ଫୁଣି ସିନେ ଜଗତ କୁ ବଡ଼ ଝଟକା ଲାଗିଲା | ଚାଲିଗଲେ ଆଉ ଜଣେ କିମ୍ବଦନ୍ତୀ ସିଙ୍ଗର…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବଲିଉଡ ଜଗତରୁ ଦୁଃଖର ଖବର । ଆପାରିରେ ଲୋକପ୍ରିୟ ଗୀତିକାର ନାସିର ଫରାଜ ।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ଷ ୨୦୨୩ ଆରମ୍ଭରୁ ବଲିଉଡ ଜଗତକୁ ଏକ ବଡ ଝଟକା ଲାଗିଛି । ବର୍ତମାନ ସମୟରେ ସଙ୍ଗୀତ ଜଗତରୁ ଯେଉଁ ଏକ ବଡ଼ ଦୁଃଖ ପୂର୍ଣ୍ଣ ଖବର ସାମ୍ନାକୁ ଆସିଛି ତାହା ହେଉଛି ଲୋକପ୍ରିୟ ଗୀତିକାର ନାସିର ଫରାଜଙ୍କ ପ-ର-ଲୋ-କ ହୋଇଛି । ବଲିଉଡ ପାଇଁ ଅନେକ ସୁପରହିଟ ଗୀତ ଲେଖିଥିବା ନାସିର ଫରାଜଙ୍କର ହୃଦଘାତଜନିତ ମୃ-ତ୍ୟୁ ହୋଇଛି । ନାଜିରଙ୍କ ବନ୍ଧୁ ଅଜିଜ ନାଜା ତାଙ୍କ ବିୟୋଗ ହୋଇଥିବା ନେଇ ସୂଚନା ଦେଇଛନ୍ତି । 

 

ଦୀର୍ଘ ଦିନ ଧରି ଏହି ଗୁରୁତର ରୋଗରେ ପୀଡ଼ିତ ହୋଇ ଜୀବନ ଓ ମ-ର-ଣ ସହ ସଂଘର୍ଷ କରିବା ପରେ ଶେଷରେ ସେ ହାରି ଯାଇଛନ୍ତି । ୧୬ ଜାନୁଆରୀ ୨୦୨୩ ସନ୍ଧ୍ୟାରେ ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୋମବାର ମୁମ୍ବାଇର ନାଲାସୋପାରା ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ତେବେ ନାସିର ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏକାଧିକ ଗୀତ ଲେଖିଛନ୍ତି । ତାଙ୍କର ପ୍ରତିଟି ଶଦ୍ଦକୁ ନେଇ ଲେଖା ଗୀତ କଣ୍ଠଶିଳ୍ପୀଙ୍କ ଦ୍ବାରା ଲୋକଙ୍କ ହୃଦୟରେ ପହଞ୍ଚି ପାରୁଥିଲା । ବର୍ତମାନ ସେ ଆମ ଗହଣରେ ନାହାଁନ୍ତି । 

 

ସୂଚନାଯୋଗ୍ୟ, ନାସିର ଫରାଜ ହୃଦ୍‌ରୋଗରେ ପୀଡ଼ିତ ଥିଲେ । ରବିବାର ହଠାତ୍‌ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଛାତିରେ ଯନ୍ତ୍ରଣା ଆରମ୍ଭ ହେବାରୁ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ୧୬ ତାରିଖ ସନ୍ଧ୍ୟା ୬ଟାରେ ଡାକ୍ତର ତାଙ୍କର ମୃ-ତ୍ୟୁ ହୋଇଥିବା ଘୋଷଣା କରିଥିଲେ । ନାସିର ଫରାଜଙ୍କ ବନ୍ଧୁ ଓ ସଙ୍ଗୀତକାର ଅଜିଜ ନାଜା ଲୋକପ୍ରିୟ ଗୀତିକାରଙ୍କ ମୃତ୍ୟୁ ଖବର ଦେଇଥିଲେ । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫରାଜଙ୍କ କିଛି ଫଟୋ ସେୟାର କରି ତାଙ୍କ ମୃ-ତ୍ୟୁକୁ ନେଇ ‌ଶୋ-କବ୍ୟକ୍ତ କରିଛନ୍ତି । 

 

ଏଥିସହିତ ନାସିର ଫରାଜ ସାହେବ ଆଉ ଆମ ଗହଣରେ ନାହାନ୍ତି ବୋଲି ଲେଖିଛନ୍ତି । ତେବେ ବନ୍ଧୁଗଣ ନାସିର ବଲିଉଡ ପାଇଁ ଅନେକ ହିଟ୍‌ ଗୀତ ଲେଖିଛନ୍ତି । ସେଥିମଧ୍ୟରୁ ୨୦୧୦ରେ ମୁକ୍ତିଲାଭ କରିଥିବା କାଇଟ୍ସ ଚଳଚ୍ଚିତ୍ରର ଦୁଇଟି ଗୀତ ‘ଦିଲ କ୍ୟୁଁ ମେରା ଶୋର କରେ’ ଏବଂ ‘ଜିନ୍ଦଗୀ ଦୋ ପଲ କି’ ସୁପରହିଟ୍‌ ହୋଇଥିଲା । ଆଉ ଦର୍ଶକ ବି ଏହି ଦୁଇଟି ଗୀତକୁ ବେଶ ପସନ୍ଦ ବି କରିଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *