୂଆ ନୂଆ ମୋଡ। ବର୍ତ୍ତମାନ ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ପତ୍ନୀ ଅଭିଯୋଗ ଆଣିଥିବା ବେଳେ ପୁଣି ସାମ୍ନାକୁ ଆସିଲେ ଶ୍ରୀୟା ମିଶ୍ର ଙ୍କ ଶାଶୁ ଯିଏ କି କଥା କଥାରେ ଶ୍ରୀୟା ମିଶ୍ର ଙ୍କୁ ଧମକ ଦେଉଥିବାର ଅଭିଯୋଗ ହୋଇଛି । ପାରିବାରିକ ବିବାଦରେ ଶାଶୁ ଦେଇଥିଲେ ନିନ୍ଦା । ଶାଶୁ କୁଆଡେ କହୁଥିଲେ ମୋ ପୁଅ ୫୦ ଜଣଙ୍କ ସହ ରହିବ ତୁ ଯଦି ଦେଖି ପାରୁନୁ ତେବେ ଘରୁ ପଳା। 

 

ତେବେ ଏହି କଥାରୁ ଏହା ଜଣା ପଡୁଛି ଜେ ପତ୍ନୀ ଯେଉଁ କଥାକୁ ବିରୋଧ କରୁଥିଲେ ସ୍ଵାମୀ ଙ୍କ ସହ ତେବେ ଶାଶୁ ଦେଇଥିଲେ କଡ଼ା ଜବାବ ଦୁହିଁଙ୍କ ମଧ୍ୟରେ ।  ଏବଂ ବାରମ୍ବାର ଧର୍ମ ପରିବର୍ତନ କରିବାକୁ କୁଆଡେ ଶାଶୁ ମଧ୍ୟ ଧମକ ଦେଇଥିଲେ । ଧର୍ମ ପରିବର୍ତନ ନକଲେ ଘରୁ ବାହାରି ଯିବାପାଇଁ । ମାତ୍ର ଧର୍ମ ପରିବର୍ତ୍ତନ ପାଇଁ ଆଦୌ ଚାହୁଁ ନଥିଲେ ହ୍ୟୁମାନ ସାଗର ଙ୍କ ପତ୍ନୀ ଶ୍ରୀୟା ମିଶ୍ର । ତେଣୁକରି ଅଧିକାଂଶ ସମୟରେ ଏହା ହିଁ ଥିଲା ଝଗଡ଼ା ହେବାର ମୂଳ କାରଣ ।  

 

ଏହି ସବୁ କଥା ବ୍ୟତୀତ ଶ୍ରୀୟା ଙ୍କ ଝିଅ ଜନ୍ମ ହେବା ନେଇ ମଧ୍ୟ କହୁଥିଲେ ଶାଶୁ ଝିଅ ଜନ୍ମ କରିଛୁ ତୁ ଏଠୁ ପଳା । ତେବେ ଏବେ ଏମିତି କିଛି ଅଭିଯୋଗ ଆଣିଛନ୍ତି ବର୍ତ୍ତମାନ ଶ୍ରୀୟା ମିଶ୍ର । ଏହା ଛଡା ଅନେକ ସମୟରେ ଟଙ୍କା ମଧ୍ୟ ଡିମାଣ୍ଡ କରାଯାଉଥିଲା ଶ୍ରୀୟା ଙ୍କ ଠାରୁ ବୋଲି ଅଭିଯୋଗ ହୋଇଛି । ଶ୍ରୀୟା ଙ୍କ ଝିଅ କାହିଁକି ଜନ୍ମ ହେଲା ବୋଲି ପରିବାର ଲୋକେ ସମସ୍ତେ ଅତ୍ୟାଚାର କରିବା ସହ ତାଙ୍କ ତଣ୍ଟି ଚିପି ହ-ତ୍ୟା ଉଦ୍ୟମ କରିଛନ୍ତି ବୋଲି ଅଭିଯୋଗ ହୋଇଛି । 

 

ତେବେ ବଡ ଘର ବଡ ଗୁମର କଥାରେ ବର୍ତ୍ତମାନ ଏମିତି କିଛି ଖବର ଆସୁଛି ଯାହା ସମସ୍ତେ ଜାଣି ଆଶ୍ଚର୍ୟ୍ଯ ହୋଇଯାଉଛନ୍ତି । ଆଗରୁ ଅନେକ ସେଲିବ୍ରେଟି ମାନଙ୍କୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ଏମିତି ଅଭିଯୋଗ ପୁଣି ଦେଖିବାକୁ ମିଳିବ ବୋଲି ଅନେକ ଲୋକ ବିଶ୍ୱାସ କରିପାରୁନାହାନ୍ତି । 

Leave a Reply

Your email address will not be published. Required fields are marked *