ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବାଥ୍ରୁମ୍ କୁ ଆସ ମୁଁ କଣ କରେ ସୁଟିଂ କରିବ, କହିଲେ ହ୍ୟୁମାନ ସାଗର।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜରେ ବିଭିନ୍ନ ପ୍ରକାର ଲୋକ ବସବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲ କାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଆଜିକାଲିର ଦୁନିଆ ଅନେକ ବିଚିତ୍ର ଓ ଅବିଶ୍ୱାସନୀୟ ଘଟଣା ମାନ ଘଟୁଛି। ଏମିତି କିଛି ଘଟଣା ଘଟୁଛି ଯାହାକୁ ଆପଣମାନେ ଶୁଣିଲେ ବିଶ୍ୱାସ କରି ପାରିବେନି।
ହଁ ଆଜ୍ଞା ଏହିପରି ଏକ ଘଟଣା ଘଟିଯାଇଛି ଓଡ଼ିଶାରେ।ହଁ ଆଜ୍ଞା ଏବେ ସୋସିଆଲ ମିଡ଼ିଆ ଏତେ ମାତ୍ରlରେ ଲୋକ ପ୍ରିୟ ହୋଇଛି ଯେ ସୋସିଆଲ ନ ଥିଲେ ଯେମିତି ସବୁ କିଛି ଅଚଳ ପରି ଲାଗୁଛି।ହଁ ଆଜ୍ଞା ଆମେ କହୁଛୁ ଓଡ଼ିଆ ସିଙ୍ଗର ହ୍ୟୁମାନସାଗରଙ୍କ କଥା।ଗତକାଲି ମହିଳା ଥାନାରେ ଓଡ଼ିଆ ସିଙ୍ଗର ହ୍ୟୁମାନ ସାଗର କାଲି ପହଞ୍ଚିଥିଲେ। ଆରକ୍ଷୀ ଅଧିକାରୀର ନିର୍ଦ୍ଦେଶ ପରେ ମହିଳା ଥା-ନାରେ ହ୍ୟୁମାନସାଗର।
ହ୍ୟୁମାନସାଗରଙ୍କ ନାଁରେ କିଛି ସାଙ୍ଘାତିକ ଅଭିଯୋଗ ଥିଲା ବୋଲି କାଲି ଶୁଣିବାକୁ ମିଳିଥିଲା।ସେ ତାଙ୍କ ସ୍ତ୍ରୀ ଶ୍ରିଆ ମିଶ୍ରଙ୍କୁ ଦେଉଥିଲେ ମାନସିକ ଏବଂ ଶାରିରୀକ ନି-ର୍ଯ୍ୟା-ତ-ନା।ଘରକୁ ଆସିଲେ ମାଡ ମାରୁଥିଲେ,ଯେତେ ଅନୁରୋଧ କଲେ ମଧ୍ୟ କିଛି ଶୁଣୁନଥିଲେ।ହ୍ୟୁମାନସାଗର ଆଜି ଗଣମାଧ୍ୟମ ଆଗରେ କହିଛନ୍ତି ଯେ ଆପଣମାନଙ୍କ ଭଲପାଇବା ସବୁବେଳେ ତାଙ୍କ ସହ ରହୁ।ସେ ଏହି ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି।
ସେ ସବୁ ଧର୍ମକୁ ଭଲ ପାଆନ୍ତି ବୋଲି କହିଛନ୍ତି।ସେ ଧର୍ମ ଚେଞ୍ଜ କରିବା କଥାକୁ ମିଛ ବୋଲି ମଧ୍ୟ କହିଛନ୍ତି।ସେ କହିଛନ୍ତି ୨ଦିନ ପରେ କଣ ସତ ଆଉ କଣ ମିଛ ସବୁ ଜଣାପଡ଼ିଯିବ।ହ୍ୟୁମାନସାଗର ରାଗିଯାଇ କହିଥିଲେ ଅପଣମାନେ କଣ ପାଇଁ ତାଙ୍କ ବ୍ୟକ୍ତିଗତ ଜୀବନରେ ମୁଣ୍ଡ ପୁରାଉଛନ୍ତି।ଆହୁରି କହିଥିଲେ ବାଥ୍ରୁମ୍ କୁ ଆସ ମୁଁ କଣ କରେ ସୁଟିଂ କରିବ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।