ନମସ୍କାର ଦର୍ଶକ ବନ୍ଧୁ ଆପଣଙ୍କୁ ଆମ ଚ୍ୟାନେଲ ରେ ସ୍ବାଗତ । ଆପଣ ଜାଣିଥିବେ ବର୍ତ୍ତମାନ ସମୟରେ ଅନେକ କଳାକାର ମାନଙ୍କୁ ହରାଇ ରାଜ୍ୟ ତଥା ଦେଶ ଶୋକରେ ରହୁଛି । ବର୍ତ୍ତମାନ ଠାରୁ ଗତ ଦୁଇ ବର୍ଷ ପର୍ଯ୍ୟନ୍ତ ଅନେକ ବଡ ବଡ କଳାକାର ମାନଙ୍କ ଅଚାନକ ଭାବେ ପରଲୋକ ହୋଇଛି ଯାହାଙ୍କ ଘଟଣା ଆଜିବି ଗ୍ରହଣ କରିପାରି ନାହାନ୍ତି ଲୋକେ। ଏବଂ ବର୍ତ୍ତମାନ ସୁଦ୍ଧା ତାଙ୍କୁ ମନେ ପକାଇ ମନ ଦୁଃଖ କରୁଛନ୍ତି।
ଅନେକ ଗୀତିକାର ଅନେକ ଅଭିନୟ କଳାକାର ଅନେକ ନୃତ୍ୟ ଜଗତର କଳାକାର ମାନଙ୍କୁ ହରାଇ ସାରିଛି କଳା ଜଗତ । ଶାରୀରିକ ସ୍ତରରେ ସେମାନଙ୍କ ଦେହାନ୍ତ ଘଟିଥିବା ବେଳେ ଆଜିବି ଜୀବନ୍ତ ରହି ଯାଇଛି ତାଙ୍କ ସ୍ମୃତି । ଯେଉଁ କଳାକାର ଯାହା ଜାହା କଳା ପ୍ରଦର୍ଶନ କରିଛନ୍ତି ତାଙ୍କ ସ୍ମୃତି ଦ୍ଵାରା ଆଜିବି ଅମର ହୋଇ ଅଛନ୍ତି । କଳାକାର ମାନଙ୍କୁ ଲୋକମାନେ ବହୁତ୍ ସମ୍ମାନ କରନ୍ତି । ଭାରତରେ କଳାକାର ମାନଙ୍କୁ ଏଥିପାଇଁ ସମ୍ମାନ କରାଯାଏ ଯେ ଭାରତ ହେଉଛି କଳା ସଂସ୍କୃତି ର ଦେଶ ।
ଭାରତର କଳାକାର ମାନେ ଦେଶ ବିଦେଶରେ ନିଜର ନାଁ କରିବାରେ ସକ୍ଷମ ହୋଇଛନ୍ତି । ଅନେକ ଅନେକ ବରିଷ୍ଟ କଳାକାର ଙ୍କ ନାଁ ଦେଶ ବିଦେଶରେ ସର୍ବଦା ଚର୍ଚ୍ଚାର ବିଷୟ ହୁଏ। ତେବେ ବର୍ତ୍ତମାନ ଗୀତିକାର ନାଶିର ଫରସାୟାତ ଆମ ଗ୍ରହଣରେ ନାହାନ୍ତି । ନାଶିର ଫରସାୟାତ ଙ୍କ ସଙ୍ଗୀତ ଜଗତରେ ଖୁବ୍ ଲୋକପ୍ରିୟତା ରହିଛି ଏବଂ ଆଗକୁ ରହିଥିବ ମଧ୍ୟ ।
ତାଙ୍କର ଏପରି ମୃ-ତ୍ୟୁ ରେ ସମସ୍ତେ ଦୁଃଖ ଅନୁଭବ କରିଛନ୍ତି । ଅନେକ ଦିନ ଧରି ନାଶିର ଫରସାୟାତ ମାନସିକ ଏବଂ ଶାରୀରିକ ସ୍ତରରେ ପୀଡ଼ିତ ଥିଲେ ଏବଂ ଚିକିତ୍ସା ହେଉଥିଲେ ବୋଲି ସୂଚନା ମିଳିଛି । ଗୀତିକାର ଙ୍କ ମଧ୍ୟରେ ହୃଦଘାତର ସମସ୍ୟା ଦେଖିବାକୁ ମିଳିଥିଲା । ଶେଷରେ ନିଜ ଜୀବନର ସଂଘର୍ଷ ରେ ହାରି ଯାଇଥିଲେ ନାଶିର ଫରସାୟାତ ।
ତାଙ୍କ ମୃ-ତ୍ୟୁ ସମ୍ପର୍କରେ ତାଙ୍କ ନିଜ ଲୋକେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ଏହି ତଥ୍ୟ ଦେଇଥିଲେ । ଏହା ଜାଣିବା ପରେ ଫ୍ୟାନ ମାନେ ଖୁବ୍ ଅନୁଭବ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଭଗବାନ ଙ୍କ ନିକଟରେ ପର୍ଥାନା କରିଛନ୍ତି। ଏବଂ ସବୁଦିନ ପାଇଁ ନାଶିର୍ ତାଙ୍କ ହୃଦୟରେ ଜୀବିତ ରହିବେ ବୋଲି ଅନେକ ଫ୍ୟାନ ନିଜର ମତ ଦେଇଥିଲେ ।