ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହ୍ୟୁମାନ ସାଗରଙ୍କ ଘଟଣାକୁ ନେଇ ମୁଁହ ଖୋଲିଲେ କଂଗ୍ରେସ ନେତା ସୁର ରାଉତରାୟ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ସମାଜ ଭିତରେ ଘର କରିଥିଲେ କେତେବେଳେ ସୁଖ, ଦୁଃଖ ଆଉ କଳି ଝଗଡା ଆଦି ଲାଗିରହିଥିାଏ। ସ୍ବାମୀ ସ୍ତ୍ରୀ ଟିଏ ଘର କରିଛନ୍ତି ମାନେ ତାଙ୍କ ଭିତରେ କଳି ଝଗଡା ଲାଗିବା ସ୍ଵାଭାବିକ କଥା। ସ୍ବାମୀ ସ୍ତ୍ରୀ ମଧ୍ୟ ରେ ଭଲ ପାଇବା ମଧ୍ୟ ସ୍ଵାଭାବିକ କଥା। କଳି ଝଗଡା ହେଲେ ମଧ୍ୟ ପୁଣି ସ୍ବାମୀ ସ୍ତ୍ରୀ ପରସ୍ପର ନିଜ ନିଜ ଭୁଲ ବୁଝି ତାଙ୍କ ମନକୁ ମିଳାଇ ପୁଣି ସଂସାର ର ଗାଡ଼ି ଆଗକୁ ନେଇଥାନ୍ତି। ମାତ୍ର ଏହି ସ୍ବାମୀ ସ୍ତ୍ରୀ ଝଗଡା ଯଦି କୌଣସି ସେଲିବ୍ରେଟିଙ୍କ ହୁଏ ତାହାଲେ କଥା ଟା ପୁରା ଚହଳ ଖେଲିଯାଏ।
ନିକଟରେ ଆମ ଓଡ଼ିଶାର ଏମିତି କେତେ ସେଲିବ୍ରେଟିଙ୍କ କଥା ଭାଇରାଲ ହୋଇଛି। ସେ ଅନୁଭବ ବର୍ଷା ହୁଅନ୍ତୁ କି ବାବୁଶାନ୍ ଜାଗୃତିଙ୍କ କଥା । ଏବେ ନୂଆ ଏକ ଯୋଡ଼ି ଏଥିରେ ସାମିଲ ହୋଇଛନ୍ତି ସେ ହେଉଛନ୍ତି ସିଙ୍ଗର ହ୍ୟୁମାନ ସାଗର ଏବଂ ତାଙ୍କ ସ୍ତ୍ରୀ।ହ୍ୟୁମାନଙ୍କ ସ୍ତ୍ରୀ ହ୍ୟୁମାନଙ୍କ ଉପରେ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଏକ୍ସଟ୍ରା ଆଫେଆର୍ ରେ ରହିଛନ୍ତି। ତାଙ୍କର ଆଉ କାହା ସହ ଖରାପ ସମ୍ପର୍କ ରହିଛି ଯେଁଉ ପାଇଁ ସେ ଏମିତି ତାଙ୍କୁ ନି-ର୍ଯା-ତ-ନା ଦେଉଛନ୍ତି।
ଏହାକୁ ଦେଖିଲେ ଲାଗିବା ହ୍ୟୁମାନ ଭୁଲ କରିଛନ୍ତି।ମାତ୍ର କଥା ଓଲଟି ଗଲା ଯେତେବେଳେ ହ୍ୟୁମାନଙ୍କ ମା ମୁଁହ ଖୋଲିଛନ୍ତି।ଓଲଟି ହ୍ୟୁମାନଙ୍କ ମା ମିଡ଼ିଆ ଆଗରେ କହିଛନ୍ତି ତାଙ୍କ ବହୁ କିପରି ଅଟେ।ସେ କହିଛନ୍ତି ତାଙ୍କ ବହୁ ସବୁ ବେଳେ ମ-ଦ ପିଏ ଆଉ ତା ସହ ତା ବାପ,ଭାଈ ମଧ୍ୟ ଆସି ଏଠାରେ ମ-ଦ ପିଅନ୍ତି। ତାଙ୍କ ବହୁ କଦାପି ତାଙ୍କ ଘର କାମ କିଛି କରେ ନାହିଁ କି ଶାଶୁ ବା ହ୍ୟୁମାନଙ୍କ କାମ କିଛି କରେ ନାହିଁ। ଘର କାମ ସବୁ ସେ ନିଜେ କରନ୍ତି ବୋଲି ତାଙ୍କ ମାଆ କହିଛନ୍ତି।
ସେ ଆହୁରି କହିଛନ୍ତି ତାଙ୍କ ବହୁ ଶ୍ରୀୟା ଘରେ କାହାରି କୁ ମାନେ ନାହିଁ।ତେବେ ଏହି ଘଟଣାରେ ଏବେ ଆମ କଂଗ୍ରେସ MLA ସୁର ରାଉତରାୟ ମୁଁହ ଖୋଲିଛନ୍ତି।ସେ ମିଡ଼ିଆ ଆଗରେ ତାଙ୍କ କଥା ରଖିଛନ୍ତି କି ସ୍ବାମୀ ଆଉ ସ୍ତ୍ରୀ କାହାର କଳି ଝ-ଗ-ଡା ହଉ ନାହିଁ। କଳାକାର ମାନେ ସବୁବେଳେ ଅନ୍ୟ କାହା ସହ ସମ୍ପର୍କରେ ଥାନ୍ତି ତାଙ୍କୁ ବାରଣ କରିବାର ଅଛି। ତେବେ ସେ କହିଛନ୍ତି ଘର କଥା ଘର ଭିତରେ ରହୁ।ହ୍ୟୁମାନ ଆଉ ଶ୍ରୀୟା ବେଶୀ ଟୁପୁରୁ ଟାପର ନହୋଇ ଦୁହେଁ ପୁଣି ମିଶି ଯାଇ ଘର ସଂସାର ଗଢ଼।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।