ହୁମାନ ସାଗର ସ୍ତ୍ରୀ ଙ୍କ ବଡ଼ ଖୁଲାସା | ଏହି ବଡ଼ ରୋଗରେ ପୀଡିତ ହୁମାନ ସାଗର…

 

           

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ହ୍ୟୁମାନ ସାଗର ଙ୍କ ପତ୍ନୀ ଶ୍ରୀୟା ମିଶ୍ର ହ୍ୟୁମାନଙ୍କ ଅନୁତାପ କରିବାକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଜିକାଲି ଏହି ଦୁନିଆରେ ବହୁତ କିଛି ଜିନିଷ ବଦଳିଗଲାଣି।ଆଗରୁ ଏହି ସମାଜରେ ଘଟୁଥିବା ଅନେକ ଘଟଣା ବିଷୟ ରେ ଲୋକ ମାନେ ଅବଗତ ହୋଇ ପାରୁନଥିଲେ।କିନ୍ତୁ ବର୍ତ୍ତମାନ ସମୟ ବଦଳିଯାଇଛି, ଆଉ ଏହି ସମାଜ ରେ ଘଟୁଥିବା ଟିକି ନିଖି ଖବର ସମ୍ୱନ୍ଧ ରେ ଦୁନିଆ ର ପ୍ରତ୍ୟେକ ଲୋକ ଜାଣିପାରୁଛନ୍ତି।ପ୍ରତିଦିନ ଆମେ କିଛି ଖରାପ ଘଟଣା ସମ୍ପର୍କ ରେ ଜାଣିବାକୁ ପାଉ ତ କିଛି ଭଲ ଘଟଣା ସମ୍ପର୍କରେ ଜାଣିବାକୁ ପାଉ।

 

ଆଗରୁ ନାରୀ ଜାତି ବହୁତ ନି-ର୍ଯା-ତ-ନା ସହି ମଧ୍ୟ ସେ ସମ୍ପର୍କ ରେ ବିରୋଧ କରୁନଥିଲେ,କାରଣ ସେତେବେଳେ ସେମାନେ  ସଚେତନ ନଥିଲେ,କିନ୍ତୁ ଏବେ ନାରୀ ଜାତି ସଚେତନ ହୋଇଗଲାଣି।ସ୍ବାମୀ ଯେତେ ବଡ଼ କିମ୍ବା ଚର୍ଚ୍ଚିତ ଲୋକ ହୋଇଥାଉ ନା କାହିଁକି ସ୍ତ୍ରୀ ତାର ସ୍ବାମୀ ବିରୋଧ ରେ ଅଭିଯୋଗ କରିପାରୁଛି।ବର୍ତ୍ତମାନ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ହ୍ୟୁମାନ ସାଗର ଙ୍କ ପତ୍ନୀ ତାଙ୍କ ଉପରେ ଲଗାଇଥିବା ଅଭିଯୋଗ କୁ ନେଇ ଚର୍ଚ୍ଚା ଜୋର ଧରିଛି।ବର୍ତ୍ତମାନ ହ୍ୟୁମାନ ସାଗର ଗଣମାଧ୍ୟମ ଆଗରେ ଯେଉଁ ଅନୁତାପ କରିଛନ୍ତି ତାହାକୁ ନେଇ ତାଙ୍କ ପତ୍ନୀ ଶ୍ରୀୟା ମିଶ୍ର ନିଜର ମନ୍ତବ୍ୟ ରଖିଛନ୍ତି।ଆସନ୍ତୁ ଜାଣିବା ସେ ସମ୍ପର୍କ ରେ।

           

ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା କହିଛନ୍ତି ହ୍ୟୁମାନ ଯେଉଁ ଅନୁତାପ କରିଛନ୍ତି ତାହା ଖାଲି ମିଡିଆ ଆଗରେ।ଅନୁତାପ କରିବା ର ଥିଲେ ସେ କେବେ ବି ଏପରି କାମ କରିନଥାନ୍ତେ।ସେ କହିଛନ୍ତି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଆଉ ପଇସା ନାହିଁ।ହ୍ୟୁମାନଙ୍କ ମାଁ ଯେଉଁ କଥା ଗୁଡ଼ିକ ତାଙ୍କ ବିଷୟରେ କହିଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା।ସେ ପ୍ରତି ଦୁଇ ତିନି ମାସକୁ ଥରେ ପରିବାରର ସମସ୍ତଙ୍କର ପୁରା ଦେହ ଚେକ୍ ଅପ୍ କରାନ୍ତି।ତେଣୁ ସେ ଯେଉଁ ଡକ୍ଟର ଙ୍କ ପାଖକୁ ଯାଆନ୍ତି ତାଙ୍କୁ ପଚାରିଲେ ସେ କହିବେ କିଏ ମଦ ପିଅନ୍ତି।ହ୍ୟୁମାନ ସାଗର ନିଜେ ମାନିଛନ୍ତି ମ-ଦ ପିଇ ପିଇ ତାଙ୍କର ଖାଦ୍ୟ ନଳୀ ଖରାପ ହୋଇଯାଇଛି।

 

ଏହି ସବୁ ବିବାଦର ଆରମ୍ଭ ସେ ଘର କିଣିବା ପାଇଁ ପଇସା ମାଗିବାରୁ ହୋଇଥିଲା।ଶ୍ରୀୟା କହିଲେ ଯଦି ହ୍ୟୁମାନ ଯାହା ବି ରୋଜଗାର କରୁଛନ୍ତି ସବୁ ପଇସା ତାଙ୍କ ପାଖରେ ରହିଥାନ୍ତା ତେବେ ସେ ଆଜି ଛିଡ଼ି ଯାଇଥିବା ଡ୍ରେସ୍ ପିନ୍ଧିନଥାନ୍ତେ।ସେ କହିଛନ୍ତି ହ୍ୟୁମାନ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ କହୁଥିଲେ,ତାଙ୍କୁ ସିନ୍ଦୂର, ଟିକିଲି, ଅଳତା ପିନ୍ଧିବାକୁ ଓ ମନ୍ଦିର ଯିବାକୁ ମନା କରୁଥିଲେ। ତାଙ୍କ କହିବା ଅନୁସାରେ ହ୍ୟୁମାନ ତାଙ୍କୁ ଯେପରି ସମ୍ମାନର ସହିତ ତାଙ୍କୁ ପ୍ରଥମେ ଘରକୁ ନେଇଥିଲେ ସେପରି ଭାବରେ ସେ ଯଦି ଡାକିବେ।ତେବେ ସେ ନିଶ୍ଚୟ ତାଙ୍କ ସହ ରହିବେ,କାରଣ ଏଇ ସମ୍ପର୍କକୁ ରଖିବା ପାଇଁ ସେ ଆଉ ତାଙ୍କ ପରିବାର ବହୁତ ଚେଷ୍ଟା କରିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *