ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଏହି ୩ ଟି ସମୟରେ ସ୍ତ୍ରୀ ମୁଣ୍ଡରେ ଓଢଣା ଦେଲେ ସ୍ୱାମୀ ହୋଇଥାଏ କୋଟିପତି।ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଆମ ସମାଜରେ ବିଭିନ୍ନ ପ୍ରକାର ଲୋକ ବସ ବାସ କରନ୍ତି।ସମାଜ ମଣିଷକୁ ନେଇ ଗଠିତ।କିଛି ଲୋକଙ୍କ ଭଲକାମ ପାଇଁ ଆଜି ମଣିଷ ନିଜକୁ ଗର୍ବ ଆଉ ଗୌରବିତ ମୋନେ କରେ।ଆଉ କିଛି ଲୋକ ଖରାପ କାମ କରି ନିଜକୁ ଗର୍ବିତ ଅନୁଭବ କରନ୍ତି।ବନ୍ଧୁଗଣ ଏବେ ଦୁନିଆ ଆଗ ଅପେକ୍ଷା ବହୁତ୍ ବଦଳିଗଲାଣି।ଏବେ ନୂଆ ନୂଆ ସଂସ୍କୃତି ଏବଂ ନୂଆ ଟ୍ରେଣ୍ଡକୁ ଲୋକ ମାନେ ଅନୁକରଣ କରୁଛନ୍ତି।ଆମ ଭାରତ ସଂସ୍କୃତିରେ ଯେମିତି ପୁରୁଷ ମାନଙ୍କ ସଭ୍ୟ ଆଚରଣ ବିଷୟରେ କୁହା ଯାଇଚି ସେମିତି ମହିଳା ମାନଙ୍କ ପାଇଁ ବି କିଛି ନିୟମ ରଖାଯାଇଛି।ଯେଉଁ ଘରର ମୁଖ୍ୟ ମହିଳା ଯେମିତି ଆଚରଣ କରି ଥାଆନ୍ତି ତାଙ୍କ ଆଗାମୀ ବଂଶଧର ବି ସେମିତି ଆଚରଣ କରି ଥାଆନ୍ତି।
ଘରର ମୁଖ୍ୟ ଭାବରେ ମହିଳାମାନେ ହିଁ ଘରକୁ ସମ୍ଭାଳି ଥାଆନ୍ତି।ସେମାନଙ୍କ ଅନୁଯାୟୀ ଘରର କାର୍ଯ୍ୟାନୁଷ୍ଠାନ ନିଆଯାଇଥାଏ ଏବଂ ତା କଥାରେ ଘରର ସମସ୍ତ ନିଷ୍ପତି ନିଆଯାଏ । ମହିଳା ମାନଙ୍କ କାର୍ଯ୍ୟ ଏବଂ ବ୍ୟବହାର ଦ୍ଵାରା ଘରର ସଂସ୍କାର ସମ୍ବନ୍ଧରେ ଜଣାପଡିଥାଏ।ମହିଳା ମାନଙ୍କ ଆଚରଣ ଦ୍ବାରା ଜଣା ପଡିଥାଏ ଯେ ଘରର ଉନ୍ନତି ହେବ କି ଅବନ୍ନତି ହେବ।ତେଣୁ ମହିଳା ମାନଙ୍କୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ବି କୁହାଯାଇଥାଏ।ଗୋଟିଏ ମହିଳା ଚାହିଁଲେ ଘରକୁ ସ୍ବର୍ଗ ବି କରିପାରେ ଆଉ ନର୍କ ବି କରିପାରେ।ସେଥିପାଇଁ ମହିଳା ମାନଙ୍କ ଅପମାନ ଠାରୁ ଅଧର୍ମ ଏ ଦୁନିଆରେ ଆଉ କିଛି ନାହିଁ।
ଶାସ୍ତ୍ର ଅନୁସାରେ ମହିଳା ମାନେ ମୁଣ୍ଡରେ ଓଢଣା ଦେବା ଉଚିତ।କାରଣ ଆମ ମୁଣ୍ଡରେ ଏକ ଚକ୍ର ରହିଥାଏ ଯାହା ଆମ ଏପଟ ସେପଟ କଥାକୁ ବିଚାର କରୁଥାଏ।କିନ୍ତୁ ଓଢଣା ଦେବା ଦ୍ବାରା ଆମ ମସ୍ତିଷ୍କ ଚକ୍ର ଶରୀର ଚକ୍ର ସହ ଏକାକାର ହୋଇ ଥାଏ ଯାହା ଦ୍ଵାରା ମନୁଷ୍ୟର ମନ ଶାନ୍ତ ହୋଇଥାଏ।ମନୁଷ୍ୟ ଈଶ୍ୱରଙ୍କୁ ତାର ସମସ୍ତ କଥା କହି ପାରିଥାଏ। ଏହାଦ୍ବାରା ଆମ ମନ ଭିତରକୁ ଖରାପ ଚିନ୍ତା ଆସି ନଥାଏ।ଶରୀରରେ ସକରାତ୍ମକ ଚିନ୍ତା ଆସିଥାଏ। ମହିଳା ମାନେ ଓଢଣା ଦେବା ଆବଶ୍ୟକ। ଯେତେ ବେଳେ କୌଣସି ଗୁରୁଜନ ଘରକୁ ଆସି ଥାଆନ୍ତି ତେବେ ଆପଣ ଓଢଣା ଦେଇ ତାଙ୍କୁ ପ୍ରଣାମ କଲେ ସେ ଖୁସି ହୋଇ ସୌଭାଗ୍ୟବତୀ ହେବାର ଶୁଭ କାମନା କରି ଥାଆନ୍ତି।
ଏହା ଆପଣ ମାନଙ୍କ ପାଇଁ ମଙ୍ଗଳ କାରୀ ହୋଇଥାଏ। ଏହି ଆଶୀର୍ବାଦ ଆପଣଙ୍କ ସ୍ବାମୀଙ୍କ ଆୟୁଶକୁ ଦୁଇ ଗୁଣା କରି ଦେଇଥାଏ।ଶାସ୍ତ୍ରରେ କୁହାଯାଏ ଯେ ଯଦି ଭୋଗ ଲଗେଇବା ସମୟରେ ସେଥିରୁ ଚୁଟି ବାହାରି ଥାଏ ତେବେ ସେହି ଭୋଗ ଅଶୁଦ୍ଧ ହୋଇଥାଏ।ସେଥିପାଇଁ ଭୋଗ ଲଗେଇବା ସମୟରେ ମହିଳା ମାନଙ୍କୁ ଓଢଣା ଦେବା ଆବଶ୍ୟକ।ଦ୍ଵାରା ଚୁଟି ଭୋଗରେ ପଡିବ ନାହିଁ।ମହିଳା ମାନେ ପୂଜା ପାର୍ବଣ ସମୟରେ ଚୁଟି ସଫା କରି ଥାଆନ୍ତି ସେମାନେ ଚୁଟିକୁ ଖୋଲା ରଖି ଥାଆନ୍ତି। ଯାହା ଦ୍ଵାରା ଅନ୍ୟ ମାନଂକ ନଜର ତାଙ୍କ ଚୁଟି ଉପରେ ପଡିଥାଏ।ଏହା ଖରାପ ବୋଲି କୁହାଯାଏ।ଓଢଣା ଦେବା ଦ୍ବାରା ଏହା ଆପଣଙ୍କ ସୋନ୍ଦର୍ଯ୍ୟକୁ ଦୁଇ ଗୁଣା କରି ଦେଇଥାଏ।ତେବେ ଭଗବାନଙ୍କ ନାମ ଜପ କର ସବୁ ଦୁଃଖ ହେବ ଦୂର।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।