କିଏ ସେହି ତୃତୀୟ ବେକ୍ତି | ଯାହାଙ୍କ ପାଇଁ ଭାଙ୍ଗିଲା ହୁମାନ ସାଗର ଙ୍କ ପରିବାର…!

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲକୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତୃତୀୟ ବ୍ୟକ୍ତି ପାଇଁ ହିଁ ହ୍ୟୁମାନ ସାଗର ଏବଂ ପତ୍ନୀଙ୍କ ଘର ଭାଙ୍ଗୁଛି ବୋଲି କହିଲେ ସମାଜସେବୀ ମଧୁମିତା ନାଥ । ଜାଣନ୍ତୁ ତୃତୀୟ ବ୍ୟକ୍ତି ଜଣକ କିଏ । ତେବେ ଆପଣ ଏହି ପୋଷ୍ଟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବନ୍ଧୁଗଣ ଆପଣମାନେ ଜାଣିଥିବେ ନିଶ୍ଚୟ ଯେ ବର୍ତ୍ତମାନ ସମୟରେ ଓଡ଼ିଶାରେ ଚର୍ଚ୍ଚା ଜୋର୍ ଧରିଛି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାରିବାରିକ ମାମଲା । ହାଟରେ ପଡ଼ି ଦାଣ୍ଡରେ ଏବେ ଗଡିଲାଣି । ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଆଣିଛନ୍ତି ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଯେ ତାଙ୍କୁ ଧର୍ମ ପରିବର୍ତ୍ତନ ପାଇଁ ପଡ଼ୁଥିଲା ଚାପ । ସୂଚନାଯୋଗ୍ୟ ଯେ ହ୍ୟୁମାନ ସାଗର ଜାତିରେ ଖ୍ରୀଷ୍ଟିଆନ୍ ହୋଇଥିବା ବେଳେ ତାଙ୍କ ପତ୍ନୀ ଶ୍ରେୟା ମିଶ୍ର ଜଣେ ହିନ୍ଦୁ ବ୍ରାହ୍ମଣ । 

 

ତେବେ, ଏ ସମ୍ପର୍କରେ ଥା-ନାରେ ଆଲୋଚନା ହୋଇନଥିବା ଆରକ୍ଷୀ ଅଧିକାରୀ ସ୍ପଷ୍ଟ କରିଥିବା ବେଳେ ହ୍ୟୁମାନଙ୍କ ପରିବାର ବି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଝିଅ ଜନ୍ମ ହେବା ପରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଶ୍ରେୟାଙ୍କୁ ନି-ର୍ଯା-ତ-ନା ଦେଇ ଆସୁଥିଲେ ବୋଲି ହ୍ୟୁମାନଙ୍କ ପତ୍ନୀ ଶ୍ରେୟା ମିଶ୍ର ଆଜି ପୁରୀଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ନି-ର୍ଯା-ତ-ନା ଦେଇଛନ୍ତି । ସେ ମ-ଦପିଇ ମୋତେ ଭୀଷଣ ମାଡ଼ ମାରନ୍ତି । ଏହିଭଳି ପରିସ୍ଥିତିରେ ଆଲୋଚନା ମାଧ୍ୟମରେ ଉଭୟ ସ୍ବାମୀ-ସ୍ତ୍ରୀ ବିବାଦର ସମାଧାନ କରି ମିଶି ରହିବାକୁ ସମସ୍ତେ ପରାମର୍ଶ ଦେଉଛନ୍ତି । 

 

ତେବେ ଜଣେ ତୃତୀୟ ବ୍ୟକ୍ତିଙ୍କ ପାଇଁ ତାଙ୍କ ଘରେ ଝଗଡ଼ା ଲାଗୁଥିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏସବୁ ମଧ୍ୟରେ ହ୍ୟୁମାନ ସାଗରଙ୍କ ମାମଲାକୁ କେନ୍ଦ୍ର କରି ସମାଜସେବୀ ମଧୁମିତା ନାଥ ମିଡ଼ିଆ ସାମ୍ନାରେ ନିଜର ମନ୍ତବ୍ୟ ଦେଇ କହିଛନ୍ତି ଯେ, ” ହ୍ୟୁମାନ ଶ୍ରେୟାଙ୍କ ଏବେ ଗୋଟେ ସନ୍ତାନ ହୋଇ ସାରିଲାଣି । ସେ ପୁଅ ହେଉ କିମ୍ଵା ଝିଅ । କୁହାଯାଏ ପିଲା ଜନ୍ମ ହେବା ପରେ ସ୍ବାମୀ ସ୍ତ୍ରୀଙ୍କ ସମ୍ପର୍କ ଆହୁରି ନିବିଡ଼ ହୋଇଯାଏ । ସେ ଆଗକୁ ଯେତେବେଳେ ବଡ଼ ହୋଇ ସ୍କୁଲ୍ ଯିବ ପାଠ ପଢ଼ିବ ସେତେବେଳେ ଅପମାନ ପାଇବନି ସେ ଛୁଆ । ତେଣୁ ଝିଅ ମୁହଁକୁ ଚାହିଁ ମିଶିଯାଓ ଦୁଇଜଣ ଥରେ । 

 

ପୁଣି ଥରୁଟିଏ ପାଇଁ ପୁରୁଣା ପ୍ରେମକୁ ମନେ ପକାଓ ଆଉ ସନ୍ତାନ ପାଇଁ ଏକାଠି ହୋଇଯାଓ । ଆଉ ସବୁବେଳେ ଦୁହେଁ କ୍ୟାରିଅରକୁ ଦେଖ । ସମସ୍ତଙ୍କ ମତ ସମାନ ନୁହେଁ । ତେଣୁ ଆଉ କାହାର ମତକୁ ପାରିବାରିକ ମାମଲାରେ ନେବା କଥା ନୁହେଁ । ସମସ୍ତଙ୍କର କିଛି କିଛି ଖରାପ ଗୁଣ ଥାଏ । ତେଣୁ ହ୍ୟୁମାନ ସାଗର ଜଣେ ଉଚ୍ଚ କୋଟୀର ବଢ଼ିଆ ସିଙ୍ଗର । ତାଙ୍କର ମଧ୍ଯ କୌଣସି ଖରାପ ପ୍ରକୃତି ଥାଇପାରେ । ହ୍ୟୁମାନଙ୍କୁ ପ୍ରେମ ବିବାହ କରିଥିଲେ ତେବେ ଆଗରୁ ତାଙ୍କ ପତ୍ନୀଙ୍କୁ ଭଲ ଲାଗୁଥିଲା ଏବେ ଲାଗୁନି । ତୃତୀୟ ବ୍ୟକ୍ତି ପାଇଁ ହିଁ ସାଧାରଣତଃ ଘର ଭାଙ୍ଗେ ତେଣୁ ଏଠାରେ ମଧ୍ଯ ସେମିତି କିଛି ହେଇଛି ବୋଲି ଲାଗୁଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *