ପାକିସ୍ତାନ ହାରିବା ପରେ ଖୁସିରେ ମସୁଗୁଲ ହେଇ ଏମିତି ନାଚିଲେ Afaganistan କ୍ରିକେଟ ଫାନ୍ସ । ଦେଖ ସେହି ସମୟ ର Video Recording….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପାକିସ୍ତାନ ହାରିବା ଖୁସି ରେ ଆଫଗାନିସ୍ତାନ ନାଚିଲେ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପାକିସ୍ତାନ ହାରିଲା ଓ ଆଫଗାନିସ୍ତାନ ନାଚିଲେ । ଟି-୨୦ ମେଚ୍ ରେ ପାକିସ୍ତାନ ସେମି ଫାଇନାଲ ରେ ପରାସ୍ତ ହେବା ପରେ ଆଫଗାନିସ୍ତାନ ରେ ହୋଇଛି ସେଲିବ୍ରେସନ । ବାଣ ଫୁଟାଇବା ସହିତ ନାଚ ଗୀତ କରି ସେଲେବ୍ରେସନ କରା ହୋଇଛି । ଆଫଗାନସ୍ତାନ ର ଲୋକେ କହିଛନ୍ତି ସେମାନେ ପାକିସ୍ତାନ ର ପରାଜୟ କୁ ପ୍ରତୀକ୍ଷା କରିଥିଲେ । ଆଫଗାନିସ୍ତାନ ର କିଛି ଏପରି ନାଚ ଗୀତ ଓ ବାଣ ଫୁଟୁଥିବାର ଭିଡିଓ ଏବେ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । ଗତ କାଲି ଅଷ୍ଟ୍ରେଲିଆ ବି-ପ-କ୍ଷ ରେ ପାକିସ୍ତାନ ର ସେମି ଫାଇନାଲ ମୁକାବିଲା ଥିଲା । ଏଥିରେ ପାକିସ୍ତାନ କଡ଼ ମୁକାବିଲା କରି ଶେଷ ମୁହୂର୍ତ୍ତ ରେ ହା-ରି ଯାଉଥିଲା। 

 

ପାକିସ୍ତାନ ରେ ପ-ରା-ଜ-ୟ ପରେ ଦଲାଲବାଦ୍ ରେ ହୋଇଛି ସେଲେବ୍ରେସନ୍ । ଆମେ ଜାଣିଚୁ ଯେ ପାକିସ୍ତାନ ଓ ଆଫଗାନିସ୍ତାନ ପରସ୍ପର ସହଯୋଗୀ ରାଷ୍ଟ୍ର । ଉଭୟ ମୁସଲମାନ ସଂଖ୍ୟା ବହୁଳ ରାଷ୍ଟ୍ର କିନ୍ତୁ ଆଫଗାନିସ୍ତାନ କୁ ପାକିସ୍ତାନ ଯେହେତୁ ପ-ରା-ସ୍ତ କରିଥିଲା ଏହି ଗ୍ରୁପ ରେ ଆଫଗାନିସ୍ତାନ ପରବର୍ତ୍ତୀ ରାଉଣ୍ଡ କୁ ଯିବା ପଛରେ ଅନ୍ତରା ହୋଇଥିଲା ପାକିସ୍ତାନ ଏବଂ ଅନ୍ୟ କିଛି କାରଣ ପାଇଁ ପାକିସ୍ତାନ ବିରୋଧ ରେ ମନ ରେ କ୍ରୋ-ଧ ଆକୃଷ୍ଟ ହୋଇଛି ନିଶ୍ଚିନ୍ତ । ଏଥି ପାଇଁ କ୍ରିକେଟ ମଇଦାନ ଉପରେ ପାକିସ୍ତାନ ହା-ରି-ଯି-ବା ପରେ ଆଫଗାନିସ୍ତାନ ରେ ଖୁସି ରେ ମାହଲ ।

 

ଗ୍ରୁପ୍ ୨ ରୁ ପ୍ରଥମ ସ୍ଥାନ ରେ ରହି ସମସ୍ତେ ୫ ଟି ଯାକ ମେଚ୍ କୁ ଜିତି ସେମିଫାଇନାଲ କୁ ଆସିଥିଲେ ପାକିସ୍ତାନ । ଗତକାଲି ମାଥୁଏଡ୍ ବି-ସ୍ପୋ-ର-ଣ ବଳରେ ୫୦୦ ରେକର୍ଡ କରି  ସେ ପ-ରା-ସ୍ତ ହୋଇଥିଲା ତ ପରେ ଏମିତି କିଛି ଦୃଶ୍ୟ ଭା-ଇ-ରା-ଲ୍ ହେବାରେ ଲାଗିଛି । କଳିଙ୍ଗଶ୍ରୀ ପଣ୍ଡା ମଧ୍ୟ ଆସିଥିଲେ ସେ ମଧ୍ୟ କହିଛନ୍ତି ପାକିସ୍ତାନ ହା-ରି-ବା-ର ଖୁସି କଣ ପାଇଁ ନେଇ ଆଫଗାନିସ୍ତାନ ଖୁସି ଥିଲା । 

 

ଏହି ଯେ ଚିତ୍ର ଆସୁଥିଲା ତାହା ଆଫଗାନିସ୍ତାନ ର ଜଲ୍ଡାବାଦ ର ଚିତ୍ର । ଜଲ୍ଡାବାଦ ଯାହାକି ପାକିସ୍ତାନ ର ୫ମ ଜଲ୍ଡଦ୍ ବାଦ । ଭାରତୀୟ ଟିମ୍ କୁ ମଧ୍ୟ ସେମାନେ ବହୁତ୍ ଭଲ ପାଇବା ଦିଅନ୍ତି ଓ ଏହା ସହିତ ଟିମ୍ ର ପ-ରା-ସ୍ତ ପରେ ପରେ ସେଠାକାର ଲୋକ ଖୁବ୍ ଦୁଃ-ଖ ପ୍ରକାଶ କରିଥିଲେ । ଏହିଠାରୁ ଯାହା ଜଣା ପଡ଼ିଛି କେଉଁ ମାନେ ତାଲିବାନ୍ ଗ୍ରୁପ୍ ସହିତ ଯୋଡ଼ିତ ଅଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *