ହୁମାନ ସାଗର ଙ୍କ ମା ଫିଟେଇଲେ ବୋହୁ ଶ୍ରୀୟା ଙ୍କ କାରନାମା | ଜାଣନ୍ତୁ କେମିତି ଶ୍ରୀୟା !

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବୋହୁ ଘରେ ମ-ଦ ପିଉଛି କେଉଁ ଶାଶୂ ସହିବ, ଅଭିଯୋଗ ଆଣିଲେ ହ୍ୟୁମାନ ସାଗରଙ୍କ ମାଆ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ ସାରା ରାଜ୍ୟରେ ଚହଳ ପକାଇଥିବା ଘଟଣାଟି ଟିକେକୁ ଟିକେ ବଦଳିବାରେ ଲାଗିଛି। ଘଟଣା ଟି ହେଉଛି ସିଙ୍ଗର ହ୍ୟୁମାନ ସାଗରଙ୍କ ପାରିବାରିକ ଘଟଣା।ସ୍ବାମୀ ସ୍ତ୍ରୀ ଟିଏ ଘର କରିଛନ୍ତି ମାନେ ତାଙ୍କ ଭିତରେ କଳି ଝଗଡା ଲାଗିବା ସ୍ଵାଭାବିକ କଥା।ମାତ୍ର ଏହି ସ୍ବାମୀ ସ୍ତ୍ରୀ ଝଗଡା ଯଦି କୌଣସି ସେଲିବ୍ରେଟିଙ୍କ ହୁଏ ତାହାଲେ କଥା ଟା ପୁରା ଚହଳ ଖେଲିଯାଏ।ହ୍ୟୁମାନଙ୍କ ସ୍ତ୍ରୀ ଆଜି ତାଙ୍କ ନାମରେ ଥା-ନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ବାମୀ କିପରି ତାଙ୍କୁ ନି-ର୍ଯା-ତ-ନା ଦେଉଛନ୍ତି। ହ୍ୟୁମାନ ମ-ଦ ପିଇ ତାଙ୍କୁ ମାରଧର କରୁଛନ୍ତି।ଏପରିକି ତାଙ୍କ ତଣ୍ଟି ଚିପି ଦେଇ ତାଙ୍କୁ ମ-ର୍ଡ-ର କରିବାକୁ ବସିଥିଲେ। ହ୍ୟୁମାନ ମ-ଦ ପିଇ ଡେରିରେ ଘରକୁ ଆସି ତାଙ୍କୁ ଟ-ର-ଚ-ର୍ କରିଥାନ୍ତି।

 

ହ୍ୟୁମାନଙ୍କ ସ୍ତ୍ରୀ ହ୍ୟୁମାନଙ୍କ ଉପରେ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଏକ୍ସଟ୍ରା ଆଫେଆରରେ ରହିଛନ୍ତି। ତାଙ୍କର ଆଉ କାହା ସହ ଖରାପ ସମ୍ପର୍କ ରହିଛି ଯେଁଉ ପାଇଁ ସେ ଏମିତି ତାଙ୍କୁ ନି-ର୍ଯା-ତ-ନା ଦେଉଛନ୍ତି। ଏହା କୁ ଦେଖିଲେ ଲାଗିବା ହ୍ୟୁମାନ ଭୁଲ କରିଛନ୍ତି।ମାତ୍ର କଥା ଓଲଟି ଗଲା ଯେତେବେଳେ ହ୍ୟୁମାନ ଙ୍କ ମା ମୁଁହ ଖୋଲିଛନ୍ତି।ଓଲଟି ହ୍ୟୁମାନ ଙ୍କ ମା ମିଡ଼ିଆ ଆଗରେ କହିଛନ୍ତି ତାଙ୍କ ବୋହୁ କିପରି ଅଟେ।ସେ କହିଛନ୍ତି  ତାଙ୍କ ବୋହୁ ସବୁ ବେଳେ ମ-ଦ ପିଏ ଆଉ ତା ସହ ତା ବାପ,ଭାଈ ମଧ୍ୟ ଆସି ଏଠାରେ ମ-ଦ ପିଅନ୍ତି। ତାଙ୍କ ବହୁ କଦାପି ତାଙ୍କ ଘର କାମ କିଛି କରେ ନାହିଁ କି ଶାଶୁ ବା ହ୍ୟୁମାନଙ୍କ କାମ କିଛି କରେ ନାହିଁ। 

 

ଘର କାମ ସବୁ ସେ ନିଜେ କରନ୍ତି ବୋଲି ତାଙ୍କ ମାଆ କହିଛନ୍ତି।ସେ ଆହୁରି କହିଛନ୍ତି ତାଙ୍କ ବହୁ ଶ୍ରୀୟା ଘରେ କାହାରିକୁ ମାନେ ନାହିଁ।ଆହୁରି ସେ କହିଛନ୍ତି ଯେ ହ୍ୟୁମାନ ର କାହା ସହ ସମ୍ପର୍କ ନାହିଁ ବରଂ ତା ଶାଶୂ ଅର୍ଥାତ୍ ହ୍ୟୁମାନଙ୍କ ସ୍ତ୍ରୀ ର ମା ର ଆଉ କାହା ସହ ଅ-ନୈ-ତି-କ ସମ୍ପର୍କ ରହିଛି। ତାଙ୍କ ବହୁ ସବୁ ଟଙ୍କା ତା ବାପ ଘରକୁ ଦେଇଛି।ଆଉ ଏବେ ଯେତେ ବେଳେ ଟଙ୍କା କଥା ଉଠିଛି ସେଥିପାଇଁ ଏତେ ସବୁ କଥା। ଏପରି ଘଟଣା ଘଟିବାର ମୂଳରେ ଟଙ୍କାର କାରବାର କଥା ହ୍ୟୁମାନଙ୍କ ମା କହିଛନ୍ତି। ଏକ ଘର କିଣିବା ଟଙ୍କା ପାଇଁ ଏସବୁ ହଉଛି। 

 

ଶାଶୁ କହିଛନ୍ତି ଯେ ଗାଡି,ଗହଣା , ଆକାଉଣ୍ଟ ରେ ପଇସା ସବୁ ତାଙ୍କ ବହୁ ନା ରେ ଅଛି।ସେ କେବେ ତାଙ୍କ ବହୁ କୁ ନିଜ ଧର୍ମ ପରିବର୍ତନ କଥା କହି ନାହାନ୍ତି କୁ କୌଣସି ନିର୍ଯାତନା ଦେଇନାହାନ୍ତି।ତାଙ୍କ ବହୁ ହ୍ୟୁମାନ ଙ୍କ ମାମୁଁ ମଲା ଦିନ ଘର ଲୋକଙ୍କ ସହ ମଦ ପିଇଥିଲେ।ଆଉ ହ୍ୟୁମାନ ଙ୍କୁ ମଦ ଏଇମାନେ ପିଏଇଥିଲେ।ଆଉ ତାଙ୍କ ବହୁ କୁ ସେ କହିଥିଲେ ପିଇବାର ଅଛି ଯଦି ଘର ଭିତରେ ପିଇ ବାହାର ଲୋକ ଜାଣିଲେ କଣ ହେବ।ହ୍ୟୁମାନ ରୋଜଗାର କରୁଥିବା ସବୁ ଟଙ୍କା ଆଣି ଶ୍ରୀୟା କୁ ଦଉଥିଲେ ଆଉ ଏବେ ସେ ଟଙ୍କା ମାଗିଲା ବେଳକୁ ତାଙ୍କ ସ୍ତ୍ରୀ ହ୍ୟୁମାନ ଙ୍କ ସହ ଝଗଡା କରି ଏପରି ସବୁ କାଣ୍ଡ କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *