ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତ୍ରିବେଣୀ ଅମାବାସ୍ୟା , ୧୫୧ ବର୍ଷରେ ମହସଂଯୋଗ।ଶନି ଦେବଙ୍କ କୃପାରୁ ଏହି 5ଟି ରାଶି ର ଭାଗ୍ୟ ଚମକି ଉଠିବ, ହେବାକୁ ଯାଉଛି ବଡ଼ ପରିବର୍ତ୍ତନ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଶୁଭ ଅଶୁଭ ମଣିଷ ଜୀବନରେ ଲାଗି ରହିଥାଏ ଯେପରି ସୁଖ ଆଉ ଦୁଃଖ।ଏସବୁ ନିଜ ନିଜ କର୍ମ ଫଳ ଆଉ ରାଶି ,ଗ୍ରହ ,ନକ୍ଷତ୍ର ଉପରେ ନିର୍ଭର କରେ।ଗ୍ରହ ମାନଙ୍କ ଚଳନ ପ୍ରତି ମୁହୂର୍ତ୍ତ ରେ ବଦଳି ଥାଏ ଯାହା ଫଳରେ ରାଶି ମାନଙ୍କର ଭାଗ୍ୟ ବଦଳି ଯାଏ।21ଜାନୁଆରୀ ରେ ପବିତ୍ର ତ୍ରିବେଣୀ ଅମାବାସ୍ୟା। 5ଗୋଟି ରାଶି ର ଭାଗ୍ୟ ବଦଳି ବାକୁ ଯାଉଛି।ଯାହା ଉପରେ ଶନି ଦେବ ଙ୍କ ବିଶେଷ କୃପା ପଡ଼ିବାକୁ ଯାଉଛି।ଏମାନଙ୍କର ସମସ୍ତ ମନ କାମନା ପୂରଣ ହେବାକୁ ଯାଉଛି। ଏମାନଙ୍କର ଭାଗ୍ୟ ର ଦୁଆର ଖୋଲିବାକୁ ଯାଉଛି।ମା ଲକ୍ଷ୍ମୀ ଙ୍କ କୃପା ଏମାନଙ୍କ ଉପରେ ପଡ଼ିବାକୁ ଯାଉଛି।
*ମେଷ ରାଶି:-
ମେଷ ରାଶି ର ଲୋକ ମାନେ ଖୁବ୍ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି।ଏମଙ୍କ ଜୀବନ ରେ କିଛି ସମସ୍ୟା ଥିଲେ ତାହା ସମାଧାନ ହେଇଯିବ।ସିଂହ ରାଶି ର ବ୍ୟକ୍ତି ପାଇଁ ଭାଗ୍ୟ ର ସମ୍ପୁର୍ଣ୍ଣ ସୋହଯୋଗ ମିଳିବ।ଏମାନେ ନିଜ ଭାଗ୍ୟ ବଳ ରେ ସମସ୍ତ କାର୍ଯ ରେ ସଫଳ ହେବେ।ଏମାନେ ଯେଁଉ ନୂତନ କାମ ଆରମ୍ଭ କରିବେ ତାହା ତାଙ୍କୁ ଆଗକୁ ନେଇଯିବ।
*ତୁଳା ରାଶି:-
ସେପରି ତୁଳା ରାଶି ର ବ୍ୟକ୍ତି ପାଇଁ ଖୁବ୍ ଶୀଘ୍ର ଭଲ ସମୟ ଆରମ୍ଭ ହେବା କୁ ଯାଉଛି।ଏମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ ସିଧା ନଜର ରହୁଛି ଯାହାଫଳରେ ଏମାନଙ୍କ ଆଉ ଧନ ର ଅଭାବ ରହିବ ନାହିଁ। ଆଶା ଠାରୁ ଅଧିକ ଏହି ରାଶି ପାଇବେ।ବ୍ୟାପାର ବଣିଜ ରେ ଲାଭ କରିବେ। ମାନ ସମ୍ମାନ ବଢିଯିବ।
*କନ୍ୟା ରାଶି:-
କନ୍ୟା ରାଶି ର ବ୍ୟକ୍ତି ମାନଙ୍କର ଦାମ୍ପତ୍ୟ ଜୀବନ ସୁଖ ହେବ।ପାରିବାରିକ ସମସ୍ୟା ଦୂର ହେବ।ଅଚାନକ ଏମାନଙ୍କୁ କୌଣସି ଖୁସି ଖବର ମିଳିବ।ଧନ ପ୍ରାପ୍ତି ର ମଧ୍ୟ ସଂଯୋଗ ମଧ୍ୟ ରହୁଛି।କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଦାୟକ ଅଟେ । ଯାହାଦ୍ଵାରା ସମାଜରେ ଆପଣ ପ୍ରତିଷ୍ଠିତ ହୋଇ ପାରିବେ।
*କୁମ୍ଭ ରାଶି:-
କୁମ୍ଭ ରାଶି ପାଇଁ ରାଜ ଯୋଗ ର ସମ୍ଭାବନା ରହୁଛି।ଅଟକି ରହିଥିବା କାମ ଶେଷ ହେବ।ନୂତନ କାମ ଆରମ୍ଭ କରିବେ।ସବୁଆଡୁ ଶୁଭେଚ୍ଛା ର ସୁଅ ଏମାନଙ୍କୁ ଛୁଟିବ।ଶନି ଦେବ ଙ୍କ ଦୟା ରୁ ଏମାନଙ୍କ ଜୀବନ ର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯିବ । ଏମାନଙ୍କୁ ଧନ ର ଅଭାବ ଦେଖା ଦେବ ନାହିଁ ।ଏହାଛଡା ଶନି ଦେବ ଙ୍କ କୃପାରୁ ବେପାର ବାଣିଜ୍ୟର ରେ ଅଧିକ ଲାଭବାନ ହେବେ।
*ମକର ରାଶି –
ଏହି ରାଶି ବ୍ୟକ୍ତି ବିଶେଷ ଧୀର ସ୍ୱଭାବର ହୋଇଥାନ୍ତି । ଶନି ଦେବଙ୍କ କୃପାରୁ ଆପଣ ଯଦି କୌଣସି ନୂତନ କାର୍ଯ୍ୟରେ ହାତ ଲଗାଉଛନ୍ତି ତେବେ ତାହା ନିଶ୍ଚିତ ସୁଫଳପ୍ରଦ ହେବ । ଏହା ଛଡ଼ା ଆପଣଙ୍କ ଜୀବନରେ ସଦା ସର୍ବଦା ଖୁସି ଲାଗି ରହିବ । ପୁରୁଣା ସ୍ମୃତି କୁ ନେଇ ବେଶ୍ ଆନନ୍ଦିତ ହେବେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।