ମୋ ପୁଅ ୫୦ ଜଣ ଝିଅଙ୍କ ସହ ଖେଳ କରିବ,ନଦେଖି ପାରିଲେ ଘର ଛାଡ଼ି ପଳା।

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମୋ ପୁଅ ୫୦ ଜଣ ଝିଅଙ୍କ ସହ ଖେଳ କରିବ, ନଦେଖି ପାରିଲେ ଘର ଛାଡ଼ି ପଳା।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲକାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ଆଗରୁ ବାପା ମା ଯେଉଁଠି କହୁଥିଲେ ପିଲା ମାନେ ସେଇଠି ବିବାହ କରୁଥିଲେ। ଏବେ ସବୁ ବଦଳିଗଲାଣି।ଏବେ ପିଲା ମାନେ ନିଜେ ନିଜର ଜୀବନ ସାଥି ଖୋଜୁଛନ୍ତି।ବନ୍ଧୁଗଣ ଆଜିକାଲି ର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣାମାନ ଘଟୁଛି।

 

ବର୍ତମାନ ସମୟରେ ଏମିତି ଏକ ଘଟଣା ଲୋକଙ୍କ  ଆଗକୁ ଆସିଛି ଯେଉଁଥିରେ ବର୍ତ୍ତମାନ ସମୟର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର  ଯିଏ ନିଜ ଗୀତ ମାଧ୍ୟମରେ ସମସ୍ତଙ୍କୁ ଏବେ ପ୍ରଭାବିତ କରିଛନ୍ତି ,ତାଙ୍କ ନାମରେ ତାଙ୍କ ସ୍ତ୍ରୀ ଥାନାରେ ଏତଲା ଦେଇଛନ୍ତି  ତାହା ପୁଣି ଲିଖିତ ଭାବରେ ଏବଂ ସେ ଏତଲା ରେ ତାଙ୍କ ପ୍ରତି ଶାରୀରିକ ,ମାନସିକ ଅ-ତ୍ୟା-ଚା-ର ହେଉଛି ବୋଲି ଡିସିପି ଙ୍କୁ ଯାଇ କହିଛନ୍ତି ଏବଂ ଡିସିପି ଏହି ଘଟଣାର ତଦନ୍ତ କରିବା ପାଇଁ ମହିଳା ଥାନାକୁ କହିଛନ୍ତି।ସେ କହିଛନ୍ତି ଯେ ତାଙ୍କ ସ୍ଵାମୀ ତାଙ୍କ ଉପରେ ମାନସିକ ଅ-ତ୍ୟା-ଚା-ର କରୁଥିଲେ ତାହା ପୁଣି ମ-ଦ ପିଇ ନିଶାରେ ଆସି ତାଙ୍କ ଉପରେ ଅ-ତ୍ୟା-ଚା-ର କରୁଥିଲେ। ଦୁହିଁଙ୍କ ମଧ୍ୟରେ ଗ-ଣ୍ଡ-ଗୋ-ଳ ହେବା ପରେ ହ୍ୟୁମାନ ସାଗରଙ୍କ ପତ୍ନୀ ତାଙ୍କ ବାପ ଘରକୁ ଚାଲିଯାଇଥିଲେ ଏବଂ ସେଠାରୁ ଆସି ସେ ତାଙ୍କ ସ୍ଵାମୀ ଉପରେ  FIR ଦେଇଥିଲେ। 

 

ହ୍ୟୁମାନ ସାଗରଙ୍କ ସ୍ତ୍ରୀ ହେଉଛନ୍ତି ଶ୍ରୀୟା ମିଶ୍ର ଯିଏ ହ୍ୟୁମାନ ସାଗରଙ୍କୁ ପ୍ରେମ ବିବାହ କରିଥିଲେ ସିଏ ଆଜି ଥାନାର ଦ୍ୱାରସ୍ଥ ହୋଇଥିଲେ ଏବଂ ଶ୍ରୀୟା ମିଶ୍ର ହ୍ୟୁମାନ ସାଗର ଏବଂ ତାଙ୍କ ମାଆଙ୍କ ବି-ରୁ-ଦ୍ଧ-ରେ ଅଭିଯୋଗ କରିଥିଲେ ।ଶ୍ରୀୟା ମିଶ୍ର ନିଜ ଅଭିଯୋଗରେ କହିଛନ୍ତି କି ହ୍ୟୁମାନ ଏବଂ ତାଙ୍କ ମାଆ ଦୁହେଁ ମିଶି ତାଙ୍କୁ ଶାରିରୀକ ଏବଂ ମାନସିକ ନି-ର୍ଯା-ତ-ନା ଦେଉଥିଲେ ।ଅନେକ ଥର ତାଙ୍କୁ ଗାଳି ଗୁଲଜ କରିବା ସହ ତାଙ୍କୁ ନିଜ ଧର୍ମ ବଦଳାଇବା ପାଇଁ କହୁଥିଲେ ଏବଂ ଝିଅ ଜନ୍ମ କରିଥିବାରୁ ତାଙ୍କୁ ଅନେକ ପ୍ରକାରର ଅପମାନ ମଧ୍ୟ ସହିବାକୁ ପଡ଼ିଥିଲା।ଶ୍ରୀୟା ମିଶ୍ରଙ୍କ କହିବା ଅନୁସାରେ ହ୍ୟୁମାନ ସାଗରଙ୍କ ମାଆ କହୁଥିଲେ କି ତୁ ଝିଅ ଜନ୍ମ କଲୁ କଣ ପାଇଁ ? ପୁଅ ପାଇଁ ମୋ ପୁଅ ଆଉ ୫୦ ଝିଅଙ୍କ ସହ ମିଶିଲେ ତୋର କଣ ହଉଛି।

 

ମାଆ ଓ ପୁଅ ମିଶି ତାଙ୍କ ଉପରେ ଅ-ତ୍ୟା-ଚା-ର କରୁଥିଲେ , ଧମକ ଦେଉଥିଲେ ଏବଂ ମା-ରିବାକୁ ମଧ୍ୟ ଉଦ୍ୟମ କରୁଥିଲେ ବୋଲି ଶ୍ରୀୟଙ୍କ ଓକିଲ କହୁଥିବା ଶୁଣିବାକୁ ମିଳୁଛି। ଶ୍ରୀୟା ମିଶ୍ର କହୁଛନ୍ତି ଯେ ହ୍ୟୁମାନ  ସବୁଦିନ  ଷ୍ଟେଜ ପ୍ରୋଗ୍ରାମ ପାଇଁ ଯାଇଥାନ୍ତି ଏବଂ ଆସିବା ସମୟରେ ମ-ଦ ପିଇ ନି-ଶାରେ ଆସିଥାନ୍ତି ଏବଂ ତାଙ୍କ ଉପରେ ଅ-ତ୍ୟା-ଚା-ର କରିଥାନ୍ତି।ଏନେଇ ଦୁଇ ପରିବାର ମଧ୍ୟରେ ଅନେକ ଥର ଆଲୋଚନା ମଧ୍ୟ ହୋଇଛି କିନ୍ତୁ ଏଥିରେ ସମାଧାନ ହୋଇପାରିନାହିଁ ଯାହା ଦ୍ଵାରା ସେମାନେ ବାଧ୍ୟ ହୋଇ ଶେଷରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ହ୍ୟୁମାନ ଏବଂ  ତାଙ୍କ ମାଆ ଙ୍କୁ ମହିଳା ଥା-ନାରୁ ନୋଟିସ ହେବା ପରେ ସେମାନେ ଆସି ଥାନାରେ ପହଂଚିଛନ୍ତି ଏବଂ ଏହା ମିଛ ବୋଲି କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *